ସ୍ୱାସ୍ଥ୍ୟ

ଅଲିଭ ପତ୍ର ଦେବ ମଧୁମେହରୁ ମୁକ୍ତି, ଏପରି କରନ୍ତୁ ବ୍ୟବହାର

ଅଲିଭ ତେଲର ଉପକାରିବା ବିଷୟରେ ଆପଣ ନିଶ୍ଚିତ ଜାଣିଥିବେ। କେବଳ ଏହାର ତେଲ ନୁହେଁ ଅଲିଭ ପତ୍ର ମଧ୍ୟ ଆପଣଙ୍କର ଅନେକ ସମସ୍ୟା ଦୂର କରିଥାଏ। ଆଜିକାଲି ମଧୁମେହ ରୋଗ ପ୍ରାୟତଃ ୮୦ ପ୍ରତିଶତ ଲୋକଙ୍କୁ ଗ୍ରାସ କରିସାରିଲାଣି। ଏଥିପାଇଁ ସାଧାରଣ ମଣିଷ ଅପେକ୍ଷା ଡାଇବେଟିଜ ରୋଗୀଙ୍କ ପାଖରେ ଇନସୁଲିନ ଲେବଲ ଅଧିକ ରହିଥାଏ। ସେଥିପାଇଁ ଆପଣ ଅଲିଭ ପତ୍ରକୁ ନିଜର ସ୍ୱାସ୍ଥ୍ୟ ପାଇଁ ବ୍ୟବହାର କରିପାରିବେ। ଏହି ପତ୍ରରେ ଆଣ୍ଟିମାଇକ୍ରୋବିୟଲ, ଆଣ୍ଟିହାଇପରଣ୍ଟିସଭି ଏବଂ ଆଣ୍ଟି ଇମ୍ଫ୍ଲାମେଟାରୀ ଗୁଣ ଭରପୁର ରହିଥାଏ।

leave olive

ଆପଣ ସଫା ଏବଂ ଅଲିଭ ପତ୍ରକୁ ନେଇ ଭଲଭାବେ ଧୋଇବା ପରେ ସୂତା କପଡାରେ ବିଛାଇ ତା’ ଉପରେ ଅନ୍ୟ ଏକ ପତଳା କପଡା ବିଛାଇ ଦିଅନ୍ତୁ। ଏବେ ଏହି ପତ୍ରକୁ ଏପରି ଜାଗାରେ ଶୁଖାଇଦିଅନ୍ତୁ, ଯେଉଁଠି ସୂର୍ଯ୍ୟକିରଣ ସିଧାସଳଖ ନ ପଡି ସୂର୍ଯ୍ୟ କିରଣ ଦାଉରେ ଏହା ଯେମିତି ଶୁଖିବ। ଏହି ପତ୍ର ଶୁଖିଗଲା ପରେ ଏହାକୁ ଚା’ କରି ପିଅନ୍ତୁ। ଆପଣ ଯଦି ଚାହିଁବେ ଶୁଖିଲା ପତ୍ରକୁ ଗୁଣ୍ଡକୁ ପରି ଚୂର୍ଣ୍ଣ ଭାବେ ପାଣି ସହିତ ବ୍ୟବହାର କରିପାରିବେ। ନଚେତ ଗରମ ପାଣିରେ ସିଝାଇ ଏହାର କାଢା କରି ପିଅନ୍ତି। ଏପରି କରିବା ଦ୍ୱାରା ଶରୀରରେ ଥିବା ଗ୍ଲୁକୋଜର ସ୍ତର କମ୍‌ ହେବାକୁ ଲାଗିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button