ଜ୍ୟୋତିଷ

Jyotish Shastra- ଆଜି ରାତି ଠାରୁ ପୁରା ୫୧ ବର୍ଷ ପର୍ଯ୍ୟନ୍ତ ଏହି ରାଶି ଉପରେ ଧନ ବର୍ଷା କରିବେ ମହାଦେବ, କଣ ଏହି ରାଶି ଆପଣଙ୍କର ନୁହେଁ ତ ?

ବନ୍ଧୁଗଣ ଆମେ ବହୁତ ଦେବୀ ଦେବତାଙ୍କୁ ପୂଜା ଅର୍ଚ୍ଚନା କରିଥାଉ। କିନ୍ତୁ ଦେବଙ୍କ ଦେବ ମହାଦେବ ଙ୍କ ର ମହିମା ଓ କୃପା କିଛି ନିଆରା। ମହାଦେବ ହେଉଛନ୍ତି ଅନାଦ ତାଙ୍କର ନା ଆରମ୍ଭ ଅଛି ନା ଅନ୍ତ। ସେ ହେଉଛନ୍ତି ସୋୟଂଭୁ ତାଙ୍କର ଜନ୍ମ ନାହିଁ କି ମୃତ୍ୟୁ। ସେ ସୃଷ୍ଟି ର ବିନାଶକ ବି ।ସେ ରୁଦ୍ର ବି ଆଉ ସେ ଶାନ୍ତ ଭୋଳାନାଥ ଭି।ତାଙ୍କ କ୍ରୋଧ ରୁ କେହି ବଞ୍ଚି ପାରିବେ ନାହିଁ ଏବଂ ତାଙ୍କୁ ଶାନ୍ତ କରିବା କିମ୍ବା ପ୍ରସନ୍ନ କରିବା ଅନ୍ୟ ଦେବୀ ଦେବତା ଙ୍କ ଠାରୁ ଅତି ସହଜ। ଭଗବାନ ଶିବ ସମୟ ସମୟ ରେ ନିଜର ଅନେକ ସ୍ୱରୂପ ଙ୍କ ର ଦର୍ଶନ ଦେଇଛନ୍ତି। ଶିବଙ୍କ ଭକ୍ତ ଙ୍କୁ ନା ମୃତ୍ୟୁ ର ଭୟ ଥାଏ ନା ରୋଗ ର। ମହାଦେବଙ୍କ ବାହନ ହେଉଛନ୍ତି ବୃଷଭ ସିଏ ସବୁବେଳେ ମହାଦେବ ଙ୍କ ପାଖରେ ରହିଥାନ୍ତି ଏବଂ ବୃଷଭ ଧର୍ମର ପ୍ରତୀକ ମଧ୍ୟ।

ଶାସ୍ତ୍ର ଅନୁସାରେ କୁହାଯାଏ କି ଭଗବାନ ଶିଵଙ୍କ କୃପା ଯେ କୋୖଣସି ବ୍ୟକ୍ତି ଉପରେ ଥାଏ ତାର ସମସ୍ତ ଦୁଃଖ ଓ ଅସୁବିଧା ରୁ ମୁକ୍ତି ପାଇପାରିଥାଏ। ସେହି ସମ୍ବନ୍ଧରେ ଆଜି ଆମେ ଚର୍ଚ୍ଚା କରିବାକୁ ଯାଉଛୁ । ବହୁତ ବର୍ଷ ପରେ ଏବେ ଏକ ଶୁଭ ସଂଯୋଗ ହେବାକୁ ଯାଉଛି ଯାହାର ପ୍ରଭାବ ରେ କିଛି ରାଶିର ଭାଗ୍ୟ ଖୋଲିଯିବ। ତେବେ ଚାଲନ୍ତୁ ଜାଣିବା ସେ ରାଶି ମାନଙ୍କ ବିଷୟରେ।

୧- ପ୍ରଥମ ରାଶି ହେଲା ବୃଷ ରାଶି। ଏହି ରାଶିର ବ୍ୟକ୍ତି ଙ୍କ ଉପରେ ମହାଦେବଙ୍କ ଅସୀମ କୃପା ରହିବ। ସେମାନେ ଅଚାନକ ଧନ ପ୍ରାପ୍ତ କରିବେ। ତାଙ୍କର ଅଟକି ଯାଇଥିବା ସବୁ କାମ ମଧ୍ୟ ସଫଳତାର ସହିତ ସମ୍ପୂର୍ଣ୍ଣ ହୋଇଯିବ। ଆର୍ଥିକ ସ୍ଥିତି ମଧ୍ୟ ଭଲ ରହିବ। ଏବଂ ବ୍ୟବସାୟ ରେ ଉନ୍ନତି ହେବ।

