ଜ୍ୟୋତିଷ

ଆପଣଙ୍କ ଥୋଡିର ଏହି ଚିହ୍ନ ଖୋଲିଥାଏ ୫ ରହସ୍ୟ

କିଛି ଲୋକଙ୍କର ଥୋଡିରେ ସାମାନ୍ୟ ଗାତ ହୋଇଥାଏ। ଏହି ଗାଢ଼ ଚେହେରାର ସୁନ୍ଦରତାକୁ ବଢ଼ାଇବାରେ ସାହାଯ୍ୟ କରିଥାଏ। ଏହାକୁ ଏକ ସାଧାରଣ କଥା ଭାବି କିଛି ଲୋକ ଅଣଦେଖା କରିଦିଅନ୍ତି। କଣ ଆପଣ ଜାଣନ୍ତି ଏହାଦ୍ବାରା ବ୍ୟକ୍ତିଙ୍କର ସ୍ବଭାବ ବିଷୟରେ ବହୁତ କିଛି ଜାଣିହେବ। ସମୁଦ୍ରଶାସ୍ତ୍ରରେ ଏହି ଗାତ ବିଷୟରେ ବହୁତ କିଛି କଥା କୁହାଯାଇଛି। ଆଜି ଆମେ ଜଣାଇବୁ ଏହି ଗାତ ଦ୍ବାରା ବ୍ୟକ୍ତିଙ୍କର କେଛଁ ସ୍ବଭାବକୁ ଜାଣିହେବ।

-ସମୁଦ୍ର ଶାସ୍ତ୍ରରେ କୁହାଯାଇଛି ଯେ ଯେଉଁ ଲୋକଙ୍କ ଥୋଡିରେ ଗାତ ଥାଏ, ସେହି ଲୋକ ବହୁତ ସନ୍ତୋଷ ପ୍ରବ୍ରୁତ୍ତିର ହୋଇଥାନ୍ତି। କୁହାଯାଏ ଯେ ଲୋକ କୌଣସି ଜିନିଷକୁ ନେଇ ଲୋଭ କରିବା ଉଚିତ ନୁହେଁ। ଏମାନଙ୍କୁ ଯେତିକି ମିଳେ ସେହିଥିରେ ହିଁ ସନ୍ତୁଷ୍ଟ ହୋଇଯାନ୍ତି।

Hhv6HCw-ଥୋଡିରେ ଗାତ ଥିବା ବ୍ୟକ୍ତି ବହୁତ ସାହାଯ୍ୟକାରୀ ପ୍ରବ୍ରୁତ୍ତିର ହୋଇଥାନ୍ତି। କୁହାଯାଏ ଯେ ଏମାନେ ଯେଉଁମାନଙ୍କର ସାହାଯ୍ୟର ଆବଶ୍ୟକତା ଥାଏ ସେମାନଙ୍କୁ ନିଶ୍ଚିତ ସାହାଯ୍ୟ କରିଥାନ୍ତି।

-ଯାହାଙ୍କ ଥୋଡିରେ ଗାତ ହୋଇଥାଏ, ସେମାନଙ୍କ ପାଖରେ ବହୁତ ସାଙ୍ଗ-ସାଥି ଥାଆନ୍ତି। ସମୁଦ୍ର ଶାସ୍ତ୍ରରେ କୁହାଯାଇଛି ଯେ ଏମିତି ଲୋକ ସବୁବେଳେ ବନ୍ଧୂ ମାନଙ୍କ ମେଳରେ ରହିଥାନ୍ତି। ଏମାନେ ନିଜ ଜୀବନକୁ ବହତୁ ଉପଭୋଗ କରିଥାନ୍ତି।

photo-ଏହା ମଧ୍ୟ କୁହାଯାଏ ଯେ ଯେଉଁ ମାନଙ୍କ ଥୋଡିରେ ଗାତ ଥାଏ, ସେମାନେ ତାଙ୍କ ଜୀବନରେ ବହୁତ ଉନ୍ନତି କରିଥାନ୍ତି। ସମୁଦ୍ର ଶାସ୍ତ୍ର ଅନୁସାରେ ଏମାନଙ୍କ ଲକ୍ଷକୁ ହାସିଲ କରିବାରେ ବହୁତ ଆନନ୍ଦ ମିଳିଥାଏ।

-ଥୋଡିରେ ଗାତ ଥିବା ବ୍ୟକ୍ତିଙ୍କର ଆର୍ଥିକ ସ୍ଥିତି ମଜବୁତ ହେବାର ମଧ୍ୟ କୁହାଯାଏ। ସାଧାରଣତଃ ଏମାନଙ୍କର ଆର୍ଥିକ ସ୍ଥିତି ଭଲ ରହିଥାଏ। ଏମାନଙ୍କୁ ଧନର ଅଭାବର ସାମ୍ନା କରିବାକୁ ପଡିନଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button