ମନୋରଞ୍ଜନ

5 ବର୍ଷ ପୂର୍ବେ ମିସ୍ ଇଣ୍ଡିଆ ଫ୍ୟାଇନାଲିଷ୍ଟ, ଏବେ ହେଲେ IAS, ଆସନ୍ତୁ ଜାଣିବା ତାଙ୍କ ସଫଳତାର କାହାଣୀ

ଏମିତି କୁହାଯାଏ କି ଜଣେ ସୁନ୍ଦର୍ ହେଇପାରେ ନହେଲେ ଗୁଣ ବାନ୍ କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ମହିଳା ଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ କି ଆଗରୁ ମିସ୍ ଇଣ୍ଡିଆ ଫ୍ୟାଇନାଲିଷ୍ଟ୍ ଥିଲେ ଏବଂ ଏବେ IAS ଅଫିସର ଅଟନ୍ତି । ଆଜ୍ଞା ହଁ ଆମେ ଆମେ କଥା ହେଉଛୁ ଐଶ୍ଵର୍ୟ୍ୟାଙ୍କ ବିଷୟରେ ଯିଏ UPSC ପରୀକ୍ଷା ରେ ୯୩ ରାଙ୍କ୍ ପାଇଛନ୍ତି ।

ଆଜି ର ଟାଇମ ରେ କେହି ବିଶ୍ବାସ ବି କରିବେ ନାହିଁ କି ଯେଉଁ ଝିଅ ମିସ୍ ଇଣ୍ଡିଆ ଫାଇନାଲିଷ୍ଟ ଥିଲେ ସେ ଏବେ IAS ଅଫିସର । କାରଣ ଯେତେବେଳେ ମିସ୍ ଇଣ୍ଡିଆ ପ୍ରତିଯୋଗିତା ରେ ଫ୍ୟାଇନାଲିଷ୍ଟ ହେଇଥିଲେ ସେତେବେଳେ ତାଙ୍କୁ ବହୁତ୍ ଭଲ ନେମ୍ ଏବଂ ଫେମ୍ ମିଳିଥିଲା ।

ଏହା ପରେ ଅଧିକାଂଶ କଂଟେଷ୍ଟେଣ୍ଟ ନିଜ କ୍ୟାରିୟର ସିନେମା, ମଡେଲିଂ, ଆକଟିଂ ରେ ବନାଇଥାନ୍ତି । କିନ୍ତୁ ଐଶ୍ଵର୍ୟ୍ୟାଙ୍କ ଚିନ୍ତା ଧାରା ସମ୍ପୂର୍ଣ୍ଣ ଅଲଗା ସେଥିପାଇଁ ସେ ସ୍ଥିର କଲେ କି ସେ ସିଭିଲ ସର୍ଭିସ୍ ପାଇଁ ପରୀକ୍ଷା ଦେବେ ।

ତାପରେ ସେ ଲାଗି ପଡ଼ିଥିଲେ ପାଠ ପଢିବାରେ ଏବଂ କୋଚିଂ ନେବାରେ । ଆଗରୁ ଐଶ୍ଵର୍ୟ୍ୟା ମଡେଲ ଥିଲେ କିନ୍ତୁ ଏତେ ବର୍ଷ ର କଠିନ ପରିଶ୍ରମ ପାଇଁ ସେ ଆଜି IAS ଅଫିସର ହୋଇଛନ୍ତି ।

ଐଶ୍ଵର୍ୟ୍ୟା କହିଛନ୍ତି ସେ ମଡେଲିଂ ପାଇଁ ଇଛୁକ କିନ୍ତୁ ସେ ସଦା ସର୍ବଦା ସମାଜ ପାଇଁ କିଛି କରିବାକୁ ଚାହୁଁଥିଲେ ସେଥିପାଇଁ ସେ ନିଜକୁ ସିଭିଲ ସର୍ଭିସ୍ ପାଇଁ ପ୍ରସ୍ତୁତ କରିଥିଲେ ଏବଂ ଭାରତର ସବୁଠାରୁ କଠିନ ପରୀକ୍ଷା ରେ ୯୩ ରାଙ୍କ ହାସିଲ କରିଛନ୍ତି । ଏହା ଦ୍ଵାରା ଜଣା ପଡ଼ିଲା ଆପଣଙ୍କୁ କେବଳ ଦୃଢ଼ ମନ ବଳ ଥିବା ଦରକାର୍ ରାସ୍ତା ଆପେ ଆପେ ଖୋଲିଯାଇଥାଏ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button