ସ୍ୱାସ୍ଥ୍ୟ

କ୍ୟାନ୍‌ସରଠାରୁ ଆରମ୍ଭ କରି ପଥୁରୀ ଯାଏଁ ସବୁ ରୋଗକୁ ମୂଳପୋଛ କରେ ବଥୁଆ, ଏମିତି କରନ୍ତୁ ବ୍ୟବହାର

ବୟସ ବଢ଼ିବା ସହ ଶରୀରରେ ରୋଗ ମଧ୍ୟ ବଢ଼ିଥାଏ। ଛୋଟ ଛୋଟ ରୋଗକୁ ପ୍ରାରମ୍ଭିକ ଅବସ୍ଥାରେ ଅଣଦେଖା କଲେ ପରେ ତାହା ବଡ଼ ରୋଗର ରୂପ ଧାରଣ କରିଥାଏ, ଯାହା ଜୀବନ ପାଇଁ ବିପଦ ସୃଷ୍ଟି କରେ। ବେଳେବେଳେ ଶରୀରରେ ଗଣ୍ଠି ପଡ଼ିବା ଭଳି ମୁଣ୍ଡା ମୁଣ୍ଡା ହୋଇଯାଇଥାଏ। ଏହା ସାଧାରଣ ଲାଗୁଥିଲେ ମଧ୍ୟ ଭବିଷ୍ୟତରେ ସମସ୍ୟା ସୃଷ୍ଟି କରିପାରେ। ଯଦି ଆପଣଙ୍କ ଶରୀରରେ ମଧ୍ୟ ଗୋଟାଳିଆ ଆକାରର କିଛି ହୋଇଛି ତେବେ ଏଥିପାଇଁ ବଥୁଆ ଶାଗ ଖାଆନ୍ତୁ। କେବଳ ଏହି ଗୋଟିଏ ରୋଗ ନୁହେଁ ଅନ୍ୟ ଦୂରାରୋଗ୍ୟରୁ ମୁକ୍ତି ପାଇଁ ମଧ୍ୟ ଆପଣ ବଥୁଆ ଶାଗ ଖାଇପାରିବେ। ଆସନ୍ତୁ ଜାଣିବା ଆଉ କେଉଁ ରୋଗ ପାଇଁ ବଥୁଆ ଶାଗ ଉତ୍ତମ ହୋଇଥାଏ…

  • ଲିଭରରେ ଯଦି ଗଣ୍ଠି ଗଣ୍ଠି କିଛି ହୋଇଥାଏ ତେବେ ତାହା ଭବିଷ୍ୟତରେ କ୍ୟାନସରର ରୂପ ଧାରଣ କରିଥାଏ। ଏଥିରୁ ମୁକ୍ତି ପାଇଁ ଆପଣ ବଥୁଆ ଶାଗ ଖାଇପାରିବେ। ଏଥିପାଇଁ ବଥୁଆକୁ ମୂଳ ସହ ଖରାରେ ଶୁଖାଇ ପାଉଡ଼ର କରି ରଖନ୍ତୁ।
  • ୧୦ ଗ୍ରାମ୍‌ ପାଉଡରକୁ ୪୦୦ ଗ୍ରାମ ପାଣିରେ ପକାଇ ଫୁଟାନ୍ତୁ। ଫୁଟିବା ପରେ ଏହା ୫୦ ଗ୍ରାମର ହୋଇଗଲେ ଛାଣି ଦିଅନ୍ତୁ। ଏହି ପାଣିକୁ ପ୍ରତିଦିନ ପିଇବା ଦ୍ୱାରା ଗୋଟାଳିଆ ଗୁଡ଼ିକ ତରଳିଯାଇଥାଏ।

5 Easy Steps to Prepare Bathua (Chenopodium album) Raita - Realbharat

  • ଏଥିସହ ମେଡିସିନ୍‌ ସହ ମଧ୍ୟ ଏହି କାଢ଼ାକୁ ପିଅନ୍ତୁ। ରୋଗ ସମ୍ପୂର୍ଣ୍ଣ ଭଲ ହୋଇଯିବ।
  • ପ୍ରତିଦିନ ବଥୁଆ ପାଣି ପିଇବା ଦ୍ୱାରା କ୍ୟାନସରର ଆଶଙ୍କା ଦୂର ହୋଇଥାଏ।
  • ପଥୁରୀ ପାଇଁ ମଧ୍ୟ ଏହି ମିଶ୍ରଣ ବେଶ୍‌ ଉପଯୋଗୀ ହୋଇଥାଏ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button