ମନୋରଞ୍ଜନ

ମଜାଳିଆ ଜୋକ୍ସ: ଦୁଇ ଜଣ ପାଗଳ ଛାତ ଉପରେ ଶୋଇଥିଲେ, ସେତିକିବେଳେ ଅଚାନକ ବହୁତ ଜୋରରେ ବର୍ଷା ହେବାକୁ ଲାଗିଲା, ପ୍ରଥମ ପାଗଳ- ଚାଲ ଭିତରକୁ ଯିବା…

ବନ୍ଧୁଗଣ ସମସ୍ତଙ୍କ ଜୀବନରେ ଖୁସିର ଆବଶ୍ୟକତା ରହିଥାଏ । ଯଦି କୌଣସି ଲୋକର ମନ ଖୁସି ଥାଏ, ତେବେ ସେ ନିଜର କାର୍ଯ୍ୟକୁ ବହୁତ ସହଜରେ କରିନିଏ, ହେଲେ ଯଦି କାହାର ମନରେ ଦୁଃଖ ବା ଚିନ୍ତା ରହିଥାଏ, ସେମାନେ ଠିକ ଭାବରେ ନିଜ କାର୍ଯ୍ୟକୁ ପୂର୍ଣ୍ଣ କରିପାରେ ନାହିଁ । ବନ୍ଧୁଗଣ ଆପଣ ମାନଙ୍କ ପାଇଁ ଆଜି ଆମେ କିଛି ଓଡିଆ ଜୋକ୍ସ ନେଇ ଆସିଛୁ, ଯାହାକୁ ପଢିବା ଦ୍ଵାରା ଆପଣଙ୍କ ମନ ଖୁସି ହୋଇଯିବ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ବିଷୟରେ ।

୧. ସାନ୍ତା କୃଷକକୁ ପଚାରୁଛି

ସାନ୍ତା- ଏହା କେଉଁ ଫସଲ ?

କୃଷକ- ଏହା ହେଉଛି କପା ଚାଷ, ଏହା ଦ୍ଵାରା କପଡା ତିଆରି ହୋଇଥାଏ ।

ସାନ୍ତା- ଏଥିରୁ ପାଇ ଜାମା ବାଲା ଗଛ କେଉଁଠି ଅଛି ?

କୃଷକ ବେହୋସ

୨. ସାନ୍ତା- ଯିଏ ମୋର ଇଛା ପୂରଣ କରିବ ମୁ ତାକୁ ୩ ଲକ୍ଷ ଟଙ୍କା ଦେବି ।

ବାନ୍ତା- କହ ତୋର କଣ ଇଛା ?

ସାନ୍ତା- ମୋତେ ୫ ଲକ୍ଷ ଟଙ୍କା ଦରକାର ।

୩. ହୋଲି ଦିନରେ ପପୁ ନିଜ ପଡୋଶୀକୁ ରଙ୍ଗ ଲଗାଉ ଥିଲା ।

ପପୁ- କୁହ ଭାଉଜ ଆପଣଙ୍କୁ କେଉଁ ରଙ୍ଗ ଲଗାଇବି ?

ଭାଉଜ- ଦେଖ ପପୁ ଯାହା ଲଗାଉଛ ଲଗାଅ ହେଲେ ମୁହଁ ଯେମିତି କଳା ନହୁଏ ।

୪. ସ୍ଵାମୀ- ତମେ ବହୁତ ସୁନ୍ଦର ଏବଂ ପତଳା ଦେଖା ଯାଉଛ ।

ସ୍ତ୍ରୀ- I Love You Darling

‘ଉପରେ ଲେଖା ଯାଇଥିବା ଏହି ମନ୍ତ୍ର ଦ୍ଵାରା ପରିବାରରେ ଶାନ୍ତି ରହିଥାଏ ଏବଂ ମିଛ କହିବାର ପାପ ମଧ୍ୟ ଲାଗିନଥାଏ’

୫. ଯେଉଁ ଯେଉଁ ଝିଅ ମାନେ ବଡ ବଡ ନଖ ରଖନ୍ତି, ସେମାନଙ୍କୁ ମଧ୍ୟ ବିନା ଲାଇସେନ୍ସରେ ଅବୈଧ୍ୟ ହତିଆର ରଖିବାର ଦଣ୍ଡ ମିଳିବା ଉଚିତ ।

୬. ଝିଅ- ବିଜୁଳି ଗରଜିଲେ ତମ କଥା ମନ ପଡେ, ବର୍ଷା ହେଲେ ମଧ୍ୟ ତମ କଥା ମନ ପଡେ, ବର୍ଷା ବୁନ୍ଦା ମୋ ଉପରେ ପଡିଲେ ମଧ୍ୟ ତମ କଥା ମନ ପଡେ ।

ପୁଅ- ଜାଣିଛି ଜାଣିଛି ତୋର ଛତା ମୋ ପାଖରେ ଅଛି ନା ସେଥିପାଇଁ, ଦେଇଦେବି ବହୁତ ଶୀଘ୍ର ଚିନ୍ତା କରନି ।

୭. ସ୍ଵାମୀ- ଦିନ ସାରା ଶୋଇ ରହୁଛ ।

ସ୍ତ୍ରୀ- ତା ହେଲେ କଣ ଆରାମ ମଧ୍ୟ କରିବି ନାହିଁ

ସ୍ଵାମୀ- ଚାହା ବନେଇ ଦିଅ ଶୀଘ୍ର

ସ୍ତ୍ରୀ- ନିଜେ ବନେଇ ଦିଅ

ସ୍ଵାମୀ- ମୋ ମୁଣ୍ଡ ବିନ୍ଧୁଛି

ସ୍ତ୍ରୀ- ହଁ ତା ହେଲେ ମୋର ବି ବେକ ବିନ୍ଧୁଛି ।

ସ୍ଵାମୀ- ଠିକ ଅଛି ତା ହେଲେ ତମେ ମୋ ପାଖକୁ ଆସ, ତମେ ମୋର ମୁଣ୍ଡ ଚିପି ଦିଅ ଆଉ ମୁ ତୁମର ବେକ ଚିପି ଦେଉଛି ।

୮. ଦୁଇ ଜଣ ପାଗଳ ଛାତ ଉପରେ ଶୋଇଥିଲେ

ସେତିକିବେଳେ ହଠାତ ବର୍ଷା ହେଲା …

ପ୍ରଥମ ପାଗଳ – ଚାଲ ଭିତରକୁ ଯିବା

ଲାଗୁଛି ଆକାଶରେ କଣା ହେଇ ଯାଇଛି

ଏହି ସମୟରେ ବିଜୁଳି ଚମକିଲା…

ଦ୍ଵିତୀୟ ପାଗଳ- ଚାଲ ଶୋଇ ପଡ

ଲାଗୁଛି ୱେଲଡିଙ୍ଗ କରିବା ବାଲା ବି ଆସି ଗଲେଣି

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button