ଦେଶ- ବିଦେଶ

ନିଜ ଗର୍ଲ ଫ୍ରେଣ୍ଡର ବାହାଘର ଅଟକାଇବାକୁ ସିଏମ ଙ୍କୁ କିଛି ଏମିତି ମେସେଜ କଲେ ନିସହାୟ ପ୍ରେମିକ, ଆଉ ତା’ ପରେ…

ସାରା ବିଶ୍ଵକୁ ନିଜର ପ୍ରକୋପ ଦେଖାଇ ସାରିଲାଣି କରୋନା। ତେବେ ଏହା କଣ ଏହି ବିଶ୍ଵକୁ ସେସ କରିକି ଜୀବ ? ଏହି ପ୍ରଶ୍ନ ର ହୁଏତ କାହା ପାଖେ ନାହିଁ । ମାତ୍ର ଆମେ ଏହାକୁ କିଛି ବି କରି ହରାଇବା ପାଇଁ ନିଜର ଚେଷ୍ଟା ଚଲାଉ ଅଛୁ । ଏହା ଭିତରେ ଅନେକ ଜୀବନ ନଷ୍ଟ ହୋଇ ସାରିଲାଣି । ଅନେକ ଜୀବନ ଖରାପ ମଧ୍ୟ ହୋଇ ସାରିଲାଣି । ଏହା ପାଇ କିଏ ନିଜର ଚାକିରି ହରାଇଛି ତ କିଏ ନିଜର ବ୍ୟବସାୟ ବନ୍ଦ କରିଛି ।

ତେବେ ଏହା ଭିତରେ ଅନେକ ଲୋକ ନିଜର ଲୋକ ମାନଙ୍କୁ ନିଜଠୁ ବହୁ ଦିନ ଧରି ଅଲଗା ରଖିଛନ୍ତି । ଅଲଗା ରହିବା ସମୟରେ କିଛି  ବି ହୋଇ ପାରେ ଆମ ପ୍ରିୟାଜନଙ୍କ ସହ । ତେବେ ଆସନ୍ତୁ ଜାଣିବା ଏହି ଯୁବକଙ୍କର କେଉଁ ପ୍ରିୟଜନ ତାଙ୍କ ଠାରୁ ଦୂରେଇ ଯିବାର ଭୟ ।

ତାଙ୍କୁ ଆଜି ଏକ ଏଭଳି ପରିସ୍ଥିତିରେ ଠିଆ କରେଇଛି କି ସେ ଶିଧା ସଳଖ ମୁଖ୍ୟ ମନ୍ତ୍ରୀ ଅଶୋକ ଗେଲୋଟଙ୍କୁ ଅନୁରୋଧ କରିଛନ୍ତି କରୋନା ର ଗାଇଡଲାଇନ ପାଇଁ । କରୋନାର ଦ୍ଵିତୀୟ ଲହର ପାଇଁ ସାରା  ଦେଶରେ ନିୟମ ମାନ ଲାଗୁ ହେଇଛି । ଏହା ରାଜସ୍ଥାନରେ ମଧ୍ୟ ଲାଗୁ ହେଇଛି ।

ତେବେ ପରିସ୍ଥିତିକୁ ଆଖି ଆଗରେ ରଖି ମୁଖ୍ୟ ମନ୍ତ୍ରୀ ଅଶୋକ ଗିଲୋଟ ରାଜସ୍ଥାନ ବାସୀଙ୍କୁ ନିଜର ମତ ଦେଇ କହିଥିଲେ କି ଯେଉଁ ମାନଙ୍କ ଘରେ ବିବାହ ଅଛି ସେମାନେ ନିଜର ବିବାହ ଘୁଞ୍ଚାଇ ଦିଅନ୍ତୁ । କରୋନା କୁ ହରାଇବା ପାଇଁ ଭିଡ କମ କରିବାକୁ ହେବ।

ମେ ୧ ରେ ହୋଇଥିବା ପୋଷ୍ଟର କମେଣ୍ଟରେ ଏକ ଯୁବକ ଲେଖିଥିଲେ କି ଆପଣ ତୁରନ୍ତ ବିବାହ କୁ ନେଇ ନିୟମ ବନେଇ ଦିଅନ୍ତୁ । ମୋର ପ୍ରେମିକାର ବିବାହ ମଧ୍ୟ ଅଟକି ଜୀବ । ଆପଣ ଆଜି ରାତିରେ ହିଁ ଗାଇଡଲାଇନ ବାହାର କରି ଦିଅନ୍ତୁ ତାକି ମୋ ପ୍ରେମିକା ର ବିବାହ କାଲୀ ଅଛି ମାନେ ମେ ୫ ରେ ଅଛି ତାହା ଅଟକି ଜୀବ ।

ଏଭଳି ଏକ କମେଣ୍ଟ ଦେଖି ସାରା ଶୋସିଆଲ ମିଡିଆରେ  ଏକ ନୂଆ ହଲ ଚଲ ଆରମ୍ଭ ହୋଇଛି । ଯୁବକ ଜଣକ ଏହି କମେଣ୍ଟ କୁ ମେ ୪ ରେ ଦେଇଥିଲେ । ଏହା ଥିଲା ଏକ ନିଶହାୟ ପ୍ରେମିକର ହୃଦୟର ବ୍ୟଥା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button