ଦେଶ- ବିଦେଶ

ଫ୍ରିରେ ଘରେ ବନାନ୍ତୁ ମଶା ଦୂର କରିବା ଲିକୁଇଡ କେବଳ ଏହି ଗୋଟେ ଜିନିଷ ବ୍ୟବହାର କରି

ନମସ୍କାର ବନ୍ଧୁଗଣ ଆଜି ଆମେ କିପରି ମଶା କୁ ଦୁର କରିବା ଏବଂ ସେମାନଙ୍କ ଠାରୁ କିପରି ନିଜର ସୁରକ୍ଷା କରିବା ସେ ବିଷୟରେ ଆଲୋଚନା କରିବା । ଏବଂ ଏକ ସହଜ ସରଳ ଏବଂ ଘରୋଇ ସାମଗ୍ରୀ ଦ୍ୱାରା ବନେଇ ପାରିବା । ଆମେ ଯେଉଁ ଉପଚାର ବିଷୟରେ କହିବୁ ଆପଣ ଚାହିଁଲେ ତାର ଟାବଲେଟ ବି ବନେଇ ପାରିବେ ଏବଂ ଲିକୁଇଡ଼ ମଧ୍ୟ ବନେଇ ପାରିବେ । କାରଣ ଅନେକ ବ୍ୟକ୍ତି ଅଛନ୍ତି ବଜାରରୁ ଏହି ତେଲ କିଣି ପାରନ୍ତି ନାହିଁ ଏବଂ ମଶା ଠାରୁ ଦୂରରେ ରହିବା ନିହାନ୍ତି ଆବଶ୍ୟକ କାରଣ ମଶା ଦ୍ୱାରା ଆମକୁ ଡେଙ୍ଗୁ ମ୍ୟାଲେରିଆ ଆଦି ଭଳି ଅନେକ ରୋଗ ହୋଇ ଥାଏ ।

ତେଣୁ ସେମାନଙ୍କ ଠାରୁ ଦୂରେଇ ରହିବା ଉଚିତ । ଏବଂ ସେଥି ପାଇଁ ଆପଣ ଏହି ଘରୋଇ ସାମଗ୍ରୀ ଦ୍ୱାରା ଏହି ତେଲକୁ ବନେଇ ପାରିବେ ଏବଂ ବ୍ୟବହାର କରି ମଶା ମାନଙ୍କ ଠାରୁ ଦୂରେଇ ମଧ୍ୟ ରହି ପାରିବେ । ତେବେ ଚାଲନ୍ତୁ ଜାଣିନେବା ସେହି ଘରୋଇ ତେଲ କିପରି ପ୍ରସ୍ତୁତ ହୋଇ ପାରିବ ।

ଏଥିରେ ଯେଉଁ ଯେଉଁ ସାମଗ୍ରୀ ବ୍ୟବହୃତ ହେବ ସେ ସମସ୍ତ ଵସ୍ତୁ ଉପରେ କୌଣସି ଖର୍ଚ୍ଚ କରିବାକୁ ପଡିବ ନାହିଁ ତାହା ବହୁତ ସହଜ ଏବଂ ଘର ପାଖରେ ମିଳି ଯିବ । ପ୍ରଥମେ ଆପଣ ନିମ ପତ୍ର ନିଅନ୍ତୁ ଏବଂ ନିମ ପତ୍ର ଆମ ଘର ପାଖରେ ଅତି ସହଜରେ ମିଲି ଯାଇଥାଏ । ତେଣୁ କିଛି ନିମ ର ପତ୍ର ନିଅନ୍ତୁ ଏବଂ ଏହାର ଏକ ପେଷ୍ଟ ବନାନ୍ତୁ । ଏବଂ ତାକୁ ଭଲ ଭାବେ ଛାଣି ନିଅନ୍ତୁ ।

ଏବଂ ଛାଣି ସାରିବା ପରେ ତାକୁ ଭଲ ଭାବେ ଫୁଟେଇ ଦିଅନ୍ତୁ । ଆମେ ଯେତେ ଭଲରେ ଫୁଟେଇବା ତାହା ସେତେ ଭଲ ଲାଭ ପ୍ରଦ ହେବ । ଏହାକୁ ଅତି କମରେ ପାଞ୍ଚ ରୁ ଛଅ ମିନିଟ ପର୍ଯ୍ୟନ୍ତ ଫୁଟେଇବା ଏବଂ ଫୁଟିବା ପରେ ତାକୁ ଥଣ୍ଡା କରି ଦିଅନ୍ତୁ ଏବଂ ସେହି ଥଣ୍ଡା ଲିକୁଇଡ଼ ରେ କିଛି କର୍ପୂର ଗୁଣ୍ଡ କୁ ମଧ୍ୟ ପକାଇବା ।

ଏବଂ ତାପରେ ଆପଣ ପୁରୁଣା ମଶା ତେଲ ଡବା ରେ ଏହି ତରଳ ପଦାର୍ଥ କୁ ଢାଳି ଦିଅନ୍ତୁ । ଏବଂ ଘରେ ଲଗାନ୍ତୁ ଦେଖିବେ ମଶା ରହିବେ ନାହିଁ ଆପଣ ସେମାନଙ୍କ ଠାରୁ ମୁକ୍ତି ପାଇଁ ଯିବେ । ଏବଂ ମଶା ସହ ଅସରପା ଏବଂ ଛୋଟ ବଡ଼ ପୋକ ମଧ୍ୟ ମରିଯିବେ ଏବଂ ଘର ଛାଡି ପଳାଇବେ ।

ଏହାର ଏକ ଶ୍ରେଷ୍ଠ ଲାଭ ହେଉଛି ବଜାରରେ ମିଳୁଥିବା ମଶା କଏନ କିମ୍ବା ମଶା ଦୂର କରିବା ପାଇଁ ତେଲ, ସେ ସବୁ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଅହିତ କର ମଧ୍ୟ । କାରଣ ଏଥିରେ ମିଶି ରହିଥିବା କେମିକାଲ ଯୋଗୁଁ ସଥିରୁ ଯେଉଁ ଧୂଆଁ ଉଡେ ତାହା ନିଶ୍ଵାସ ନେବା ବେଳେ ବହୁତ କଷ୍ଟ ଦେଇଥାଏ । ଏବଂ ଘରେ ଥିବା ଶ୍ଵାସ ରୋଗୀ ନିଙ୍କ ପାଇଁ ଏହା ବିଲକୁଲ ଭି ପସନ୍ଦ ହେଲା ନାହିଁ ।

ତେଣୁ ଆପଣ ନିଜର ଘରେ ହିଁ ସେହି ତେଲ କୁ ବନାନ୍ତୁ ଏବଂ ନିଜେ ବ୍ୟବହାର କରନ୍ତୁ କାରଣ ଏହା ଦ୍ବାରା ଆପଣ କାହାକୁ କି କୌଣସି ପ୍ରକାର ର ଦୁଃଖ କଷ୍ଟ ହେବ ନାହିଁ ଆରାମ ରେ ନିଶ୍ୱାସ ମଧ୍ୟ ନେଇ ପାରିବେ । ଏବଂ ଏକ ଆୟୁର୍ବେଦ ଜରିଆରେ ଏହା ଆମକୁ ଅନେକ ସହାୟତା ମଧ୍ୟ କରି ଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button