ଜ୍ୟୋତିଷ

ଏପରି କାମ କରନ୍ତୁ, ତୁମ ପାର୍ଟନର ଦିନ ରାତି ତୁମରି ହିଁ କଥା ମନେ ପକାଇବେ…Love formula

ବନ୍ଧୁଗଣ ଯେଉଁ ମାନେ ଲଭ ରିଲେସନରେ ରହିଛନ୍ତି। ସେମାନଙ୍କ ଲଭ ରିଲେସନ ଯେପରି ଆଉ ଟିକେ ମଧୁର ଆଉ ଟିକେ ମଜଭୁତ ହେଉ । ସେଥିପାଇଁ ଲଭ କପୁଲ୍  ମାନଙ୍କୁ ଏଭଳି କିଛି ଟ୍ରିକ୍ସ ଆପଣାଇବାକୁ ପଡିବ । ଯାହା ଦ୍ଵାରା ଆପଣଙ୍କ ଲଭ ପାର୍ଟନର କେବଳ ଆପଣଙ୍କ କଥା ହିଁ ଭାବିବେ । ଆଉ କାହା କଥା କେବେବି ତାଙ୍କ ମନକୁ ଆଣିବେ ନାହିଁ । ତେବେ ସେହି ସବୁ ଲଭ ଟ୍ରିକ୍ସ କଣ କଣ ଅଟେ ଚାଲନ୍ତୁ ଜାଣିବା ।

1- ଗୋଟିଏ କଥାକୁ ସବୁବେଳେ କୁହନ୍ତୁ ନାହିଁ କି ଗୋଟିଏ କାମକୁ ସବୁବେଳେ କରନ୍ତୁ ନାହିଁ । ବନ୍ଧୁଗଣ ଏହାର ମାନେ ହେଉଛି । ଯଦି ତୁମେ ରିଲେସନସିପରେ ଅଛ । ତେବେ ତୁମ ଲଭ ପାର୍ଟନର ସହ ସବୁବେଳେ ଗୋଟିଏ କଥାକୁ ବାରମ୍ବାର କୁହ ନାହିଁ । ଯେମିତିକି ସକାଳ ହେଲା ମାତ୍ରେ ଗୁଡ୍ ମର୍ନିଙ୍ଗ କି ରାତିରେ ଗୁଡ୍ ନାଇଟ ଏହି ସବୁ କଥାକୁ ନୀତିଦିନିଆ ଅଭ୍ଯାସରେ ପକାଅ ନାହିଁ ।

ତୁମେ ଏହି ସବୁ ୱିଶ କରିପାର । ହେଲେ ସବୁବେଳେ ଗୋଟେ ପ୍ରକାର କଥା କହିବା ଦ୍ଵାରା ତୁମ ପାର୍ଟନର ବୋରିଙ୍ଗ ହୋଇଯାଇ ପାରନ୍ତି । ତେଣୁ ଏମିତି କିଛି କଥା ତାଙ୍କ ସହ ପ୍ରତିଦିନ କର । ଯାହା ଦ୍ଵାରା ତୁମ ପ୍ରତି ତାଙ୍କର ଇଣ୍ଟରେଷ୍ଟ ଅଧିକ ବଢିଯାଇଥାଏ ।

2- ତୁମର କଥା କହିବା ଶୈଳୀ ଏପରି କର । ଯାହା ଦ୍ଵାରା ତୁମ ସହ ତୁମ ପାର୍ଟନର କଥା ହେଲା ବେଳେ ଯେପରି ବୋର ନହୋଇଜାଅନ୍ତି । ଏପରି ଭାବେ ନିଜ ପାର୍ଟନର ସହ କଥା ହେବାକୁ ଚେଷ୍ଟା କର । ଯାହା ଦ୍ଵାରା ସେ ତୁମ ସହ ଫୋନ, ମେସେଜରେ ବ ସିଧାସଳଖ ତୁମ ସହ କଥା ହେବାକୁ ପାଗଳଙ୍କ ପରି ହେବାକୁ ଲାଗିବେ ।

3- ନିଜର ପାର୍ଟନରର ଭଲ ଭାବେ କେୟାର କର । ଯେହେତୁ ତୁମେ ତାଙ୍କୁ ଭଲ ପାଉଛ । ତେବେ ତାଙ୍କର ଭଲ ମନ୍ଦ କଥା ପଚାରି ବୁଝିବା ବି ତୁମର କର୍ତ୍ତବ୍ୟ ଅଟେ । ନହେଲେ ଯଦି ତୁମେ ତୁମ ପାର୍ଟନରର କେୟାର କରିବ ନାହିଁ । ତେବେ ତୁମ ଭଲ ପାଇବା ତାଙ୍କ ପ୍ରତି କମ ହୋଇଗଲା ଅପରି ତାଙ୍କୁ ଲାଗିବ । ହେଲେ ଗୋଟେ କଥାର ମଧ୍ୟ ଧ୍ୟାନ ଦେବାକୁ ପଡିବ । ଯେ ପାର୍ଟନରର କେୟାର କର ।

ହେଲେ ବେଳେବେଳେ ଜଣଙ୍କୁ ଏତେ ବି କେୟାର କର ନାହିଁ । ଯେ ସେ ତୁମର ମହତ୍ଵ ବୁଝିପାରିବେ ନାହିଁ । ତେଣୁ ହୃଦୟରୁ ତାଙ୍କ କଥା ଭାବିଲେ ମଧ୍ୟ ବେଳେବେଳେ ତାଙ୍କ ଠାରୁ ଟିକେ ଦୂରେଇ ଦୂରେଇ ରହିବାକୁ ଚେଷ୍ଟା କରିବ । ଯାହା ଦ୍ଵାରା ସେ ଯଦି ତୁମକୁ ଯଦି ପ୍ରକୃତରେ ଭଲ ପାଉଥିବେ । ତେବେ ତୁମର ଅନୁପସ୍ତିତିକୁ ସେ ଫିଲ୍ କରିପାରି ତୁମ କଥା ହିଁ ଭାବିବାରେ ଲାଗିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button