ରାଜ୍ୟ

ପୁଅମାନଙ୍କ ହୃଦୟ ସହିତ ଖେଳିବାକୁ ପସନ୍ଦ କରିଥାନ୍ତି ଏହି ଟାଇପ ର ଝିଅମାନେ, ଏମାନଙ୍କୁ ଭଲପାଇବାର ଭୁଲ କେବେ କରିବେନି

ପୁଅମାନଙ୍କ ହୃଦୟ ସହିତ ଖେଳିବାକୁ ପସନ୍ଦ କରିଥାନ୍ତି ଏହି ଟାଇପ ର ଝିଅମାନେ

ପ୍ରେମ ହେଲା ପରେ ଯେତେ ଖୁସି ହୁଏ ନାହିଁ ପ୍ରେମ ରେ ଧୋକା ମିଳିଲେ ତାହାଠୁ ବେଶି ଦୁଖ ମିଳେ । ଆଜି କାଲି ପୁଅ ମାନଙ୍କୁ ଝିଅଙ୍କୁ ପଟେଇବା ପାଇଁ ବେସୀ ସମୟ ଲାଗେନି । କିନ୍ତୁ ଏହା ପରେ ଝିଅ ମାନେ ଧୋକା ଦେଇ ଦେଇନ୍ତି ତେବେ ତାହା ବଡ ଦୁଖ ର କଥା ହୋଇ ଥାଏ । ଆଜି ଆମେ କିଛି ଏମତି ଟାଇପ ର ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ପୁଅ ମାନଙ୍କ ସହ ଟାଇମ ପାସ କରିବାକୁ ପସନ୍ଦ କରନ୍ତି, ନିଜର ମତଲବ ପାଇଁ ତାଙ୍କର ବ୍ୟବହାର କରନ୍ତି ।

୧. ଯଦି ଝିଅ ଟି ଆପଣଙ୍କୁ ବୟଫ୍ରେଂଡ କରି ସାରିଲା ପରେ ଆପଣଙ୍କ ଉପରେ କମ ଆପଣଙ୍କ ପ୍ରୋପୋଟି ବେସୀ ଇଂଟରେସ୍ଟ ନିଅନ୍ତି ତେବେ ଭାବି ନିଅନ୍ତୁ ସେ ଆପଣଙ୍କୁ ନୁହେଁ ଆପଣଙ୍କ ଟଙ୍କାକୁ ଭଲ ପାଉଛି । ମାନେ ଯଦି ଝିଅଟି ଆପଣଙ୍କୁ ସବୁବେଳେ ନିଜର ମୋବାଇଲ ରିଚାର୍ଜ କରିବା ପାଇଁ କୁହେ, ସବୁବେଳେ ଶପିଂଗ କରିବା ପାଇଁ କୁହେ ଏବଂ କୌଣସି ପ୍ରକାରରେ ବେଶି ଟଙ୍କା ଆପଣଙ୍କ ପାଖରୁ ବାହାର କରିବାକୁ ଉପାୟ ଖୋଜେ ତେବେ ଜାଣିନିଅନ୍ତୁ ଏହି ଝିଅ ଆପଣଙ୍କ ପାଇଁ ଠିକ ନୁହେଁ ।

୨. କିଛି ଝିଅ ସମସ୍ତଙ୍କୁ ଦେଖେଇବା ପାଇଁ ବୟଫ୍ରେଂଡ ବନେଇ ଥାନ୍ତି । ଆପଣ ଜାଣିବାକୁ ଚେଷ୍ଟା କରନ୍ତୁ ସେ ଆପଣଙ୍କ ପାଇଁ କେତେ କେୟରିଂଗ ଅଛି ଏବଂ ଆପଣଙ୍କ ସହିତ କେମିତି ବ୍ୟବହାର କରୁଛି । ଯଦି ଆପଣଙ୍କୁ ନେଇ ନିଜ ସାଙ୍ଗମାନଙ୍କ ପାଖରେ ସୋ କରନ୍ତି ତେବେ ଆପଣ ସେମାନଙ୍କ ଠାରୁ ଦୂରେଇ ଯାଆନ୍ତୁ । ଏହି ଝିଅ ପରେ ବିଭିନ୍ନ କାରଣ ଯୋଗୁ ଆପଣଙ୍କ ସହିତ ଧୋକା ଦେଇ ଅନ୍ୟ ପିଲାଙ୍କ ସହ ପ୍ରେମ ଲୀଳା କରନ୍ତି ।

୩. କିଛି ଝିଅ ଏମିତି ବି ଅଛନ୍ତି ଯାହାଙ୍କର ଗୋଟିଏ ପୁଅ ସହିତ ମନ ଭରେ ନାହିଁ । ଏମତି ସେ ଏକା ସାଙ୍ଗରେ ବହୁତ ପୁଅଙ୍କୁ ନିଜର ବୟଫ୍ରେଂଡ ବନାନ୍ତି । କେବେ କେବେ ସେମାନେ ପ୍ରତି ମାସରେ ନିଜର ବୟଫ୍ରେଂଡ ମଧ୍ୟ ବଦଳାନ୍ତି । ଏମିତି ଝିଅ ମାନେ ଆପଣଙ୍କ ସହିତ କେବେ ବି ସତ୍ୟତା ସହ ପ୍ରେମ କରନ୍ତି ନାହିଁ । ସେଥିପାଇଁ ଏହିଭଳି ଝିଅ ମାନଙ୍କ ସହ ସବୁବେଳ ଦୂରେଇ ରୁହନ୍ତୁ । କିନ୍ତୁ ପରେ ସେମାନେ ଆପଣଙ୍କ ହୃଦୟ କୁ ଭାଙ୍ଗି ଦିଅନ୍ତି ଏବଂ ଆପଣଙ୍କୁ ଦୁଖ ଦିଅନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button