୨- ଦ୍ୱିତୀୟ ରାଶିର ନାମ ହେଉଛି ମିଥୁନ ରାଶି। ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ମହାଦେବଙ୍କ କୃପା ଯୋଗୁଁ ଅନେକ ଖୁସି ଆସିବ। ଏବଂ ଧନ ର ପ୍ରାପ୍ତି ମଧ୍ୟ ହେବ। ଯିଏ ବ୍ୟବସାୟ ରେ ଜଡ଼ିତ ଥାନ୍ତି ସେମାନେ ନିଜର ବ୍ୟବସାୟ ରେ ଉନ୍ନତି କରିବେ। ଏବଂ ଅନେକ ନୂଆ ଅବସର ମଧ୍ୟ ପ୍ରାପ୍ତ ହେବ।

୩- ତୃତୀୟ ରାଶି ହେଉଛି ମେଷ ରାଶି। ଏହି ରାଶି ର ଯେଉଁ ବ୍ୟକ୍ତି ମାନେ ଚାକିରୀ କରୁଛନ୍ତି ସେମାଙ୍କର ପଦୋନ୍ନତି ହେବ ଏବଂ ସବୁ କାର୍ଯ୍ୟ ରେ ସଫଳତା ମିଳିବ। ଜୀଵନ ସାଥି ଙ୍କ ସହ ଖୁବ ମଧୁର ସମୟ କାଟିବେ ଏବଂ ବହୁତ ଖୁସି ରେ ମଧ୍ୟ ରହିବେ।ଏବଂ ନିଜର ପରିଶ୍ରମର ଉଚିତ ଫଳ ମଧ୍ୟ ମିଳିବ।

୪- ଚତୁର୍ଥ ରାଶି ହେଉଛି ସିଂହ ରାଶି। ଏହି ରାଶି ର ବ୍ୟକ୍ତି ଙ୍କ ଉପରେ ମହାଦେବ ଙ୍କ କୃପା ଯୋଗୁଁ ସମସ୍ତ ଅଟକି ରହିଥିବା କାମ ସବୁ ସମ୍ପୂର୍ଣ୍ଣ ହେବ।ଏବଂ ଚାକିରୀ ଖୋଜୁଥିଲେ ତାହା ମଧ୍ୟ ମିଳିବ।ଏବଂ ପରିବାର ରେ ସମସ୍ତେ ଖୁସିରେ ରହିବେ। ଏବଂ ଆପଣଙ୍କୁ ଖୁବ ଲାଭର ପ୍ରାପ୍ତି ହେବ।

୫- ପଞ୍ଚମ ରାଶି ହେଉଛି ବିଛା। ଏହି ରାଶି ର ବ୍ୟକ୍ତି ମାନଙ୍କ ଉପରେ ମହାଦେବଙ୍କ କୃପା ଯୋଗୁଁ ବ୍ୟବସାୟ ରେ ଖୁବ ଧନ ର ଲାଭ ହେବ।ଏବଂ ସମାଜରେ ଖୁବ ସମ୍ମାନ ବଢିବ। ଏବଂ ନିଜ ଜୀଵନ ସାଥି ଙ୍କ ସହ ଭଲ ସମୟ ବିତେଇବେ ଏବଂ ଖୁସିରେ ରହିବେ।

୬- ଷଷ୍ଠ ରାଶି ହେଉଛି ତୁଳା ରାଶି । ଏହି ରାଶି ର ବ୍ୟକ୍ତି ଙ୍କ ଉପରେ ମହାଦେବ ଙ୍କ କୃପା ଯୋଗୁଁ ଧନ ଲାଭ ହେବ। ଏବଂ ବହୁତ ଭଲ ସମୟ ଆସିବ। ଚାକିରୀ କ୍ଷେତ୍ରରେ ମଧ୍ୟ ସଫଳ ମିଳିବ ଏବଂ ପଦୋନ୍ନତି ର ସମ୍ଭାବନା ରହିଛି। ଏବଂ ସମସ୍ତ ଅସୁବିଧା ରୁ ମୁକ୍ତି ପାଇପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button