ଦେଶ- ବିଦେଶ

ଡ୍ରାଏ ସ୍କିନରୁ ମୁକ୍ତି ଦେବ କଦଳୀ ଓ ମହୁ ଫେସପ୍ୟାକ୍‌, ଏମିତି କରନ୍ତୁ ବ୍ୟବହାର

ଗରମ ଦିନରେ ଶରୀରରେ ଜଳୀୟ ଅଂଶ ଅଭାବ ଦେଖାଯାଏ। ଏଥିପାଇଁ ତ୍ୱଚା ଡ୍ରାଏ ହେବାକୁ ଲାଗିଥାଏ। ଏଥିପାଇଁ ମୁହଁରେ ଜ୍ୱଳନ, କୁଣ୍ଡାଇ ହେବା ଏବଂ ରେଡନେସ ସମସ୍ୟା ଦେଖାଦିଏ। ଏମିତରେ ଡ୍ରାଏ ସ୍କିନରୁ ଛୁଟକାରା ପାଇବା ଦ୍ୱାରା ତ୍ୱଚାରେ ନମନୀୟତା ରହିବା ଉଚିତ। ଆଜି ଆମେ ଯେଉଁ ଫେସପ୍ୟାକ୍‌ ବିଷୟରେ ଜଣାଇବୁ, ତାହା ଡ୍ରାଏ ସ୍କିନ ସମସ୍ୟା ଦୂର କରିବାର କାମ କରିଥାଏ।

ii

କଦଳୀ ଏବଂ ଅଲଭି ତେଲ :

ପ୍ରଥମେ ଏକ ପାତ୍ରରେ ୧ଟି କଦଳୀ ଏବଂ ୫-୬ ବୁନ୍ଦା ଅଲିଭ ତେଲ ଏକାଠି କରି ଭଲଭାବେ ମିକ୍ସ କରିଦିଅନ୍ତୁ। ଏଡି ପେଷ୍ଟକୁ ମୁହଁରେ ୧୦ ମିନିଟ୍‌ ଲଗାଇବା ପରେ ପାଣିରେ ମୁହଁକୁ ଧୋଇଦିଅନ୍ତୁ। ଏହାକୁ ଲଗାଇବା ପରେ ଶୁଷ୍କ ଏବଂ ନିସ୍ତେଜ ତ୍ୱଚା ମଧ୍ୟ ଚମକି ଉଠିଥାଏ। ସ୍କିନକୁ ପୋଷଣ ମିଳିବା ସହିତ ଗ୍ଲୋ କରିଥାଏ।

bana

କଦଳୀ ଏବଂ ମହୁ :

ଯଦି ଆପଣଙ୍କ ତ୍ୱଚା ଅତ୍ୟଧିକ ଡ୍ରାଏ ହୋଇଥାଏ, ତେବେ କଦଳୀ ଓ ମହୁରେ ପ୍ରସ୍ତୁତ ଫେସପ୍ୟାକ୍‌ ତ୍ୱଚା ପାଇଁ ବେଶ ଫାଇଦାଯୁକ୍ତ ହୋଇଥାଏ। ଏହାକୁ ପ୍ରସ୍ତୁତ କରିବା ପାଇଁ ଏକ ପାତ୍ରରେ ଅଧା କଦଳୀ ଏବଂ ୧ ଟେବୁଲସ୍ପୁନ ମହୁ ନେଇ ସ୍କୁଦ ପେଷ୍ଟ ପ୍ରସ୍ତୁତ କରିଦିଅନ୍ତୁ। ଏହାକୁ ମହଁରେ ଏବଂ ବେକରେ ୧୦ରୁ ୧୫ ମିନିଟ ଲଗାଇବା ପରେ ଧୋଇଦିଅନ୍ତୁ। ଏମିତିକଲେ ସ୍କିନକୁ ନମନୀୟତା ମିଳିଥାଏ। ସବୁ ସମସ୍ୟାରୁ ମୁକ୍ତି ମିଳିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button