ଜ୍ୟୋତିଷ

ଜାଣନ୍ତୁ ଫେବୃଆରୀ ୧୨ରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସ୍ୱଭାବ କିଭଳି ହୋଇଥାଏ

ଛୋଟ ପିଲା ହୁଅନ୍ତୁ କିମ୍ବା ବଡ ଲୋକ ସମସ୍ତଙ୍କୁ ଜନ୍ମ ଦିନରେ ଶୁଭେଛା ଜଣାଇବା ପାଇଁ ବିଶେଷ ପ୍ରସ୍ତୁତି କରାଯାଇଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଆଜିର ଦିନରେ ଅର୍ଥାତ ୧୨ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ କିଭଳି ହୋିଥାଏ ସେହି ବିଷୟରେ ଜଣାଇବୁ।
ଜ୍ୟୋତିଷ ଅଙ୍କ ଅନୁଯାୟୀ ୧୨ ଫେବୃଆରୀରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କର ମୂଳ ଅଙ୍କ ୩ ହୋଇଥାଏ। ଏହା ବୃହସ୍ପତିର ପ୍ରତିନିଧି ଅଙ୍କ।

ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ନିଷ୍କପଟ, ଦୟାଳୁ ଏବଂ ଉଚ୍ଚ କ୍ଷମତା ଯୁକ୍ତ ହୋଇଥାନ୍ତି। ଏହି ବ୍ୟକ୍ତିମାନେ ଦାର୍ଶନିକ ସ୍ୱଭାବର ହୋଇଥାନ୍ତି। ଏହାବ୍ୟିତୀତ ଶିକ୍ଷା କ୍ଷେତ୍ର ମଜବୁତ୍‌ ହୋଇଥାଏ। ଆପଣ ସର୍ବଦା ପରିପୂର୍ଣ୍ଣତାର ଅନୁସନ୍ଧାନରେ ବ୍ୟସ୍ତ ରହିଥାନ୍ତି। ଏହିକାରଣରୁ ଅବ୍ୟବସ୍ଥା ଯୋଗୁ ଆପଣ ଚିନ୍ତାରେ ରହିଥାନ୍ତି।

february-babyଚଳିତ ବର୍ଷ ଆପଣଙ୍କ ଖୁବ୍‌ ସୁ୍‌ଖମୟ ହେବ। କୌଣସି ବିଶେଷ ପରୀକ୍ଷାରେ ସଧଫଳତା ପାଇପାରିବେ। ଚାକିରୀ କ୍ଷେତ୍ରରେ ଉନ୍ନତି କରିପାରିବେ। ନୂତନ ବ୍ୟବସାୟ ପାଇଁ ଯୋଜନା କରିପାରନ୍ତି। ସେହିଭଳି ଦାମ୍ପତ୍ୟ ଜୀବନରେ ହସ-ଖୁସି ଭରି ରହିବ। ଘର କିମ୍ବା ପରିବାରରେ ଶୁଭ କାର୍ଯ୍ୟ ହେବ। ମିତ୍ରମାନଙ୍କ ସହଯୋଗ ପାଇପାରିବେ। ମହତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଯାତ୍ରାର ଯୋଗ ରହିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button