ଜ୍ୟୋତିଷ

ମା କାଳୀଙ୍କର ଅଂଶ ହୋଇଥାନ୍ତି ଏହି ୧୦ଟି ନାମର ଲୋକ, ଏମାନଙ୍କ ସହିତ ଶତୃତା ପଡିପାରେ ଆପଣଙ୍କୁ ଭାରି

ଦୁନିଆରେ ପ୍ରତ୍ୟକ ବ୍ୟକ୍ତି ଭଗବାନଙ୍କ ଭକ୍ତ ହୋଇ ରହିବା ପାଇଁ ପସନ୍ଦ କରିଥାନ୍ତି, ହେଲେ କିଛି ଲୋକ ମା କାଳୀଙ୍କ ଠାରୁ ଦୂରରେ ରହିବା ପାଇଁ ଚାହାନ୍ତି । ମା କାଳୀ ବହୁତ ଶୀଘ୍ର ନିଜ ଭକ୍ତ ମାନଙ୍କ ଉପରେ ପ୍ରସନ୍ନ ହୁଅନ୍ତି । ଏହି ଲୋକମାନଙ୍କର ସବୁ ପ୍ରକାରର ମନସ୍କାମନା ମା କାଳୀ ପୂର୍ଣ୍ଣ କରିଥାନ୍ତି । ଯଦି ମା କାଳୀଙ୍କ କୃପାଦୃଷ୍ଟି କୌଣସି ମଣିଷ ଉପରେ ରହିଥାଏ, ତେବେ ସେହି ମଣିଷର ଭାଗ୍ୟ ବଦଳିଯାଇଥାଏ ।

ଆଜି ଆମେ ଆପଣଙ୍କୁ ଏପରି ୧୦ ଟି ନାମ ବିଷୟରେ କହିବୁ, ଯେଉଁମାନେ ସାକ୍ଷାତ ମା କାଳୀଙ୍କ ଅଂଶ ହୋଇଥାନ୍ତି । ଏହି ଲୋକମାନେ ମା କାଳୀଙ୍କର ପରମ ଭକ୍ତ ହୋଇଥାନ୍ତି, ଯାହାଫଳରେ ଏହି ଲୋକମାନଙ୍କ ସହ ଶତ୍ରୁତା କରିବା ମୁର୍ଖାମି ଅଟେ । ତେବେ ଆସନ୍ତୁ ଜାଣିବା ଏହି ୧୦ଟି ନାମ ଥିବା ଲୋକମାନଙ୍କ ବିଷୟରେ ।

୧. ଯେଉଁ ଲୋକମାନଙ୍କ ନାମ Rରୁ ଆରମ୍ଭ ହୋଇଥାଏ, ସେହି ଲୋକମାନଙ୍କ ଉପରେ ମା କାଳୀଙ୍କ ଆଶୀର୍ବାଦ ଥାଏ ଏବଂ ଏହି ଲୋକମାନଙ୍କ ଉପରେ ମା କାଳୀ ସର୍ବଦା ପ୍ରସନ୍ନ ଥାନ୍ତି । ଏହି ଲୋକମାନେ ମା କାଳୀଙ୍କ ଠାରୁ ଦୂରରେ ରହିପାରିବେ ନାହିଁ । ଏହି ଲୋକମାନଙ୍କର ମନ ସଫା ଥାଏ ।

୨. ଯେଉଁ ଲୋକମାନଙ୍କ ନାମ M ରୁ ଆରମ୍ଭ ହୋଇଥାଏ ସେହି ଲୋକମାନଙ୍କ ଉପରେ ମା କାଳୀଙ୍କ ବିଶେଷ ଆଶୀର୍ବାଦ ରହିଥାଏ । ମା କାଳୀ ଏହି ଲୋକମାନଙ୍କ ସହ ସର୍ବଦା ରହିଥାନ୍ତି, ଯାହାଫଳରେ ଏମାନଙ୍କ ଜୀବନରେ କୌଣସି ପ୍ରକାରର ଅସୁବିଧା ଆସି ନଥାଏ । ମା କାଳୀ ସବୁ ସମୟରେ ଏହି ଲୋକମାନଙ୍କ ସାହାର୍ଯ୍ୟ କରନ୍ତି ।

୩. ଯେଉଁ ଲୋକମାନଙ୍କ ନାମ P ରୁ ଆରମ୍ଭ ହୋଇଥାଏ, ସେହି ଲୋକମାନଙ୍କ ଉପରେ ମା କାଳୀ ବହୁତ ପ୍ରସନ୍ନ ରହିଥାନ୍ତି । ଏହି ନାମ ଥିବା ଲୋକମାନେ ମା କାଳୀଙ୍କର ପରମ ଭକ୍ତ ଅଟନ୍ତି । ମା କାଳୀଙ୍କ ଆଶୀର୍ବାଦ ସର୍ବଦା ଏହି ଲୋକମାନଙ୍କ ଉପରେ ରହିଥାଏ ।

