ଦେଶ- ବିଦେଶ

Jyotish Shastra- ସରସ୍ବତୀ ପୂଜା ରେ ରାଜଯୋଗ, ଏହି ୩ଟି ରାଶିରେ ହେବ ବିଦ୍ୟା, ଧନ ଏବଂ ସୁଖ ଲାଭ

ଜ୍ୟୋତିଷଙ୍କ ଅନୁସାରେ କୁହାଯାଏ କି ନିରନ୍ତର ଗ୍ରହମାନଙ୍କର ଗତି ପରିବର୍ତ୍ତନ କାରଣରୁ କିଛି ଶୁଭ ଯୋଗ ହୋଇଥାଏ, ଏହି କାରଣରୁ କିଛି ରାଶିମାନଙ୍କୁ ଶୁଭ ଫଳ ବି ପ୍ରାପ୍ତ ହୋଇଥାଏ ତ କିଛି ରାଶିମାନଙ୍କ ଉପରେ ଏହାର ବିପରୀତ ପ୍ରଭାବ ପଡିଥାଏ । ଏହି ସଂସାରରେ କୌଣସି ବି ବ୍ୟକ୍ତିଙ୍କର ଜୀବନ ଏକ ସମାନ ବ୍ୟତିତ ହୁଏ ନାହିଁ । ଜ୍ୟୋତିଷଙ୍କ ଗଣନା ଅନୁସାରେ ଆଜି ପବିତ୍ର ଶ୍ରୀ ପଞ୍ଚମିରେ କିଛି ଗ୍ରହ ମାନଙ୍କ ମଧ୍ୟରେ ଶୁଭ ସଂଯୋଗ ହେବାକୁ ଯାଉଛି ଯାହା ଫଳରେ ଏହାର ପ୍ରଭାବରେ 3 ଟି ରାଶିଙ୍କୁ ଶୁଭ ଫଳ ପ୍ରାପ୍ତି ହେବ । ଏମାନଙ୍କ ଧନ ବିଦ୍ୟା ଓ ସୁଖ ଲାଭ ହେବ । ତେବେ ଚାଲନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ ।

ଏହି ରାଶି ଉପରେ ମା’ ସରସ୍ଵତୀ ସମ୍ପୂର୍ଣ୍ଣ ରୂପେ ସନ୍ତୁଷ୍ଟ ଅଛନ୍ତି । ଏହି ରାଶି ର ଭାଗ୍ୟ ସମ୍ପୂର୍ଣ୍ଣ ରୂପେ ରେ ବଦଳିଯିବ । ମା ସରସ୍ବତୀଙ୍କ କୃପା ଦ୍ୱାରା ଘରେ ଶାନ୍ତି ବର୍ଷା ହବ । ଶିକ୍ଷା କ୍ଷେତ୍ରରେ ବହୁତ ଜ୍ଞାନ ଅର୍ଜନ କରିବେ । ପ୍ରେମ କ୍ଷେତ୍ରରେ ଥିଲେ ବହୁତ ସଫଳତା ମିଳିବ । ଅନେକ ସୁନ୍ଦର ସ୍ଥାନ ଭ୍ରମଣ କରିବାର ଯୋଗ ଅଛି ଏବଂ ବହୁତ ଆନନ୍ଦ ପାଇବେ ।
ବିଦ୍ୟାର୍ଥୀ ମାନେ ବିଦ୍ୟା କ୍ଷେତ୍ରରେ ବହୁତ ନାମ ଅର୍ଜନ କରିବେ ।

ତାଙ୍କର ପାଠ ପଢା ପ୍ରତି ବହୁତ ଧ୍ୟାନ ରହିବ । ଅପଣଙ୍କ ସମୟ ବହୁତ ଭଲ ଆସିବାକୁ ଯାଉଛି । ପରିବାରରେ ବହୁତ ପ୍ରଶଂସା ପାଇବେ । ଆପଣ କରୁଥିବା କାର୍ଯ୍ୟରେ ବହୁତ ସଫଳତା ମିଳିବ ଯାହାଦ୍ଵାରା ସମସ୍ତେ ସନ୍ତୁଷ୍ଟ ହୋଇ ଆପଣଙ୍କ ପ୍ରଶଂସା କରିବେ । ଖୁସିର ପରିବେଶ ରହିବ । ସୁଖ ସମୃଦ୍ଧି ରହିବ । ଆପଣଙ୍କ ଦ୍ଵାରା କରାଯାଉଥିବା କାର୍ଯ୍ୟ ଠିକ କରିବ । ଯେଉଁ କାରଣରୁ ଆପଣଙ୍କ ମନ ଖୁସି ରହିବ । ଆପଣଙ୍କୁ କେବଳ ଉଚିତ ସମୟର ସଦ ଉପଯୋଗ କରିବାକୁ ପଡିବ । ଧନର ଆଗମନ ହେବ ।

