ଦେଶ- ବିଦେଶ

କେହି କେତେ ବି ମାଗୁ ନା କାହିଁକି ଏହି 1 ଜିନିଷ ଭୁଲରେ ବି କାହାକୁ ଦେବେ ନାହିଁ- Chanakya Niti

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆପଣ ମାନେ ଚାଣକ୍ୟ ଙ୍କୁ ତ ନିହାତି ଭାବେ ଜାଣିଥିବେ।ଚାଣକ୍ୟ ଜଣେ ବହୁତ ବୁଦ୍ଧି ମାନ ବ୍ୟକ୍ତି ଥିଲେ।ସେ ନିଜର ବୁଦ୍ଧି ବଳ ରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଙ୍କୁ ମହାରାଜ ସିଂହାସନ ରେ ବସାଇ ପାରିଥିଲେ।ସେ ତାଙ୍କର ବୁଦ୍ଧି ବଳରେ ଅନେକ ବଡ଼ ବଡ଼ କାମ କରି ପାରିଛନ୍ତି।ତାଙ୍କ ଦ୍ବାରା ରଚିତ ନୀତି ଶାସ୍ତ୍ର ବହୁତ ବଡ଼ ଶାସ୍ତ୍ର ଅଟେ।ଯିଏ ଏହି ନୀତି ଶାସ୍ତ୍ର କୁ ମାନିକରି ଚାଲିଥାଏ ସେ ନିଜ ଜୀବନରେ ଜଣେ ବହୁତ ବଡ଼ ବ୍ୟକ୍ତି ହୋଇପାରିଥାଏ।ଏହି ନୀତି ଶାସ୍ତ୍ର ଦ୍ବାରା ଅନେକ ଲୋକ ଏହି ସମାଜ ରେ ଜଣେ ସୁପରିଚିତ ବ୍ୟକ୍ତି ଭାବେ ସୁନାମ ଅର୍ଜନ କରିପାରିଛନ୍ତି।

ତାଙ୍କର ଏହି ନୀତି ଶାସ୍ତ୍ର ରେ ଅନେକ ପ୍ରକାର ର ନୀତି ସମ୍ପର୍କରେ ରେ ସୂଚନା ଦିଆଯାଇଛି।ତେବେ ବନ୍ଧୁଗଣ ଚାଣକ୍ୟ ଙ୍କ ନୀତି ଶାସ୍ତ୍ର ରେ ଆମର ସାଂସାରିକ ଜୀବନ ବିଷୟରେ ମଧ୍ୟ ଅନେକ କଥା ଲେଖା ହୋଇଅଛି।ଯାହାକୁ ପାଳନ କରିବା ଦ୍ୱାରା ଭବିଷ୍ୟତରେ ଆମର ଜୀବନ ବହୁତ ସୁଖମୟ ଭାବେ କଟିଥାଏ।ତେବେ ବନ୍ଧୁଗଣ ଚାଣକ୍ୟଙ୍କ ର ନୀତି ଶାସ୍ତ୍ର ରେ କୁହାଯାଇଛି ଯେ ଏପରି ଏକ ଜିନିଷ ଅଛି ଯାହାକୁ ଆମେ ଜୀବନରେ କେବେ ମଧ୍ୟ ଭୁଲ ରେ କାହାକୁ ବି ଦେବା ଉଚିତ ନୁହେଁ ।ତେବେ କଣ ସେହି ବସ୍ତୁ ଆସନ୍ତୁ ଜାଣିବା ସେ ବିଷୟରେ ଅନେକ କିଛି କଥା।

ବନ୍ଧୁଗଣ ଆମ ଶାସ୍ତ୍ର ର ଆମ ଜୀବନରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି।ଆମ ଜୀବନର ପ୍ରତ୍ୟେକ ଟି କଥା ଶାସ୍ତ୍ର ରେ ବର୍ଣ୍ଣିତ ହୋଇ ରହିଅଛି।ଶାସ୍ତ୍ର ରେ ଲେଖା ହୋଇଥିବା ପ୍ରତ୍ୟେକ ଟି କଥା ସତ୍ୟ ମଧ୍ୟ ହୋଇଥାଏ।ଶାସ୍ତ୍ର ର ସମସ୍ତ ନିୟମ ମାନି ଚାଲିଲେ ନିଜର ଜୀବନ ବହୁତ ସୁଖମୟ ଓ ଶାନ୍ତି ରେ କଟିଥାଏ। ତେଣୁ ସବୁବେଳେ ଶାସ୍ତ୍ର ର ସବୁ ନିୟମ ମାନି ଚଳିବା ଉଚିତ।ତେବେ ବନ୍ଧୁଗଣ ଶାସ୍ତ୍ର ରେ ଲେଖା ଯାଇଛି ଯେ ଏପରି କିଛି ଜିନିଷ ଅଛି ଯାହାକୁ କେବେ ମଧ୍ୟ ଅନ୍ୟ କାହାକୁ ଦେବା ଉଚିତ ନୁହେଁ।

