ଗୋଟିଏ ଝିଅର ବାହାଘର ପେଟ୍ରୋଲ ଭରୁଥିବା ଲୋକ ସହ ହୋଇଗଲା, ଚଉଠି ରାତି ପରେ ଝିଅ ର ସାଙ୍ଗମାନେ ପଚାରିଲେ କଣ ମଜା ଆସିଲା ନା..

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ସମସ୍ତ ମଣିଷ ନିଜ କର୍ମ କ୍ଷେତ୍ରରେ ବ୍ୟସ୍ତ ରହୁଛନ୍ତି । ଲୋକମାନେ ନିଜ କାମରେ ଏତେ ବ୍ୟସ୍ତ ହେଇଯାଉଛନ୍ତି ଯେ, ସେମାନେ ନିଜର ମନୋରଞ୍ଜନ କରିପାରୁ ନାହାନ୍ତି ।
ସବୁବେଳେ ସେମାନଙ୍କ ମନରେ ଚିନ୍ତା ରହୁଛି । ହେଲେ ବନ୍ଧୁଗଣ ଯଦି ମଣିଷର ମନ ଖୁସି ରହିବ ତା ହେଲେ ସେ ନିଜର ସମସ୍ତ କାର୍ଯ୍ୟକୁ ବହୁତ ସହଜରେ ଓ ଖୁସିରେ କରିଦେବ । ସେଥି ପାଇଁ ମଣିଷର ମନୋରଞ୍ଜନ ହେବା ନିହାତି ଆବଶ୍ୟକ । ବନ୍ଧୁଗଣ ଆପଣ ମାନଙ୍କ ବ୍ୟସ୍ତ ବହୁଳ ଜୀବନରେ କିଛି ମନୋରଞ୍ଜନ ନେଇ ଆମେ ଆସିଛୁ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କ ପାଇଁ ଏପରି କିଛି ଓଡିଆ ଜୋକ୍ସ ନେଇ ଆସିଛୁ ଯାହାକୁ ପଢି ଆପଣ ମାନେ ବହୁତ ହସିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ମଜାଦାର ଓଡିଆ ଜୋକ୍ସ ବିଷୟରେ ।

Jokes 1
ଜଣେ ପାଗଳ ନିଜ ହାତରେ ସିଗାରେଟ ଲୁଚାଇ
ପାଗଳ- କୁହ ମୋ ହାତରେ କଣ ଅଛି ?
ଦ୍ଵିତୀୟ ପାଗଳ- ରେଳଗାଡି
ପ୍ରଥମ ପାଗଳ- ତମେ କେମିତି ଜାଣିଲ ?
ଦ୍ଵିତୀୟ ପାଗଳ- ଧୂଆଁ ବାହାରୁଥିବା ସମୟରେ ମୁ ଦେଖି ଦେଇଥିଲି ।
Jokes 2
ବିବାହର ପ୍ରଥମ ରାତିରେ ଯେତେବେଳେ ପତି ନିଜ ପତ୍ନୀର ଓଢଣା ଉଠେଇଲା ସେତେବେଳେ କହିଲା…
ପତି- ଆରେ ବାଃ, ତୁମ ଚେହେରା ତ ଚାନ୍ଦ ଠାରୁ ସୁନ୍ଦର । ମୁ କାହାକୁ ଧନ୍ୟବାଦ ଜଣେଇବି ।
ପତ୍ନୀ- ମେକ ଅପ ବାଲାଙ୍କୁ ।

Jokes 3
ପତି ପତ୍ନୀଙ୍କ ମଧ୍ୟରେ ଝଗଡା ହେଲା ଯାହାଫଳରେ ବହୁତ ଦିନ ସେମାନେ ପରସ୍ପର ସହ କଥା ବାର୍ତା ନହୋଇ ରହିଲେ ।
ଦିନେ ପତ୍ନୀ ଆସି ପତିକୁ କହିଲା ଏମିତି ଝଗଡା କରି ରହିଲେ ଭଲ ଲାଗୁନି ଚାଲ ଆମେ ବୁଝାବଣା କରିନେବା, ଅଳ୍ପ ତମେ କରିବ ଅଳ୍ପ ମୁଁ କରିବି ।
ପତି- ଠିକ ଅଛି ତା ହେଲେ ମୋତେ କଣ କରିବାକୁ ହେବ ?
ପତ୍ନୀ- ଭୁଲ ମାଗିନିଅ ମୁ କ୍ଷମା କରିଦେବି ।
Jokes 4
ସ୍ଵାମୀ ସନ୍ଧ୍ୟାରେ ନିଜ କାମ ସାରି ଘରକୁ ଫେରିବା ମାତ୍ରେ ସେ ନିଜ ସ୍ତ୍ରୀର ଆଖିକୁ ନିଜ ହାତରେ ଲୁଚାଇ ଦେଲା ।
ସ୍ତ୍ରୀ(ପ୍ରେମରେ ଡାକିଲା)- ରାଜୁ
ସ୍ଵାମୀ(ରାଗିକି )- ରାଜୁ ନୁହେଁ ମୁଁ ।
ସେହି ସମୟରେ ସ୍ତ୍ରୀ ନିଜ କଥା ବୁଲେଇ ଦେଇ କହିଲା
ସ୍ତ୍ରୀ- sorry, ମୁଁ କହୁଥିଲି ରାଜୁ ପାଣି ନେଇ ଆସ, ସାହେବ ଆସିଲେ

Jokes 5
ଶ୍ରେଣୀରେ ସବୁ ଛାତ୍ର ପପୁକୁ ବୁଆ ବୁଆ କହି ଚିଡାଊ ଥିଲେ । ଏହା ଦ୍ଵାରା ପପୁ ଶିକ୍ଷକଙ୍କ ପାଖରେ ପିଲା ମାନଙ୍କର କମ୍ପ୍ଲେନ କରିଥିଲା ।
ଏହା ପରେ ଶିକ୍ଷକ ଆସି କହିଲେ- ଯେଉଁ ପିଲା ପପୁକୁ ବୁଆ ବୁଆ ଡାକି ଚିଡାଉଛ ସେମାନେ ଠିଆ ହେଇଯାଅ ।
ଏହା ଦ୍ଵାରା ଶ୍ରେଣୀର ସବୁ ପିଲା ଛିଡା ହୋଇଯାଇଥିଲେ ହେଲେ ଗୋଟିଏ ପିଲା ଛିଡା ହେଲା ନାହିଁ ।
ଶିକ୍ଷକ- କଣ ତମେ ପପୁକୁ ଚିଡାଅ ନାହିଁ ।
ଛାତ୍ର – ନାହି ସାର ମୋତେ ସମସ୍ତେ ମଉସା ମଉସା କହି ଚିଡାନ୍ତି ।

Jokes 6
ଗୋଟିଏ ଝିଅର ବାହାଘର ପେଟ୍ରୋଲ ଭରୁଥିବା ଲୋକ ସହ ହୋଇଗଲା,
ଚଉଠି ରାତି ପରେ ଝିଅ ର ସାଙ୍ଗମାନେ ପଚାରିଲେ
ଚଉଠି ରାତି କେମିତି ଥିଲା ?
ମଜା ଆସିଲା ନା….
ଝିଅ କହିଲା- ବୋକା, ସାରା ରାତି ପେଟ୍ରୋଲ ପାଇପ ଧରି ଘୁରି ବୁଲିଲା କି,
କେତେ ପେଟ୍ରୋଲ ପକେଇବି….!!!!




