ଦେଶ- ବିଦେଶ

ମହିଳା ମାନେ ମରିଗଲେ ବି ପିନ୍ଧନ୍ତୁନି, ଏହି 5 ଟି ଜିନିଷ, ସ୍ଵାମୀ ହେବେ କାଙ୍ଗାଳ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମହିଳା ମାନେ ବିବାହ ପରେ ନିଜର ଷୋଳଶ୍ରୁଙ୍ଗାର କରିଥାନ୍ତି । ଖାଲି ବିବାହିତ ମହିଳା କାହିଁକି ସବୁ ନାରୀ ମାନେ ନିଜକୁ ସୁନ୍ଦର କରିବା ପାଇଁ ସଜବାଜ ତ ନିହାତି ଭାବେ କରିଥାନ୍ତି । ପାଦ ଠାରୁ ନେଇ କରି ମଥା ପର୍ଯ୍ୟନ୍ତ ଆଭୁଷଣରେ ନିଜକୁ ଭରପୁର କରି ରଖିଥାନ୍ତି। ତେବେ ମହିଳା ମାନେ ନିଜ ସଜବାଜ ସମୟରେ ଏହି ୫ ଟି କଥା ଉପରେ ଭଲ ଭାବେ ଧାନ ରଖିବା ଉଚିତ । ଯେପରି ଭୁଲରେ ସୁଦ୍ଧା ଏହି ୫ ଟି ଜିନିଷ ମହିଳା ମାନେ ପିନ୍ଧିବେ ନାହିଁ ।

ପ୍ରଥମେ ମହିଳା ମାନେ ଯେତେ ମଧ୍ୟ ଧନୀ ହୋଇଥାନ୍ତୁ ନା କାହିଁକି ? ହେଲେ କେବେବି ସୁନାର ପାଉଁଜି କିମ୍ବା ଝୁଣ୍ଟିଆ ପିନ୍ଧିବା ଉଚିତ ନୁହେଁ । ଏପରି କରୁଥିବା ମହିଳା ସେହି ଘର ପାଇଁ ଦାରିଦ୍ରତାକୁ ଡାକି ଆଣିଥାଏ । ଏହା ସହ ଘରର ଉନ୍ନତିରେ ବାଧାବିଘ୍ନ ଆସିଥାଏ । ବିବାହିତ ମହିଳା ମାନେ ନିଜର ପସନ୍ଦ ଅନୁଯାଇ ବା ସୌକି ପାଇଁ ଧଳା ରଙ୍ଗର ଡିଜାଇନ ଶାଢୀ ମଧ୍ୟ ପିନ୍ଧି ଦେଇଥାନ୍ତି । ହେଲେ ଆପଣଙ୍କୁ ଧ୍ୟାନ ରଖିବା ପାଇଁ ପଡିବ ।

ଯେ କୌଣସି ବିବାହିତ ମହିଳା ଧଳା ରଙ୍ଗର ଶାଢୀ ପିନ୍ଧିବା ଅନୁଚିତ । କାରଣ ଏହା ଦ୍ଵାରା ସ୍ଵାମୀ ଜୀବନରେ ସଙ୍କଟ ଆସିଥାଏ । ଆଜିକାଲିର ମହିଳା ମାନେ ନିଜର ମଙ୍ଗଳସୂତ୍ରକୁ ବେକରେ ନପିନ୍ଧି ହାତରେ ପିନ୍ଧି ଦେଇଥାନ୍ତି । ହେଲେ ଏପରି କରିବା ଜମାରୁ ମଧ୍ୟ ଉଚିତ ନୁହେଁ । ବର୍ତ୍ତମାନର ମଡେଲ ମହିଳା ମାନେ ବିବାହ ପରେ ମଧ୍ୟ ନିଜର ମଥାରେ ଭଲ କରି ସିନ୍ଦୁର ଲଗାଇନଥାନ୍ତି ।

ଅନେକ ଜଣ ତ ନିଜ ଶାଢୀର ରଙ୍ଗ ଅନୁଯାଇ ତାକୁ ମ୍ଯାଚ କରିବାକୁ ଯାଇ ନାଲି ରଙ୍ଗ ପରିବର୍ତ୍ତେ ସେହି ରଙ୍ଗର ସିନ୍ଦୁର ଲଗାଇଦେଇଥାନ୍ତି। ଯାହାକି ନିଜ ସ୍ଵାମୀର ଆୟୁଷକୁ ବୃଦ୍ଧି କରିବା ପରିବର୍ତ୍ତେ କିଛି ମହିଳା ମାନଙ୍କ ଏପରି କାମ ଯୋଗୁ ସ୍ଵାମୀର ଆୟୁଷ କ୍ଷୀଣ ହୋଇଯାଇଥାଏ । ଏହା ସହିତ ସ୍ଵାମୀର ଜୀବନରେ ସଫଳତା ଆସିବରେ ଏହା ବାଧକ ସାଜିଥାଏ ।

ତେବେ ମହିଳା ମାନଙ୍କ ଶ୍ରୁଙ୍ଗାର ଦ୍ଵାରା  ମହିଳା ମାନଙ୍କର ସୁନ୍ଦରତା ବୃଦ୍ଧି ପାଇଥାଏ । ଏହା ସହ ସେହି ଶ୍ରୁଙ୍ଗାର ତଥା ସଜବାଜ ଯଦି ଯଥା ନୀତି ଅନୁଯାଇ କରାଯାଇଥାଏ । ତେବେ ଏହା ନିଜ ଘର ପରିବାର ତଥା ସ୍ଵାମୀ ପାଇଁ ବହୁତ ହିଁ ମଙ୍ଗଳ ହୋଇଥାଏ । ଏହା ସହ ଯଦି ମହିଳା ମାନେ ଶାସ୍ତ୍ର ବିରୋଦ୍ଧି ତଥା ନିଜ ମନମୁଖୀ ଶ୍ରୁଙ୍ଗାର କରିଥାନ୍ତି ।

ତେବେ ଏପରି ମହିଳାର ଶାଶୁ ଘର ଓ ତାଙ୍କ ସ୍ଵାମୀ ଜୀବନରେ ସଫଳତା ବଦଳରେ ବିଫଳତାର ସାମ୍ନା କରିବାକୁ ପଡିଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button