୪. ଯେଉଁ ଲୋକମାନଙ୍କ ନାମ V ରୁ ଆରମ୍ଭ ହୋଇଥାଏ ମା କାଳୀ ସେହି ଲୋକ ମାନଙ୍କୁ ସର୍ବଦା ଖୁସିରେ ରଖନ୍ତି । ଅନ୍ୟ ଲୋକମାନେ ଯଦି ଏହି ଲୋକମାନଙ୍କ ସହ ଶତ୍ରୁତା କରିବେ, ତେବେ ସେମାନଙ୍କୁ ମା କାଳୀଙ୍କ ସାମ୍ନା କରିବାକୁ ପଡିଥାଏ । ଏହି ନାମ ଥିବା ଲୋକମାନେ ମା କାଳୀଙ୍କର ବିଶେଷ କୃପାଦୃଷ୍ଟି ପାଇଥାନ୍ତି ।

୫. ଯେଉଁ ଲୋକମାନଙ୍କ ନାମ S ରୁ ଆରମ୍ଭ ହୋଇଥାଏ, ସେମାନଙ୍କ ମନ ବହୁତ ସଫା ଥାଏ । ମା କାଳୀ ଏହି ଲୋକମାନଙ୍କ ସହ ସର୍ବଦା ରହିଥାନ୍ତି, ଯାହାଫଳରେ ଏମାନଙ୍କ ଜୀବନରେ କୌଣସି ପ୍ରକାରର ଅସୁବିଧା ହୋଇନଥାଏ । ମା କାଳୀ ସବୁ ସମୟରେ ଏହି ଲୋକମାନଙ୍କ ସାହାର୍ଯ୍ୟ କରନ୍ତି ।

୬. ଯେଉଁ ବ୍ୟକ୍ତି ମାନଙ୍କ ନାମ A ରୁ ଆରମ୍ଭ ହୋଇଥାଏ, ସେମାନଙ୍କ ଉପରେ ମା କାଳୀଙ୍କ ଆଶୀର୍ବାଦ ରହିଥାଏ । ଏମାନଙ୍କ ଜୀବନରେ କୌଣସି ପ୍ରକାରର ଅସୁବିଧା ଆସିନଥାଏ ଓ ଏମାନେ ସର୍ବଦା ଖୁସିରେ ରୁହନ୍ତି ।

୭. ଯେଉଁ ଲୋକମାନଙ୍କ ନାମର ଆରମ୍ଭ Bରୁ ଆରମ୍ଭ ହୋଇଥାଏ ସେହି ଲୋକମାନଙ୍କ ଉପରେ ମା କାଳୀଙ୍କ ବିଶେଷ ଆଶୀର୍ବାଦ ରହିଥାଏ । ମା କାଳୀ ଏହି ଲୋକମାନଙ୍କ ସହ ସର୍ବଦା ରହିଥାନ୍ତି, ଯାହାଫଳରେ ଏମାନଙ୍କ ଜୀବନରେ କୌଣସି ପ୍ରକାରର ଅସୁବିଧା ହୋଇନଥାଏ । ମା କାଳୀ ସବୁ ସମୟରେ ଏହି ଲୋକମାନଙ୍କ ସାହାର୍ଯ୍ୟ କରନ୍ତି ।

୮. ଯେଉଁ ଲୋକମାନଙ୍କ ନାମ C ରୁ ଆରମ୍ଭ ହୋଇଥାଏ, ସେହି ଲୋକମାନେ ମା କାଳୀଙ୍କର ପରମ ଭକ୍ତ ହୋଇଥାନ୍ତି । ଏମାନେ ସର୍ବଦା ମା କାଳୀଙ୍କୁ ପୂଜା କରିଥାନ୍ତି, ଯାହାଫଳରେ ଏମାନଙ୍କ ଜୀବନରେ କୌଣସି ସମସ୍ୟା ଦେଖା ଦେଇନଥାଏ ।

 

୯. ଯେଉଁ ଲୋକମାନଙ୍କ ନାମ J ରୁ ଆରମ୍ଭ ହୋଇଥାଏ, ସେହି ଲୋକମାନେ ମା କାଳୀଙ୍କ ଉପାସକ ଅଟନ୍ତି । ଏହି ଲୋକମାନେ ସର୍ବଦା ମା କାଳୀଙ୍କ ଆରାଧନା କରିଥାନ୍ତି ।

୧୦. ଯେଉଁ ଲୋକମାନଙ୍କ ନାମ D ରୁ ଆରମ୍ଭ ହୋଇଥାଏ, ସେହି ଲୋକମାନଙ୍କ ଉପରେ ମା କାଳୀଙ୍କ ଆସିମ କୃପା ଦୃଷ୍ଟି ରହିଥାଏ । ଏମାନେ ତାଙ୍କ ଜୀବନରେ ସମସ୍ତ ପ୍ରକାରର ସଫଳତା ହାସଲ କରନ୍ତି ଓ ମା କାଳୀଙ୍କ ଆରାଧନା କରନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button