ଜ୍ୟୋତିଷ

Jyotish Shastra- ଏହି ତାରିଖ, ସମୟ ଓ ଦିନରେ ଜନ୍ମ ହୋଇଥିବା ଲୋକ ହୋଇଥାନ୍ତି ଅତ୍ୟନ୍ତ ଭାଗ୍ୟଶାଳୀ, କଣ ସେହି ବ୍ୟକ୍ତି ଆପଣ ତ ନୁହଁନ୍ତି ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ କିଛି ଏଭଳି ବ୍ୟକ୍ତି ଙ୍କ ସମ୍ବନ୍ଧରେ କହିବୁ ଯେଉଁମାନଙ୍କ ଭାଗ୍ୟ ଅନ୍ୟ ବ୍ୟକ୍ତି ଙ୍କ ଠାରୁ ହଜାର ଗୁଣ ଅଧିକ ହୋଇଥାଏ। ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ସମସ୍ତ ଖୁସି ହାସଲ କରିବାକୁ ଚାହାନ୍ତି। କିଛି ବ୍ୟକ୍ତି ନିଜ ଜୀବନରେ କଠିନ ପରିଶ୍ରମ କରିଥାଏ ଏବଂ ସଫଳତା ପାଇବା ନିମନ୍ତେ ସମସ୍ତ ଦୁଃଖ କଷ୍ଟ କୁ ସହିଥାଏ। କିନ୍ତୁ ସେହି ବ୍ୟକ୍ତି କୁ ତାର ପରିଶ୍ରମ ର ଉପଯୋଗୀ ଫଳ ପ୍ରାପ୍ତ ହୋଇନଥାଏ। କିନ୍ତୁ ଏହି ଦୁନିଆ ରେ କିଛି ଏଭଳି ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜ ଜୀବନରେ କୌଣସି ପରିଶ୍ରମ କରି ନଥାନ୍ତି। କିନ୍ତୁ ଜୀବନ ରେ ସବୁ ସୁଖ ସୁବିଧା ପାଇଥାନ୍ତି। ବନ୍ଧୁଗଣ ଏହି ସବୁ ର ମୁଖ୍ୟ କାରଣ ହେଉଛି ଭାଗ୍ୟ। ପ୍ରତ୍ୟେକ ବ୍ୟକ୍ତି ନିଜ ଭାଗ୍ୟ ବଳରେ ହିଁ ସବୁ କିଛି ହାସଲ କରିଥାଏ।

ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ର ଭାଗ୍ୟ ତାର ଜନ୍ମ ସମୟ, ଦିନ ଏବଂ ତାରିଖ ଉପରେ ନିର୍ଦ୍ଧାରିତ ହୋଇଥାଏ। ନିଜର ଜନ୍ମ ତିଥି ଅନୁସାରେ ବ୍ୟକ୍ତି ର ଭାଗ୍ୟ ସ୍ଥିର ହୋଇଥାଏ। ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ଏହି ସମ୍ବନ୍ଧରେ କହିବୁ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ ଯେଉଁ ବ୍ୟକ୍ତି ଙ୍କ ଜନ୍ମ ସୋମବାର ଏବଂ ଗୁରୁବାର ରେ ହୋଇଥାଏ,ସେହି ବ୍ୟକ୍ତି ମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ଯେଉଁ କାର୍ଯ୍ୟ ରେ ନିଜର ହାତ ଲଗାଇଥାନ୍ତି ତାହା ପୂରଣ ହୋଇଥାଏ ଏବଂ ଏମାନେ ସମସ୍ତ କ୍ଷେତ୍ରରେ ସଫଳତା ଲାଭ କରିଥାନ୍ତି। ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କ ଜୀବନରେ ବାଧା ବିଘ୍ନ ବହୁତ କମ ଆସିଥାଏ।

୨. ବନ୍ଧୁଗଣ ଯେଉଁ ବ୍ୟକ୍ତି ଙ୍କ ଜନ୍ମ ସକାଳ ସମୟରେ ହୋଇଥାଏ ସେମାନଙ୍କ ଭାଗ୍ୟ ବହୁତ ତେଜ ହୋଇଥାଏ। ଖାସ କରି ଭୋର ୪ଟା ସମୟରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ଙ୍କ ଭାଗ୍ୟ ବହୁତ ହିଁ ତେଜ ହୋଇଥାଏ ଏବଂ ଏହି ବ୍ୟକ୍ତି ମାନେ ନିଜ ଭାଗ୍ୟ ବଳରେ ଦୁନିଆ ର ସମସ୍ତ ଜିନିଷ କୁ ହାସଲ କରିଥାନ୍ତି। ଏମାନେ ନିଜ ଭାଗ୍ୟ ବଳରେ ସମସ୍ତ ସମସ୍ୟା କୁ ତୁରନ୍ତ ସମାଧାନ କରିଥାନ୍ତି। ଏହି ବ୍ୟକ୍ତି ମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ଏମାନେ ଯେଉଁ ଘରେ ରୁହନ୍ତି ଏବଂ ଯେଉଁ ବ୍ୟକ୍ତି ଙ୍କ ସହ ରୁହନ୍ତି ସେମାନଙ୍କ ଭାଗ୍ୟ ମଧ୍ୟ ଚମକାଇ ଦେଇଥାନ୍ତି।

୩. ବନ୍ଧୁଗଣ ଜୁନ ଏବଂ ଅଗଷ୍ଟ ମାସରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ଙ୍କ ଭାଗ୍ୟ ସ୍ଵର୍ଗ ରୁ ହିଁ ଲେଖା ହୋଇ ଆସିଥାଏ। ଏହି ବ୍ୟକ୍ତି ମାନେ ନିଜ କ୍ୟାରିଆର କ୍ଷେତ୍ରରେ ବହୁତ ସଫଳତା ଲାଭ କରିଥାନ୍ତି ଏବଂ ଏହା ସହିତ ଜୁନ ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ନିଜ କଥା ମନାଇବା ରେ ବହୁତ ମାହିର ହୋଇଥାନ୍ତି।

୪. ବନ୍ଧୁଗଣ ଯେଉ ବ୍ୟକ୍ତି ୧୦ ଏବଂ ୨୫ ତାରିଖ ରେ ଜନ୍ମ ଗ୍ରହଣ କରିଥାନ୍ତି ସେହି ବ୍ୟକ୍ତି ମାନେ ଅର୍ଥ ମାମଲାରେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଏହି ବ୍ୟକ୍ତି ମାନଙ୍କ ପାଖରେ ଧନର ଅଭାବ ନଥାଏ ଏବଂ ଏହି ବ୍ୟକ୍ତି ମାନେ ଧନ କମାଇବା ନିମନ୍ତେ ପରିଶ୍ରମ ମଧ୍ୟ କରି ନଥାନ୍ତି। ସଂକ୍ଷେପରେ କହିବାକୁ ଗଲେ ଏହି ତାରିଖ ରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ଙ୍କ ଆର୍ଥିକ ସ୍ଥିତି ଅତ୍ୟନ୍ତ ସବଳ ରହିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button