ଦେଶ- ବିଦେଶ

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ପରୀକ୍ଷାଫଳ – Kalinga News

[ad_1]

ନୂଆଦିଲ୍ଲୀ : ସୋମବାର ପ୍ରକାଶ ପାଇଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ । ଛାତ୍ରଛାତ୍ରୀ ନିଜ ଫଳାଫଳ ସିବିଏସଇର ଅଫିସିଆଲ ଓ୍ବେବସାଇଟ୍‌ cbseresults.nic.in କିମ୍ବା results.cbse.nic.inରେ ଯାଞ୍ଚ କରିପାରିବେ। ଏହା ସହିତ ଡ଼ିଜିଲକର ଆପ କିମ୍ବା ଏହାର ୱେବସାଇଟ digiloker.gov.in କୁ ଯାଇ ମାର୍କସିଟ ଡାଉନଲୋଡ଼ କରିପାରିବେ I

ଚଳିତ ବର୍ଷ ପାସ୍‌ ହାର ୮୭.୯୮ ପ୍ରତିଶତ ରହିଛି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୦.୬୫ ପ୍ରତିଶତ ଭଲ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ। ଗତବର୍ଷ ୮୭.୩୩ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିଲେ। ଗତବର୍ଷ ତୁଳନାରେ ଚଳିତ ଵର୍ଷ ୦.୬୫ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି I ଚଳିତ ଵର୍ଷ ମଧ୍ୟ ଛାତ୍ରୀ ଆଗୁଆ ଅଛନ୍ତି I ଛାତ୍ରୀଙ୍କର ପାସ ହାର ୯୧.୫୨ ଥିବାବେଳେ ଛାତ୍ରଙ୍କ ପାସ ହାର ୮୫.୧୨ ପ୍ରତିଶତ ରହିଛି I

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button