ଯଦି ଆପଣ ଏହାକୁ କାହାକୁ ଦେଇଥାନ୍ତି ତେବେ ଆପଣ ନିଜ ଘରକୁ ଦାରିଦ୍ର୍ୟତା ଓ ଅଶାନ୍ତି ଭଳି ଅଶୁଭ ଶକ୍ତି କୁ ଡାକି ଆଣିଥାନ୍ତି।ତେବେ ବନ୍ଧୁଗଣ ପ୍ରଥମତଃ ଆମେ ପିନ୍ଧୁଥିବା ହାତ ଘଣ୍ଟା ଅନ୍ୟ କାହାକୁ ଦେବା ଉଚିତ ନୁହେଁ।ବନ୍ଧୁଗଣ ଘଣ୍ଟା ଆପଣଙ୍କର ସମସ୍ତ ସମୟ ରେ ପାଖରେ ରହିଥାଏ।ନିଜର ସମୟ ଯେତେ ଖରାପ ହେଲେ ମଧ୍ୟ ଘଣ୍ଟା ପାଖରେ ରହି ଠିକ ସମୟ ବତାଇଥାଏ।

ଘଂଟା ଯେଉଁ ଲୋକ ପ୍ରତିଦିନ ବ୍ୟବହାର କରିଥାଏ ସେହି ଲୋକ ର ହିଁ ସ୍ଵଭାଵ ସେଥିରେ ରହି ଯାଇଥାଏ।ତେଣୁ ନିଜର ଘଣ୍ଟା କୁ ଅନ୍ୟ କାହାକୁ ଦେବା ଉଚିତ ନୁହେଁ।ଯଦି ଆପଣ ଏହାକୁ ଅନ୍ୟ କାହାକୁ ଦେବେ ତେବେ ଆପଣ ନିଜ ଘରକୁ ଦୁଃଖ ଓ ଅଶାନ୍ତି କୁ ଆମନ୍ତ୍ରଣ କରି ଆଣିବେ।

ବନ୍ଧୁଗଣ ଦ୍ଵିତୀୟ ଜିନିଷ ଟି ହେଉଛି ଟଙ୍କା।ଶାସ୍ତ୍ର ରେ ଲେଖା ଯାଇଛି ଯେ ଟଙ୍କା ମନୁଷ୍ୟର ପରମ ଶତ୍ରୁ ହୋଇଥାଏ।ଟଙ୍କା ହିଁ ବିଭିନ୍ନ ଦୁଷ୍କର୍ମ ର ଉତ୍ପତି କରିଥାଏ।ଅନ୍ୟ କୁ ଟଙ୍କା ଧାର ଦେବା ଦ୍ୱାରା ଆପଣଙ୍କର ସମ୍ପର୍କରେ ଫାଟ ଶ୍ରୁଷ୍ଟି ହୋଇଥାଏ।ଏପରି ଅନେକ ସମୟ ରେ ଦେଖିବାକୁ ମିଳିଥାଏ।ତେଣୁ ଟଙ୍କା କୁ ଅନ୍ୟ କାହାକୁ ଦେବା ଉଚିତ ନୁହେଁ।

ତୃତୀୟ ଜିନିଷ ଟି ହେଉଛି ନିର୍ବନ୍ଧ ର ମୁଦି।ବନ୍ଧୁଗଣ ସବୁ ଝିଅ ନିଜ ପତି କିମ୍ବା ନିଜ ପ୍ରେମିକା ଙ୍କ ଠାରୁ ଏହାକୁ ବହୁତ ଆଶା କରିଥାନ୍ତି।ବନ୍ଧୁଗଣ ଏହାକୁ ଅନ୍ୟକୁ ଦେବା ଉଚିତ ନୁହେଁ ସେଭଳି କିଛି କଥା ନାହିଁ କିନ୍ତୁ ଯଦି ଆପଣ ନିଜ ପତ୍ନୀ ବା ନିଜ ପ୍ରେମିକା ଙ୍କୁ ମୁଦି ଦେଉଛନ୍ତି ତେବେ ନିଜର ଆୟ ଅନୁଶାରେ ସୀମା ଭିତରେ ରହିକି ଦିଅନ୍ତୁ।ଯଦି ଆପଣ ନିଜ ଆୟ ଠାରୁ ବଢ଼େଇକରି ଉପାହାର ଦେବେ ତେବେ ଏହା ଦ୍ବାରା ଆପଣଙ୍କର ବହୁତ ଆର୍ଥିକ ସମସ୍ୟା ଦେଖାଯିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button