ଦେଶ- ବିଦେଶ

ଝିଅଟି ଜଜ ହେବା ମାତ୍ରେ ହିଁ BFକୁ ଛାଡି ଦେଲା, ଦୁଖୀ ହୋଇ ଯୁବକ ଯାହା କରିଲେ ତାହା ପୁରା ଦୁନିଆ ପାଇଁ ହୋଇଗଲା ଏକ ଉଦାହରଣ

ଆପଣ ସମସ୍ତଙ୍କୁ ଆମର ଏହି ଆର୍ଟିକୀଲକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ ଏକ ଏମିତି ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣ ବି କହିବେ କି ଆମ ଘରେ ବୟସ୍କ ବ୍ୟକ୍ତିମାନେ ଯାହା ବି କୁହନ୍ତି ତାହା ସବୁବେଳେ ଠିକ ହୋଇଥାଏ । କୁହାଯାଏ କି କେବେ ବି କୌଣସି ବ୍ୟକ୍ତିକୁ କାହା ଠାରୁ କମ ଭାବିବା ଉଚିତ ନୁହେଁ । ଗାଜୀପୁରର ଔଡୀହାରରେ ରହୁଥିବା ଅମିତ ବର୍ମା ପୀସୀଏସ-j ଲୋକସେବା ଆୟୋଗ ଦ୍ଵାରା ଜାରି କରାଯାଇଥିବା ପରିଣାମରେ ୧୫୨ ସ୍ଥାନ ହାସଲ କରିଥିଲେ ।

ଯେତେବେଳେ ଅମିତଙ୍କୁ ତାଙ୍କର ସଫଳତା ପଛରେ ଥିବା ରହସ୍ୟ ବିଷୟରେ ପଚରାଗଲା ତେବ ସେ କହିଲେ କି, ମୋତେ ମଝି ନଦୀରେ ଛାଡି ଦେଇଥିଲେ ସେ, ସମୟର କରିସମା କିଛି ଏମିତି ହେଲା କି ସେ ବୁଡି ଗଲା ଏବଂ ମୁଁ ପାର ହୋଇଗଲି । ସେ କହିଲେ କି ତାଙ୍କ ମା ଏକ ସାଧାରଣ ଗୃହିଣୀ ଅଟନ୍ତି । ଏବଂ ତାଙ୍କ ବାପାଙ୍କର ୨୦୧୧ରେ କ୍ୟାନ୍ସର କାରଣରୁ ମୁର୍ତ୍ୟୁ ହୋଇ ଯାଇଛି ।

Image courtesy: Google

ଏମିତିରେ ଛୋଟ ମୋଟ ବିଜନେସ ଦ୍ଵାରା ହିଁ ଘରର ଖର୍ଚ ଉଠିଥାଏ । ବାପାଙ୍କର ସବୁବେଳେ ସ୍ଵପ୍ନ ଥିଲା କି ତାଙ୍କ ପୁଅ ବଡ ହୋଇ ଜଜ ହେଉ । ତାଙ୍କର ସ୍ଵପ୍ନ ପୁରା କରି ଦେଇଛି ମୁଁ । ଅମିତ କହିଲେ କି ୨୦୧୨ରେ ସେ ୱେଷ୍ଟ ବେଙ୍ଗଲରେ ରହି ପୀସୀଏସ-j ପାସ କରିଥିଲେ । ତାଙ୍କର ସ୍ଥାନ ୧୬ତମ ଥିଲା ଏବଂ କେବଳ ୧୪ ନମ୍ବର ସ୍ଥାନ ପର୍ଯ୍ୟନ୍ତ ବଛା ଗଲା ।

ଏହି ସମୟରେ ଅମିତ ଇଲାହାବାଦ ୟୂନିବର୍ସିଟୀରେ ପୀଏଚଡୀ କରୁଥିଲେ । ଅମିତ କହିଲେ କି ତାଙ୍କର ଗର୍ଲଫ୍ରେଂଡ ତାଙ୍କ ସହିତ ବ୍ରେକଅପ କରି ଦେଇଥିଲେ କାରଣ ସେ ଜଜ ହୋଇ ଯାଇଥିଲେ । ଅମିତ ଆଗକୁ କହିଲେ କି ଯେତେବେଳେ ମୋର ୧୮ତମ ସ୍ଥାନ ଆସିଥିଲା ସେତେବେଳେ ମୁଁ ଗୋଟିଏ ଝିଅ ସହିତ ଥିଲି । ତାହା ସହିତ ଫେସବୁକ ଜରିଆରେ ବନ୍ଧୁ ହୋଇଥିଲି । ଧୀରେ ଧୀରେ ଦୁଇଜଣଙ୍କ ମଧ୍ୟରେ ଭଲ ପାଇବା ବଢିଲା ।

Image courtesy: Google

ଅମିତଙ୍କୁ ଗର୍ଲଫ୍ରେଂଡ କାରଣରୁ ପ୍ରାଇବେଟ ଯବ ବି କରିବାକୁ ପଡିଲା । କାରଣ ସେହି ଝିଅ ଜଣକ ଅମିତଙ୍କୁ ସବୁବେଳେ ବେରୋଜଗାର ଥିବାରୁ କଥା ଶୁଣାଉଥିଲେ । କିନ୍ତୁ ଅମିତଙ୍କ ସାମନାରେ ସବୁବେଳେ ତାଙ୍କ ବାପାଙ୍କର ସ୍ଵପ୍ନ ଥିଲା । ଏବଂ ଏହା ପରେ ଅମିତ ୨୦୧୫ରେ LLBରେ ଏଡମିଶନ ନେଇନେଲେ । ଅମିତ ବେରୋଜଗାର ହୋଇଥିବାରୁ ଦୁଇଜଣଙ୍କ ସମ୍ପର୍କ ମଧ୍ୟରେ ଫାଟକ ଆସିଗଲା ।

କିଛି ଦିନ ପରେ ଖବର ଆସିଲା କି ଝିଅର ବାହାଘର ହୋଇଯାଇଛି । ଏବଂ ଅମିତ ଡିପ୍ରେଶନରେ ଚାଲି ଯାଇଥିଲେ । କିନ୍ତୁ ବାପାଙ୍କର ସ୍ଵପ୍ନ ତାଙ୍କୁ ସେହି ଡିପ୍ରେଶନରୁ ବାହାରକୁ ବାହାର କରିଲା । ଆଜି ରେଜଲ୍ଟ ସମସ୍ତଙ୍କ ସାମାନରେ ଅଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button