ଦେଶ- ବିଦେଶ

ବହୁତ କାମର ଅଟେ ଚାଉଳର ଚୂନା, ମୁହଁର ଦାଗ ଛଡା ଏହି ସବୁ ସମସ୍ୟାରୁ ମଧ୍ୟ ଦେଇଥାଏ ମୁକ୍ତି, ଜାଣନ୍ତୁ କେମିତି

ମୁହଁର ଦାଗ ସମସ୍ୟା ଦୁନିଆସାରା ଲୋକମାନଙ୍କ ପାଇଁ ଏବ ବଡ ଚିନ୍ତାର କାରଣ ଅଟେ । ଯେଉଁ ଲୋକମାନଙ୍କୁ ଡେରିରେ ଶୋଇବାର ଅଭ୍ୟାସ ହୋଇଥାଏ ତାଙ୍କୁ ମୁହଁରେ ବା ଆଖିତଳେ ଦାଗର ସମସ୍ୟା ଅଧିକ ଦେଖା ଯାଇଥାଏ । ଏହାକୁ ଦୂର କରିବା ପାଇଁ ସେମାନେ ବିଭିନ୍ନ ଉପାୟ କରିଥାନ୍ତି । କିନ୍ତୁ କିଛି ସଫଳ ହୁଏ ନାହିଁ । ଆଜି ଆମେ ଆପଣଙ୍କୁ ଆଖି ତଳେ ହେଉଥିବା କଳା ଦାଗକୁ ଦୂର କରିବା ପାଇଁ ଏକ ସହଜ ଉପାୟ ବିଷୟରେ କହିବୁ ।

ଯାହାକୁ ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ କି ମାତ୍ର ଚାଉଳର ବ୍ୟବହାର ଦ୍ଵାରା ଆପଣଙ୍କର ଚେହେରା ସବନ୍ଧିତ ସମସ୍ତ ସମସ୍ୟା ଦୂର ହୋଇଯିବ ।

ଚାଉଳର ଚୂନା ଦ୍ଵାରା ପାଆନ୍ତୁ ଏହି ସବୁ ସମସ୍ୟା ଠାରୁ ମୁକ୍ତି

କଳା ଦାଗ ମୁହଁରେ

ଗୋଟିଏ ପାତ୍ରରେ ଗୋଟିଏ ଚାମଚ ମହୁ, ଗୋଟିଏ ଚାମଚ ଏଲୋବେରା ଜେଲ ଏବଂ ଦୁଇ ଚାମଚ ଚାଉଳର ଚୂନାକୁ ମିଶାଇ ପେଷ୍ଟ ତିଆଋ କରି ନିଅନ୍ତୁ । ବର୍ତ୍ତମାନ ଏହାକୁ ଚେହେରାରେ ଲଗାନ୍ତୁ । ୧୫ – ୨୦ ମିନିଟ ପରେ ଧୋଇ ଦିଅନ୍ତୁ । କିଛି ଦିନ ପର୍ଯ୍ୟନ୍ତ ଏହିଭଳି କରିବା ଦ୍ଵାରା ଆପଣଙ୍କ ମୁହଁର ସବୁ କଲାଦାଗ ଦୂର ହୋଇଯିବ ।

ଟ୍ୟାନିଂଗ

ଚେହେରାର ଟ୍ୟାନିଂଗ ଦୂର କରିବା ପାଇଁ ଗୋଟିଏ ଚାମଚ ଚାଉଳର ଚୁନା ଏବଂ ଲେମ୍ବୁ ରସ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ । ଏହାକୁ ଆପଣ ନିଜ ଚେହେରାରେ ଲଗାନ୍ତୁ ଏବଂ ଶୁଖିବା ପରେ ସଫା ପାଣିରେ ଧୋଇ ଦିଅନ୍ତୁ । କିଛି ଦିନ ମଧ୍ୟରେ ଆପଣଙ୍କୁ ଫରକ ନଜର ଆସିବ ।

ଡାର୍କ ସର୍କଲ

ଡାର୍କ ସର୍କିଲ ପାଇଁ ଅଳ୍ପ ଚାଉଳର ଚୂନାରେ ପାଚିଲା କଦଳୀ ଏବଂ କୈସ୍ଟର ତେଲର କିଛି ବୁନ୍ଦା ପକାଇ ତାହାର ମିଶ୍ରଣ କରି ନିଜ ଆଖି ତଳେ ଲଗାନ୍ତୁ । କିଛି ଦିନ ପରେ ଆଖି ତଳେ ଥିବା ଦାଗ ଦୂର ହୋଇଯିବ ।

ଏଂଟୀ ଏଜିଂଗ ମାସ୍କ

ଆପଣ ଚାଉଲର ଚୂନାରେ ଏଂଟୀ ଏଜିଂଗ ମାସ୍କ ବି ତିଆରି କରି ପାରିବେ । ଏଥିପାଇଁ ଆପଣ ବଡ ଚାମଚରେ ଚାଉଳର ଚୁନା, ଅଣ୍ଡାର ଧଳା ଅଂସ ଏବଂ ଗ୍ଲିସରୀନର ୪ – ୫ ବୁନ୍ଦା ମିଶାଇ ପେଷ୍ଟ କରନ୍ତୁ । ବର୍ତ୍ତମାନ ଏହାକୁ ଚେହେରାରେ ଲଗାନ୍ତୁ । ସୁଖୀ ଯିବା ପରେ ତାହାକୁ ହାତରେ ମସାଜ କରନ୍ତୁ ଏବଂ ଧୀରେ ଧୀରେ ଛଡାନ୍ତୁ । ଏହାପରେ ସଫା କରି ଦିଅନ୍ତୁ ।

ଶୁଖିଲା ତ୍ଵଚା

ଆପଣ ଚାଉଳର ଚୁନାରେ ଲିଚୁ ମିଶାଇ ପେଷ୍ଟ ବନାନ୍ତୁ । ଏହା ପରେ ଏହାକୁ ଚେହେରାରେ ଲଗାନ୍ତୁ । ୧୫ – ୨୦ ମିନିଟ ପରେ ଚେହେରାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ତ୍ଵଚା ଭଲ ହୋଇଯିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button