ମନୋରଞ୍ଜନ

ଓଡିଆ ଫିଲ୍ମ ହିରୋଇନ ମାନଙ୍କ ଘର କେଉଁଠି, କଣ ଜାଣନ୍ତି ଆପଣ

ଦର୍ଶକ ବନ୍ଧୁ ଆପଣମାନେ ସମସ୍ତେ ଓଡିଆ ଚଳଚିତ୍ର ଦେକିଥିବେ, ହେଲେ ଆପଣ ମାନେ କଣ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି ଯେ ଓଡିଆ ଫିଲ୍ମରେ କାମ କରୁଥିବା ହିରୋଇନ ମାନଙ୍କ ଘର କେଉଁଠି ଅଟେ । ଯଦି ଆପଣମାନେ ଏହି ହିରୋଇନ ମାନଙ୍କ ଘର ବିଷୟରେ ଜାଣିବାକୁ ଚାହୁଁଛନ୍ତି ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ହିରୋଇନ ମାନଙ୍କ ଘର କେଉଁ ସ୍ଥାନରେ ଅଛି କହିବୁ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।


୧. ଆମ ଲିଷ୍ଟରେ ୧ ନମ୍ବରରେ ଆସୁଛନ୍ତି ଭୂମିକା ଦାସ । ଭୂମିକା ତାଙ୍କ ପିଲା ବେଳୁ ଅଲିଉଡ ଜଗତରେ କାମ କରୁଛନ୍ତି । ଭୂମିକା ରାଉଲକେଲା ରେ ଜନ୍ମ ଗ୍ରହଣ କରିଥିଲେ । ହେଲେ ବର୍ତ୍ତମାନ ସେ ଭୁବନେଶ୍ଵରରେ ରହି ନିଜ ପାଠ ପଢା ଜାରି ରଖିଛନ୍ତି ।

୨. ଆମ ଲିଷ୍ଟର ୨ ନମ୍ବରରେ ଆସୁଛନ୍ତି ପୁନମ ମିଶ୍ର । ବହୁତ ଫିଲ୍ମରେ ପୁନମ ହିରୋଇନ ରୂପେ କାମ କରି ସାରିଛନ୍ତି । ପୁନମଙ୍କର ପ୍ରକୃତ ଘର ହେଉଛି ଭୁବନେଶ୍ବର । ବର୍ତ୍ତମାନ ମଧ୍ୟ ସେ ଭୁବନେଶ୍ବରରେ ରହୁଛନ୍ତି ।


୩. ଆମ ଲିଷ୍ଟରେ ୩ ନମ୍ବରରେ ଆସୁଛନ୍ତି ବର୍ଷା ପ୍ରିୟଦର୍ଶନୀ । ସେ ଅନୁଭବ ମହାନ୍ତିଙ୍କୁ ବିବାହ କରିଛନ୍ତି । ବର୍ଷାଙ୍କ ନିଜ ଘର ହେଉଛି ଭୁବନେଶ୍ବର । କିନ୍ତୁ ସେ ଅନୁଭବ ମହାନ୍ତିଙ୍କୁ ବିବାହ କରିଥିବାରୁ ବର୍ତ୍ତମାନ କଟକରେ ରହୁଛନ୍ତି ।

୪. ଆମ ଲିଷ୍ଟର ୪ ନମ୍ବର ସ୍ଥାନରେ ଅଛନ୍ତି ଶିବାନୀ ସଂଗୀତା । ଶିବାନୀଙ୍କ ବହୁତ ଲୋକ ପ୍ରିୟତା ରହିଛି । ଶିବାନୀଙ୍କ ନିଜ ଘର ହେଉଛି ଖୋର୍ଦ୍ଦା ।


୫. ଆମ ଲିଷ୍ଟର ୫ ନମ୍ବର ସ୍ଥାନରେ ଅଛନ୍ତି ଅର୍ଚିତା ସାହୁ । ଅଲିଉଡ ଅଭିନେତା ସଭ୍ୟସାଚିଙ୍କ ସହ ଅର୍ଚିତାଙ୍କ ଯୋଡିକୁ ଲୋକମାନେ ବହୁତ ପସନ୍ଦ କରନ୍ତି । ଅର୍ଚିତାଙ୍କ ପ୍ରକୃତ ଘର ହେଉଛି ଭୁବନେଶ୍ବର ।

୬. ଆମ ଲିଷ୍ଟର ୬ ନମ୍ବର ଅଭିନେତ୍ରୀ ହେଉଛନ୍ତି ଶୀତଲ । ଶୀତଲଙ୍କ ପ୍ରକୃତ ଘର ହେଉଛି କଟକ ।


୭. ଆମ ଲିଷ୍ଟର ୭ ନମ୍ବର ସ୍ଥାନରେ ଅଛନ୍ତି ରିୟା ଦେ । ରିୟା ଦେ ହେଉଛନ୍ତି ଜଣେ ଲୋକପ୍ରିୟ ଅଭିନେତ୍ରୀ । ରିୟାଙ୍କ ପ୍ରକୃତ ଘର ହେଉଛି ବାଲେଶ୍ଵର ।

୮. ଆମ ଲିଷ୍ଟରେ ୮ ନମ୍ବର ସ୍ଥାନରେ ଅଛନ୍ତି ଝିଲିକ ଭଟାଚାର୍ଯ୍ଯା । ସେ ହେଉଛନ୍ତି ଜଣେ ବେଙ୍ଗଲି ଅଭିନେତ୍ରୀ ଏବଂ ତାଙ୍କର ପ୍ରକୃତ ଜନ୍ମ ସ୍ଥାନ ହେଉଛି କଲିକତା । ବର୍ତ୍ତମାନ ଝିଲିକ ଓଡିଶାରେ ରହୁଛନ୍ତି ।


୯. ଆମ ଲିଷ୍ଟର ୯ ନମ୍ବର ସ୍ଥାନରେ ଅଛନ୍ତି ଏଲିନା ସାମନ୍ତରାୟ । ଆପଣ ମାନେ ସମସ୍ତେ ଏଲିନାଙ୍କୁ ଜାଣି ଥିବେ । ଏଲିନାଙ୍କ ପ୍ରକୃତ ଘର ହେଉଛି ଭଦ୍ରକରେ । ବର୍ତ୍ତମାନ ମଧ୍ୟ ଏଲିନା ଭଦ୍ରକରେ ରହୁଛନ୍ତି ।

୧୦. ଆମ ଲିଷ୍ଟର ୧୦ ନମ୍ବର ସ୍ଥାନରେ ଅଛନ୍ତି ତମନା । ସେ ବ୍ରହ୍ମପୁରରେ ରହୁଛନ୍ତି ।

 

୧୧. ଆମ ଲିଷ୍ଟର ୧୧ ନମ୍ବର ସ୍ଥାନରେ ଅଛନ୍ତି ପ୍ରକୃତି ମିଶ୍ର । ପ୍ରକୃତିଙ୍କ ଘର ହେଉଛି ଖୋର୍ଦ୍ଦାରେ । ହେଲେ ସେ ବର୍ତ୍ତମାନ ମୁମ୍ବାଇରେ ରହୁଛନ୍ତି ।

୧୨. ଆମ ଲିଷ୍ଟର ଶେଷ ନମ୍ବରରେ ଅଛନ୍ତି ଦିବ୍ୟା । ଦିବ୍ୟାଙ୍କ ଘର ହେଉଛି ଭୁବନେଶ୍ଵର ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button