ଏହି ରାଶି ର ବ୍ୟକ୍ତି ମାନେ ପ୍ରେମରେ ସଫଳ ପାଇବେ। ବ୍ୟବସାୟ କ୍ଷେତ୍ରରେ ଉନ୍ନତି ହେବ। ଏବଂ ଧନ ର ମଧ୍ୟ ପ୍ରାପ୍ତି ହେବ। ଆପଣଙ୍କୁ ସନ୍ତାନ ପକ୍ଷରୁ କୌଣସି ଖୁସି ଖବର ମିଳିବ ଯାହା ଦ୍ୱାରା କି ଆପଙ୍କୁ ଆର୍ଥିକ ଭାବେ ବହୁତ ଖୁସି ମିଳିବ । ଛାତ୍ର ଓ ଛାତ୍ରୀ ମାନଙ୍କୁ ପରୀକ୍ଷାରେ ଭଲ ମାର୍କ ମିଳିବ । ପ୍ରେମ କ୍ଷେତ୍ରରେ ସଫଳତା ମିଳିବ । ଆପଣଙ୍କୁ ସଠିକ ଜୀବନ ସାଥି ପ୍ରାପ୍ତ ହେବ ।

ସମାଜ ତଥା ନିଜର ବ୍ୟକ୍ତି ସମସ୍ତ କାର୍ଯ୍ୟରେ ଆପଣଙ୍କ ମତ ଲୋଡିବେ । ଏହି ପରିବର୍ତ୍ତନ କାରଣରୁ ଆପଣଙ୍କ ବିବାହିତ ଜୀବନ ଖୁବ ସୁନ୍ଦର କଟିବ । ଭାଇ ଓ ଭଉଣୀ ସହିତ ସମ୍ପର୍କ ଖୁବ ଭଲ ଯିବ । ଜୀବନ ସାଥିର ସହଯୋଗ ମିଳିବ । କୌଣସି ରୋଗ ଥିଲେ ତାହା ମଧ୍ୟ ଭଲ ହୋଇଯିବ ।

 

ବନ୍ଧୁଗଣ ଏହି ରାଶି ର ବ୍ୟକ୍ତି କିଛି ନୂଆ କାର୍ଯ୍ୟ କରିବାକୁ ଚାହୁଁଥିଲେ ତାଙ୍କୁ ସଫଳତା ମିଳିବ । ଶିକ୍ଷା କ୍ଷେତ୍ରରେ ବହୁତ ସଫଳତା ମିଳିବ । ଏହି ସମୟ ଆପଣଙ୍କ ପାଇଁ ବହୁତ ଭଲ ସମୟ ଅଟେ । ସାଙ୍ଗମାନଙ୍କ ସହ ବୁଲା ବୁଲି କରିବାର ସୁଯଗ ମିଳିବ । ଆପଣଙ୍କ ଜୀବନ ବହୁତ ସଫଳଦାୟକ ରହିବ । ଆପଣଙ୍କ ପରିବାର ରେ ସୁଖର ଲହରି ଖେଳିଯିବ । ଯେ କୌଣସି କାର୍ଯ୍ୟ କରିବା ଆଗରୁ ଭଗବାନ ହନୁମାନ ଙ୍କ ନାମ ଜପ କରନ୍ତୁ । ଅପଣଙ୍କ କାର୍ଯ୍ୟ ସଫଳ ହବ । ନୂଆ ନୂଆ କାମ କରିବାର ସୁଯଗ ମିଳିବ । ନୂଆ ନୂଆ ସାଙ୍ଗ ସହ ମିଶିବେ ।

ତେବେ ବନ୍ଧୁଗଣ ଆମେ ଆପଣଙ୍କୁ ଯେଉଁ ରାଶି ମାନଙ୍କ ବିଷୟରେ କହୁଥିଲୁ ସେମାନେ ହେଲେ ମିଥୁନ, କନ୍ୟା ଓ ତୁଳା ରାଶି ଯାହାଙ୍କ ଉପରେ ବର୍ତ୍ତମାନ ମା ସରସ୍ବତୀଙ୍କ କୃପା ହେବାକୁ ଯାଉଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button