ଜ୍ୟୋତିଷ

ଏହି 6 ରାଶିଙ୍କ ଉପରେ ଖୁବ ପ୍ରସନ୍ନ ହୋଇଛନ୍ତି ପ୍ରଭୁ ଭୋଳାନାଥ, ଦୀର୍ଘ 71 ବର୍ଷ ପରେ ଏମାନଙ୍କ ଭାଗ୍ୟରେ ହେବାକୁ ଯାଉଛି ଟଙ୍କା ବର୍ଷା

ଭଗବାନ ଶିବ ହେଉଛନ୍ତି ସୃଷ୍ଟିର ଅଧିପତି ତଥା ପାଳନହାର । ସେ ନିଜ ଭକତଙ୍କ ଉପରେ ଖୁବ ଶୀଘ୍ର ପ୍ରସନ୍ନ ହୋଇଯାନ୍ତି । ତେଣୁ ତାଙ୍କୁ ଭୋଳାନାଥ ମଧ୍ୟ କୁହାଯାଏ । ଜ୍ଯୋତିଷ ଅନୁସାରେ ଭଗବାନ ଶିବ କିଛି ରାଶିଙ୍କ ଉପରେ ଖୁବ ପ୍ରସନ୍ନ ହୋଇ ସାରିଛନ୍ତି । ଯାହାଫଳରେ ସେହି ରାଶିମାନଙ୍କ ଜୀବନର ସବୁଠୁ ଭଲ ଦିନ ଏବେ ଆସିବାକୁ ଯାଉଛି । ଏବେ ଏମାନଙ୍କୁ ଜୀବନରେ ଧନୀ ହେବାରୁ କେହି ଅଟକାଇ ପାରିବେ ନାହିଁ । ତେବେ ଚାଲନ୍ତୁ ଜାଣିବା କେଉଁ ଗୁଡିକ ସେହି ଭାଗ୍ୟଶାଳୀ ରାଶି ।

ଭଗବାନ ଭୋଳାନାଥ ଏହି ରାଶିଙ୍କ ଉପରେ ଖୁସି ହୋଇ ସାରିଥିବାରୁ ଆଜି ରାତି ଠାରୁ ଏହି ରାଶିର ଲୋକମାନେ ମାଲାମାଲ ହେବାକୁ ଯାଉଛନ୍ତି । ଭୋଳାନାଥଙ୍କ କୃପାରୁ ଆପଣଙ୍କ ଦୁଃଖର ଦିନ ଏବେ ଶେଷ ହେବ ଏବଂ ଖୁବ ଶୀଘ୍ର ଶୁଭ ଦିନର ଆରମ୍ଭ ହେବାକୁ ଯାଉଛି । ଆପଣଙ୍କୁ ଜୀବନରେ କେବେବି ଟଙ୍କା ପଇସାର ଅଭାବ ହେବ ନାହିଁ । ଭଗବାନ ଶିବଙ୍କ କୃପାରୁ ଆପଣଙ୍କର ସବୁ ଅଧୁରା ରହିଥିବା ବା ବିଗିଡି ଯାଇଥିବା କାର୍ଯ୍ୟ ଏବେ ପୁରା ହେବାକୁ ଲାଗିବ ।

ଏପରିକି ଆପଣଙ୍କ ଜୀବନରେ ଆଗକୁ ଆସିବାକୁ ଥିବା ସବୁ ଅସୁବିଧା ମଧ୍ୟ ଦୂର ହୋଇଯିବ । ଆପଣଙ୍କୁ ପ୍ରତ୍ଯେକ କାର୍ଯ୍ୟରେ ଏବେ ସଫଳତା ମିଳିବ ଓ ଆପଣଙ୍କ ଶତ୍ରୁମାନେ ଆପଣଙ୍କ ଠାରୁ ଏବେ ଦୂରରେ ରହିବେ । ସମାଜରେ ଲୋକମାନେ ଆପଣଙ୍କୁ ମାନ ସମ୍ମାନ ଦେବେ ଓ କୌଣସି ବଡ ଦାୟିତ୍ଵ ମଧ୍ୟ ମିଳିପାରେ ।

ଚାକିରି କ୍ଷେତ୍ରରେ ମଧ୍ୟ ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଆପଣଙ୍କ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଆପଣଙ୍କୁ କାର୍ଯ୍ୟରେ ବେଶ ଖୁସି ରହିବେ ଓ ଧନପ୍ରାପ୍ତିର ମଧ୍ୟ ଯୋଗ ରହିଛି । ବେରୋଜଗାର ରହିଥିବା ଲୋକଙ୍କୁ ଏବେ ଭଲ ଚାକିରି ମିଳିବାକୁ ଯାଉଛି । ଆପଣଙ୍କ ବେପାର ବାଣିଜ୍ୟରେ ମଧ୍ୟ ବୃଦ୍ଧି ହେବାକୁ ଯାଉଛି । ବେପାରକୁ ନେଇ ଆପଣ ଯାହାବି ଯୋଜନା କରିଛନ୍ତି ତାହା ଏବେ ସଫଳ ହେବାକୁ ଲାଗିବ । ଭୋଳାନାଥଙ୍କ କୃପାରୁ କାର୍ଯ୍ୟକ୍ଷେତ୍ରରେ ବଡ ସଫଳତା ମିଳିବାକୁ ଯାଉଛି ।

ଲୋକମାନେ ଆପଣଙ୍କୁ ସବୁ କଥା ପଚାରି ବୁଝି କାମ କରିବେ ଓ ଘର ପରିବାରରେ ଖର୍ଚ୍ଚ କମ୍ ହେବ ସହ ସଞ୍ଚୟରେ ମଧ୍ୟ ବୃଦ୍ଧି ହେବ । ଭୋଳାନାଥଙ୍କ କୃପାରୁ ଆପଣଙ୍କ ମଧ୍ୟରେ ଉତ୍ସାହ ଏବଂ ଆତ୍ମବିଶ୍ଵାସ ମଧ୍ୟ ବୃଦ୍ଧି ପାଇବ । ଆପଣଙ୍କୁ ସମାଜ ପାଇଁ ଶୁଭ କାର୍ଯ୍ୟ କରିବାକୁ ଅବସର ମିଳିବ ।

ପ୍ରେମ ସମ୍ବନ୍ଧ ମଧ୍ୟ ମଧୁର ରହିବ ଓ ପ୍ରେମିକ ବା ପ୍ରେମିକାଙ୍କ ସହ ଉତ୍ତମ ସମୟ ଅତିବାହିତ କରିବାକୁ ସୁଯୋଗ ପାଇବେ । ତେବେ ପ୍ରଭୁ ଭୋଳାନାଥଙ୍କ କୃପାରୁ ଯେଉଁ ରାଶି ଗୁଡିକଙ୍କ ଭାଗ୍ୟ ଖୋଲିବାକୁ ଯାଉଛି ତଥା ଯେଉଁ ମାନଙ୍କ ଆଗାମୀ ସମୟ ଖୁସିପୂର୍ଣ୍ଣ ହେବାକୁ ଯାଉଛି ସେହି ରାଶିମାନେ ହେଉଛନ୍ତି କୁମ୍ଭ ରାଶି, ମିଥୁନ ରାଶି, କର୍କଟ ରାଶି, ସିଂହ ରାଶି, ବୃଷ ରାଶି ଓ ତୁଳା ରାଶି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button