ଦେଶ- ବିଦେଶ

ତାହା କଣ ଝିଅମାନେ ପ୍ରଥମ ଥର କଲେ କଷ୍ଟ ହୁଏ ତାପରେ ଭଲ ଲାଗେ ! ଏମିତି 12 GK ପ୍ରଶ୍ନ ଓ ଉତ୍ତର

ନମସ୍କାର ବନ୍ଧୁଗଣ, IAS ପରୀକ୍ଷା ଇଣ୍ଟରଭିଉରେ ଏମିତି କିଛି ପ୍ରଶ୍ନ ପଚରା ଯାଇଥାଏ ଯାହା ଆପଣଙ୍କୁ ଦ୍ଵନ୍ଦରେ ପକାଇଥାଏ । ବହୁତ କଠିନ ପ୍ରଶ୍ନ ମଧ୍ୟ ଏହି ଇଣ୍ଟରଭିଉରେ ପଚରା ଯାଏ ଯାହାକୁ ଶୁଣି ଆପଣଙ୍କ ଦୀମାଗ ଗୋଲ ହୋଇଯାଏ । ଉତ୍ତର କଣ ହେବ ଆପଣ ଭାବି ବୁଲନ୍ତି କିନ୍ତୁ ଆପଣ ଭାବୁଥିବା ଉତ୍ତର ବହୁତ ସହଜ ହୋଇଥାଏ । ଏହି ପ୍ରଶ୍ନ କେବଳ ଆପଣଙ୍କ ମାନସିକ ଦକ୍ଷତା ଟେଷ୍ଟ କରିବା ପାଇଁ ପଚରା ଯାଇଥାଏ । ତେବେ ଆସନ୍ତୁ ଏଭଳି କିଛି ପ୍ରଶ୍ନ ଗୁଡ଼ିକ ବିଷୟରେ ଆଲୋଚନା କରିବା । ଯାହା ଆପଣଙ୍କ ପାଇଁ ଖୁବ ଦରକାରୀ ହେବ । ଦେଖିବା ଆପଣ ଏହି ପ୍ରଶ୍ନ ଗୁଡିକ ମଧ୍ୟରୁ କେତୋଟିର ସଠିକ ଉତ୍ତର ଦେଇ ପାରୁଛନ୍ତି ।

୧) ପୃଥିବୀର ସବୁଠାରୁ ଅଧିକ ଡାକଘର କେଉଁ ଦେଶରେ ଅଛି?

ଉତ୍ତର- ଭାରତ

୨) Here ଆଉ There ରେ କଣ ଫରକ ଅଛି ?

ଉତ୍ତର- ଏହି ପ୍ରଶ୍ନ ଦେଖିବା ପରେ, ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ଉତ୍ତର ଦେବେ ଯେ ଉତ୍ତର ହେଉଛି “ଏଠାରେ” ଏବଂ “ସେଠାରେ” କିନ୍ତୁ ଏହି ଦୁଇଟି ମଧ୍ୟରେ କେବଳ “T” ପାର୍ଥକ୍ୟ

୩)ଏମିତି କେଉଁ ଜିନିଷ ଯାହା ସମସ୍ତଙ୍କ ପାଖରେ ଅଛି କିନ୍ତୁ ତାକୁ କେହି ବଦଳେଇ ପାରନ୍ତି ନାହିଁ ?

ଉତ୍ତର- ଭାଗ୍ୟ

୪) ଚିନିର ରଙ୍ଗ ଧଳା କାହିଁକି ହୋଇଥାଏ ?

ଉତ୍ତର-ସଲଫର ଡାଇକ୍ସାଇଡର ଉପସ୍ଥିତି ଯୋଗୁଁ

୫) ବିଶ୍ଵର ସବୁଠାରୁ ଛୋଟ ପକ୍ଷୀର ନାମ କଣ ?

ଉତ୍ତର- ହମିଙ୍ଗ ବାର୍ଡ

୬) ସ୍ତ୍ରୀ ସ୍ଵାମୀର ଦେଖି ପାରିବ କିନ୍ତୁ ଶଶୁର ର ନୁହେଁ, ତାହା କଣ ?

ଉତ୍ତର- ବାହାଘର

୭) ଆପଣ କେବଳ 2ର ପ୍ରୟୋଗ କରି 23 କେମିତି ଲେଖି ପାରିବେ ?

ଉତ୍ତର- ଏହି ପ୍ରଶ୍ନର ସଠିକ ଉତ୍ତର ହେଉଛି- 22 + 2/2

୮) ମନୁଷ୍ୟର ଗୋଟିଏ ଆଖିର ଓଜନ କେତେ ଗ୍ରାମ ହୋଇଥାଏ ?

ଉତ୍ତର: ମାତ୍ର 8 ଗ୍ରାମ

୯) ରାମ ଏବଂ ଶ୍ୟାମ ଯାଆଁଳା ଉଭୟ ମେ ରେ ଜନ୍ମ ହୋଇଥିଲେ କିନ୍ତୁ ସେମାନଙ୍କର ଜନ୍ମଦିନ ଜୁନ୍ ମାସରେ ଆସିଥାଏ, ଏହା କିପରି ସମ୍ଭବ?

ଉତ୍ତର : ମେ ହେଉଛି ସେମାନଙ୍କ ସହରର ନାମ

୧୦) ତାହା କଣ ଯାହା ଝିଅ ମାନେ ପ୍ରଥମ ଥର କରିଲେ କଷ୍ଟ ହୋଇଥାଏ?

ଉତ୍ତର – କାନ କିମ୍ବା ନାକ ଫୋଡାଇବା ବେଳେ

୧୧) ସେ କିଏ ଯିଏ ଆଲୋକ ଆସିଲେ ଜନ୍ମ ହୁଏ ଏବଂ ଅନ୍ଧାର ଆସିଲେ ମରିଯାଏ ?

ଉତ୍ତର- ଛାଇ

୧୨) ଆପଣଙ୍କ ଜେଜେଙ୍କ ବୋହୂଙ୍କର ନାତି ର ବାପାଙ୍କ ବାପା ଆପଣଙ୍କର କଣ ହେବେ?

ଉତ୍ତର- ବାପା

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button