ଦେଶ- ବିଦେଶ

Gk Questions & Answers- ଗୋଟିଏ ଡାଲାରେ 10 ଟି ଆମ୍ବ ଅଛି, ତାହାକୁ 10 ଜଣ ପିଲାଙ୍କ ମଧ୍ୟରେ କେମିତି ବାଣ୍ଟିବେ କି ସମସ୍ତଙ୍କୁ 1-1 ଆମ୍ବ ମିଳିବ ଓ ଡାଲାରେ ମଧ୍ୟ 1 ଆମ୍ବ ରହିଯିବ ?

ଆପଣ ମାନେ ଛୋଟ ବେଳେ ପାଠ ପଢିବା ସମୟରେ ଆପଣ ରୂଢି ପଢିଥିବେ । ଏହି ଭଳି କିଛି ରୂଢି ଆଜି ଆମେ ଆପଣଙ୍କ ପାଇଁ କିଛି ଏହି ଭଳି ନୂଆ କଥା ଆଣିଛୁ ଆପଣ ମାନେ ଜାଣିଥିବେ କିଛି ଏହି ପରି ମଜା କଥା ଯାହାକି ଆପଣ ମାନେ ଛୋଟ ପିଲା ମାନଙ୍କୁ ମଧ୍ୟ ଏହି ଭଳି କିଛି ପ୍ରଶ୍ନ ପଚାରି ପାରିବେ । ଆପଣ ପଢିବା ଦ୍ଵାରା ବହୁତ ମଜା ଲାଗିବ ।

୧. ଝିଅ ର ବିବାହ ରେ ବିଦାୟ ସମୟରେ କେଉଁ ଜିନିଷ ଉପହାର ସ୍ୱରୁପ ଦେବା ଅଶୁଭ ଅଟେ?

ଉତ୍ତର- ଭଗବାନ ଙ୍କ ମୂର୍ତ୍ତି।

୨. ସଉଦି ଆରବ ରେ ଏକ ବର୍ଷ ରେ କେତେ ଥର ବର୍ଷା ହୋଇଥାଏ?

ଉତ୍ତର- ଥରେ ବା ଦୁଇ ଥର।

୩. ଗୋଟିଏ କପଡ଼ା ର ଜୀବନ କେତେ ଦିନ ପର୍ଯ୍ୟନ୍ତ ରହିଥାଏ?

ଉତ୍ତର- ୧୫ ମାସ ରୁ ୩ ବର୍ଷ ପର୍ଯ୍ୟନ୍ତ।

୪. ଦୁନିଆ ର ସବୁଠାରୁ ବଡ଼ ବସ୍ କେଉଁଠାରେ ଅଛି?

ଉତ୍ତର- ଆମେରିକା।

୫. କେଉଁ ଦେଶର ଲୋକମାନେ ସବୁଠାରୁ ଅଧିକ କ୍ରିକେଟ ଖେଳିବାକୁ ପସନ୍ଦ କରନ୍ତି?

ଉତ୍ତର- ଇଂଲଣ୍ଡ।

୬. କେଉଁ ଜୀବର ତିନୋଟି ଆଖି ରହିଛି?

ଉତ୍ତର- ତୁଆତାରା।

୭. ଚୁଟି କାଟିବା ପରେ ବାରିକ କଣ କରିଥାଏ?

ଉତ୍ତର- ବିକି ଦେଇଥାଏ।

୮. ତିରୁପତି ମନ୍ଦିର ରେ ଚୁଟି କାଟିବାକୁ ନେଇ ବର୍ଷକୁ କେତେ ପଇସା ରୋଜଗାର ହୋଇଥାଏ?

ଉତ୍ତର- ୨.୨ ମିଲିଅନ ଡଲାର।

୯. କେଉଁ ଦେଶରେ ସବୁଦିନ ପାଇଁ ମ-ଦ ବନ୍ଦ ହୋଇ ଯାଇଛି?

ଉତ୍ତର- ସାଉଦି ଆରବ।

୧୦. ଭାରତର ରାଷ୍ଟ୍ରୀୟ ଫୁଲ କଣ ଅଟେ?

ଉତ୍ତର- ପଦ୍ମ।

୧୧. ଭାରତରେ ସବୁଠାରୁ ଅଧିକ ଦରମା କେଉଁ ଚାକିରୀ ରେ ମିଳିଥାଏ?

ଉତ୍ତର- ଆପ୍ ଡବ୍ଳ୍ପର।

୧୨. କଣ ଜୋତା,ଚପଲ ଓ କପଡ଼ା ଏକ୍ସପାୟର ହୋଇଥାନ୍ତି?

