ମନୋରଞ୍ଜନ

ଅନୁଭବ ଓ ରାଣୀ ପଣ୍ଡାଙ୍କ ବିବାହକୁ ନେଇ ଏମିତି କହିଲେ ଅଭିନେତା Boby Mishra ଶୁଣି ଚମକି ପଡିବେ ଆପଣ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଓଡିଆ ଇଣ୍ଡଷ୍ଟ୍ରୀରେ ଅନେକ କଳାକାର ମାନେ ନିଜର ଦମଦାର ଅଭିନୟ ଜରିଆରେ ଲୋକ ମାନଙ୍କ ହୃଦୟରେ ଘର କରି ବସିଲେଣି, କିନ୍ତୁ ସେହି ସେଲିବ୍ରେଟି ମାନଙ୍କ ମଧ୍ୟରୁ କିଛି ବିଶେଷ ଅଭିନେତା ତଥା ଅଭିନେତ୍ରୀ ମାନେ ଦର୍ଶକ ମାନଙ୍କ ଗହଣରେ ସୋ-ସି-ଆ-ଲ ମି-ଡି-ଆ ମାଧ୍ୟମରେ ଚର୍ଚ୍ଚାରେ ରହି ଆସନ୍ତି ।  ସେ ଅନୁଭବ ହୁଅନ୍ତୁ କି ବର୍ଷା ଅଥବା ବାବୁଶାନ, ତେବେ ଏହି ପ୍ରଶଙ୍ଗ କୁ ନେଇ ଅଭିନେତା ବବି ମିଶ୍ର କିଛି ଏଭଳି ପ୍ରତିକ୍ରିୟା ଦେଇଛନ୍ତି ତେବେ ଆସନ୍ତୁ ଜାଣିନେବା ଏ ବାବଦରେ ସଂପୂର୍ଣ୍ଣ ବିବରଣୀ ।

ଅଭିନେତା ବବି ମିଶ୍ର କହିଛନ୍ତି ଯେ କଣ୍ଟରବର୍ଷି ସବୁ ସ୍ଥାନରେ ହେଉଛି । କିନ୍ତୁ ଯେ ହେତୁ ଆମେ ଜଣେ କଳାକାର ଏଣୁ କିଛି କରିଲା ମାନେ ତାହା ଆଗ ଦର୍ଶକ ଙ୍କୁ ଦେଖାଯିବ । ଏହାପରେ ବବି ମିଶ୍ର ରାଣୀ ପଣ୍ଡା ଏବଂ ଅନୁଭବ ମହାନ୍ତି ଙ୍କ ସମ୍ବନ୍ଧରେ କହିଥିଲେ ।

ରାଣୀ ପଣ୍ଡା କୁ ନେଇ ବର୍ତ୍ତମାନ ଦୁନିଆ ଚର୍ଚ୍ଚା ହେଉଛି, ମାତ୍ର ତାହା ବିଷୟରେ ସେ ଆଦୌ ଜାଣି ନାହାଁନ୍ତି ଯେ ଅନୁଭବ ମହାନ୍ତି କାହାକୁ ବାହାହେବେ କି ରାଣୀ ପଣ୍ଡା କାହାକୁ ବାହା ହେବେ ?ମାତ୍ର ଉଭୟ ବହୁତ ଭଲ ମଣିଷ ଅଟନ୍ତି । ଅନୁଭବ ଭଲ ପିଲା ମାତ୍ର ରାଣୀ ପଣ୍ଡା ଙ୍କ ମୁହଁ ସିନା ଖରାପ କିନ୍ତୁ ସେ ହୃଦୟରୁ ଜଣେ ଭଲ ମଣିଷ ବୋଲି କହିଛନ୍ତି ବିବି ମିଶ୍ର ।

ବବି ମିଶ୍ର ଙ୍କର ଏକ ଫିଲ୍ମ ଆସିବାକୁ ଯାଉଛି ଟ୍ରାଏଙ୍ଗଲ ଲଭ ଷ୍ଟୋରୀ, ଏହି ଚଳଚିତ୍ର ରେ ବବି ମିଶ୍ର ବହୁତ ଭଲ ଅଭିନୟ କରିଥିବାର ଦେଖିବାକୁ ମିଳିବେ । ଏହାକୁ ନେଇ ବବି କହିଛନ୍ତି ଯେ ଏହି ବୟସରେ ମଧ୍ୟ ସେ ଚେଷ୍ଟା କରିଛନ୍ତି ଯେ ଭଲ ଅଭିନୟ ପାଇଁ, ଯଦି ଦର୍ଶକ ମାନେ ଏହାକୁ ପସନ୍ଦ କରିଲେ ତେବେ ସେ ଶିଂଗଲ କରିବେ ଆଉ ଏହିଭଳି ଟ୍ରାଏଙ୍ଗଲ କରିବେ ନାହିଁ ।

ବବି ମିଶ୍ର ଏହା ସହିତ କହିଛନ୍ତି ଦର୍ଶକ ୨୦୨୩ ରେ ଆପଣ ମାନେ ସମସ୍ତେ ଭଲରେ ରୁହନ୍ତୁ, ଭିଲିଆନ ହିସାବରେ, ହିରୋ ହିସାବରେ, କମେଡିଆନ ହିସାବରେ ଓଡିଶା ତଥା ସମଗ୍ର ବିଶ୍ଵବାସୀ ସବୁ ଖୁସିରେ ଜୀବନ ଜାପନ କରନ୍ତୁ । ୨୦୨୩ ସମସ୍ତଙ୍କ ପାଇଁ ଖୁସି ତଥା ସମୃଦ୍ଧିପୂର୍ଣ୍ଣ ହେଉ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button