ଆଖିରେ ଆଖିଏ ଲୁହ, ବାପା Naba Das ଙ୍କ ଅସ୍ଥି ଧରି ପ୍ରୟାଗରାଜ ଗଲେ ପୁଅ ପୁଅ Vishal

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଅସ୍ଥି ଧରି ପ୍ରୟାଗରାଜ ଗଲେ ପୂର୍ବତନ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କ ପୁଅ । ତେବେ ନିକଟ ଅତୀତରେ ମନ୍ତ୍ରୀ ନବ ଦାସଙ୍କୁ gulee mada କରିବା ସହିତ ମନ୍ତ୍ରୀ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ପରଲୋକ ଘଟିଥିଲା । ତେବେ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଲ ନିଜ ବାପାଙ୍କ ଅସ୍ଥି ନେଇ ପ୍ରୟାଗରାଜ ଯିବେ ବୋଲି ବାହାରିଛନ୍ତି । ତେବେ ସବୁ ପ୍ରକାର ବ୍ୟବସ୍ଥା କରି ଘର ପରିବାର ଲୋକଙ୍କ ସହ ଆଲୋଚନା କରି ମନ୍ତ୍ରୀ ନବ ଦାସଙ୍କ ଅସ୍ଥି ପ୍ରୟାଗରାଜଠାରେ ବିସର୍ଜନ ହେବ ବୋଲି ସ୍ତିର କରାଯାଇଛି ।
ତେବେ ତେବେ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଲ ଦାସଙ୍କ ପ୍ରୟାଗରାଜ ଯିବାର କଥାରେ ସବୁ ପ୍ରକାର ବ୍ୟବସ୍ଥା ମଧ୍ୟ କରାଯିଛି । ତେବେ ତାଙ୍କ ନିମନ୍ତେ କଡା ସୁରକ୍ଷା ଦାୟିତ୍ଵ ମଧ୍ୟ ରଖା ଯାଇଛି । ଗତ ନିକଟ ଅତୀତରେ ପୂର୍ବତନ ସ୍ଵାସ୍ଥ ମନ୍ତ୍ରୀ ଏ ସଭାକୁ ଯାଉଥିବା ସମୟରେ ପୁରାତନ ପୋଲିସ ASI ଗୋପାଳ ଦାସ ମନ୍ତ୍ରୀଙ୍କୁ ଟାର୍ଗେଟ କରି ରହିଥିଲା ।ତେବେ ମନ୍ତ୍ରୀ ନବ ଦାସ ଗାଡିରୁ ବାହାରିବା ସମୟରେ ସୁଯୋଗ ଅପେକ୍ଷାରେ ରହିଥିବା ଗୋପାଳ ଦାସ ମନ୍ତ୍ରୀ ନବ ଦାସଙ୍କୁ gulee mada କରିଥିଲା । ତାପରେ ମନ୍ତ୍ରୀଙ୍କ ସ୍ଵାସ୍ଥ ଅବସ୍ଥା ଅତି ଅତି ଗୁରୁତର ହୋଇଯାଇଥିଲା । ତେବେ ସଙ୍ଗେ ସଙ୍ଗେ ଏୟାରଲିଫ୍ଟିଂ କରି ଭୁବନେଶ୍ବର ସ୍ଥିତି ଆପୋଲୋ ଚିକିତ୍ସାଳୟକୁ ଅଣା ଯାଇଥିଲା । ତେବେ ସେଠାରେ ମନ୍ତ୍ରୀ ନବ ଦାସଙ୍କୁ ଚିକିତ୍ସାଧୀନ ଅବସ୍ଥାରେ ହିଁ ମୃ-ତ ଘୋଷଣା କରଯାଇଥିଲା ।
ତେବେ ମନ୍ତ୍ରୀଙ୍କୁ mariba ପାଇଁ ଗୋପାଳ ଦାସଙ୍କୁ ଅଭିଯୁକ୍ତ ଭାବରେ କାବୁ କରି ରଖା ଯାଇଥିଲା । ତେବେ ଏପରି ଏକ ବଡ ପ୍ରଭାବସାଳୀ ମନ୍ତ୍ରୀ ନବ ଦାସଙ୍କୁ ହତୟଆ କରାଯିବା ପଛରେ ପ୍ରକୃତରେ କାହାର ହାତ ରହିଥିଲା । ତାହା ଯଦିଓ ବର୍ତ୍ତମାନ ସମୟରେ ସ୍ପଷ୍ଠ ହୋଇପାରିନାହିଁ । ତେବେ ସମସ୍ତ ତଥ୍ୟ ସଂଗ୍ରହ କରି ପୂର୍ବତନ ସ୍ଵାସ୍ଥ ମନ୍ତ୍ରୀଙ୍କର ହତୟଆ ପଛରେ ଥିବା ଷ-ଅଡ-ଯଅନ୍ତ୍ର କାରୀ ହାତକୁ ଧରା ହେବାର ପ୍ରୟାସ କରାଯାଊଛି ।
ତେବେ ବହୁତ ଶୀଘ୍ର ମନ୍ତ୍ରୀ ନବ ଦାସ ହତୟଆ ଉପରୁ ପରଦା ଉଠିବ ବୋଲି କ୍ର-ଆଇ-ମ ବ୍ରାଞ୍ଚ ପୁରାପୁରି ଲାଗି ପଡିଛି ।