ଉତ୍ତର- ହଁ।

୧୩. ଗୁଗଲ ରେ ପ୍ରଥମେ କଣ ସର୍ଚ୍ଚ ହୋଇଥିଲା?

ଉତ୍ତର- ଗେର ହାର୍ଡ କେଶ ର ନାମ ଉପରେ ସର୍ଚ୍ଚ ହୋଇଥିଲା।

୧୪. କେତେବେଳେ ମନୁଷ୍ୟ ହୃଦୟ ର ସ୍ପନ୍ଦନ ୧ମିଲି ପର୍ଯ୍ୟନ୍ତ ଅଟକି ଯାଇଥାଏ?

ଉତ୍ତର- ଛିଙ୍କିବା ବେଳେ।

୧୫. ଦିଲ୍ଲୀ ର ଜନସଂଖ୍ୟା କେତେ ଅଟେ?

ଉତ୍ତର- ୩.୩ କୋଟି।

୧୬. ଭାରତରେ କିନ୍ନର ମାନଙ୍କୁ ଏତେ ମହତ୍ତ୍ଵ କଣ ପାଇଁ ଦିଆ ହୁଏ?

ଉତ୍ତର- କାରଣ ତାଙ୍କୁ ଭଗବାନ ଙ୍କ ରୂପ ବୋଲି ମାନା ଯାଇଥାଏ।

୧୭. କଣ ଜଳପରି କୁ କିଏ ବର୍ତ୍ତମାନ ପର୍ଯ୍ୟନ୍ତ ଦେଖିଛନ୍ତି?

ଉତ୍ତର- ହଁ।

୧୮. ୭୮୬ ନମ୍ବର ର ଅର୍ଥ କଣ?

ଉତ୍ତର- ଶୁଭ ର ପ୍ରତୀକ।

୧୯. କେଉଁ ଦେଶରେ ପ୍ରତି ବର୍ଷ ରାଷ୍ଟ୍ରପତି ପାଇଁ ନିର୍ବାଚନ ହୋଇଥାଏ?

ଉତ୍ତର- ସୁଇଜରଲାଣ୍ଡ।

୨୦. ଜୋତା ପିନ୍ଧିବା ପରେ ପାଦରୁ କଣ ପାଇଁ ଦୁର୍ଗନ୍ଧ ବାହାରି ଥାଏ?

ଉତ୍ତର- ଝାଳ କାରଣରୁ।

୨୧. ଭାରତରେ କେଉଁ ମହିଳା ଙ୍କୁ ବର୍ତ୍ତମାନ ଫା-ଶୀ ମିଳିବାର ଅଛି?

ଉତ୍ତର- ୟୁ.ପି ର ମହିଳା ସବନମ ଙ୍କୁ।

୨୨. ଯଦି ପୃଥିବୀ ରେ ଗଛ ଲତା ରହିବ ନାହିଁ ତେବେ କଣ ହେବ?

ଉତ୍ତର- ଅକ୍ସିଜେନ ର ମାତ୍ରା କମିଯିବ।

୨୩. କେଉଁ ଜୀବ କେବେବି ଅସୁସ୍ଥ ହୋଇ ନଥାଏ?

ଉତ୍ତର- ସାର୍କ ମାଛ।

୨୪. କେଉଁଠାରେ ପ୍ରଥମେ ବିଜୁଳି ର ଆବିଷ୍କାର ହୋଇଥିଲା?

ଉତ୍ତର- ଜର୍ମାନୀ।

୨୫. ଗୋଟିଏ ଟୋକେଇ ରେ ୧୦ଟି ଆମ୍ବ ରହିଛି ଏବଂ ୧୦ଜଣ ଛୁଆ ଅଛନ୍ତି।ତେବେ ଏଭଳି କିପରି ବାଣ୍ଟିଲେ ୧୦ଜଣକୁ ଗୋଟିଏ ଆମ୍ବ ମିଳିବ ଏବଂ ଟୋକେଇ ରେ ମଧ୍ୟ ଗୋଟିଏ ଆମ୍ବ ରହିବ?

ଉତ୍ତର- ୯ ଜଣଙ୍କୁ ବାଣ୍ଟି ଦେବା ପରେ ଆଉ ଜଣକୁ ଟୋକେଇ ସହିତ ଆମ୍ବ ଦେଇ ଦେବା ଦ୍ୱାରା ଏପରି ସମ୍ଭବ ହେବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button