କଟକ ବିଧାୟକଙ୍କୁ ହଟେଇବାକୁ ଚେଷ୍ଟା କରୁଛନ୍ତି ବିରୋଧୀ, ନବଙ୍କ ଭଳି ହେବନି ତ ଅବସ୍ଥା ? କଣ କହୁଛନ୍ତି ଏହି ବ୍ୟକ୍ତି ଜଣକ, ଦେଖନ୍ତୁ ଏହି ଭିଡିଓ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କଟକର ଚୌଦାର ବିଧାୟକଙ୍କୁ ହଟେଇବାକୁ ଚେଷ୍ଟା କରୁଛନ୍ତି ବିରୋଧୀ । ତେବେ ଏପରି କିଛି ଖବରର ଭିଡିଓ ବର୍ତ୍ତମାନ ସମୟରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ତେବେ ଜଣେ ବ୍ୟକ୍ତି ଚୌଦାର ଶୌଭିକ ବିଶ୍ଵାଳ ଓ ପ୍ରଭାତ ବିଶ୍ଵାଳଙ୍କୁ ହଟେଇବାକୁ ଚେଷ୍ଟା କର । ଯାହାକି ମୁଁ ଅଫିସିଆଲି ଡିକଲାର କରିଲି ବୋଲି କହୁଛି । ତେବେ ବ୍ୟକ୍ତି ଜଣଙ୍କ ରାସ୍ତା ଉପରେ ଠିଆ ହୋଇ ପୁରା ଜୋସର ସହ ଅନ୍ୟ ଏକ ବ୍ୟକ୍ତି ଜଣଙ୍କ ସହିତ ଏପରି କିଛି କଥାବାର୍ତ୍ତା କରୁଥିବାର ଭିଡିଓ ନଜର ଆସିଛି ।

ତେବେ ପ୍ରଭାତ ବିଶ୍ଵାଳଙ୍କ ପୁଅ ଶୌଭିକ ବିଶ୍ଵାଳ ବହୁତ ଶୀଘ୍ର ନିଜ ଜୀବନରେ ସଫଳତାର ପାହଞ୍ଚ ଚଢାଇବାରେ ସକ୍ଷମ ହୋଇଛନ୍ତି । ଏହା ସହିତ କେବଳ ଚୌଦାର କାହିଁକି ଓଡିଶା ବ୍ୟାପୀ ବହୁ ଏରିଆରେ ମଧ୍ୟ ପ୍ରଭାତ ବିଶ୍ଵାଳଙ୍କ ପ୍ରଭାବ ରହିଛି । ଯେଉଁ କାରଣରୁ ଅନେଇକ କିଛି ବିରୋଧୀଙ୍କ ନଜରରେ ରହିଛନ୍ତି ଚୌଦାର ବିଧାୟକ ଶୌଭିକ ବିଶ୍ଵାଳ । ତେବେ ଯେଉଁଠି ବ୍ୟକ୍ତି ଜଣଙ୍କ ଅନ୍ୟ ଏକ ବ୍ୟକ୍ତି ସାମ୍ନାରେ ଏପରି ଖୁଲମ ଖୁଲା ବ୍ୟକ୍ତ କରି କହିଛନ୍ତି ।
କଟକ ଚୌଦାରରୁ ଶୌଭିକ ବିଶ୍ଵାଳ ଓ ପ୍ରଭାତ ବିଶ୍ଵାଳଙ୍କୁ ଫିନିସ କର । ତେବେ ବର୍ତ୍ତମାନ ସମୟରେ ଚର୍ଚା ଉଠୁଛି । ଯେ ପ୍ରଭାବଶାଳୀ ନେତା ତଥା ମନ୍ତ୍ରୀ ମାନଙ୍କୁ ଯେଉଁମାନେ ରାଜନୀତିରେ ବହୁ ଉନ୍ନତି କରୁଛନ୍ତି । ତାଙ୍କ ପଛରେ ଏପରି ଭାବରେ ବିରୋଧୀ ମାନେ ଷ-ଅଡ-ଯ-ଅନ୍ତ୍ର କରି ପଛରେ ପଡିଯାଉଛନ୍ତି । ଏହା ସହିତ ସେମାନଙ୍କର କ୍ଷତି କରିବାକୁ ମଧ୍ୟ ପଛ ଘୁଞ୍ଚା ଦେଉନାହାନ୍ତି । ତେବେ ନିକଟ ଅତୀତରେ ପୂର୍ବତନ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କ ହତୟଆ ମାମଲା ପଛରେ କାହାର ଷ-ଅଡ-ଯ-ଅନ୍ତ୍ର ରହୁଛି ।
ବୋଲି ଯଦିଓ ସ୍ପଷ୍ଠ ହୋଇନାହିଁ । ତେବେ ଯେହେତୁ ସେ ଜଣେ ମଧ୍ୟ ଟାଣୁଆ ନେତା ଥିଲେ । ତେଣୁ ତାଙ୍କ ଉପରେ ମଧ୍ୟ ଅନେକ ବିରୋଧୀ ଲୋକଙ୍କ ନଜର ରହିଥିଲା । ତେବେ ସେପରି ଭାବରେ ଚୌଦାର ବିଧାୟକ ଶୌଭିକ ବିଶ୍ଵାଳଙ୍କୁ ମଧ୍ୟ କେହି ଟାର୍ଗେଟ କରି ରହୁନାହାନ୍ତି ତ ! ତେବେ ଚୌଦାରରୁ ପ୍ରଭାତ ବିଶ୍ଵାଳ ଓ ଶୌଭିକ ବିଶ୍ଵାଳଙ୍କୁ ହଟାଇବାକୁ ଚେଷ୍ଟା କରିବା କଥା କିଏ କହିଛି ।

ତାହା ଯଦିଓ ଭିଡିଓରେ ସ୍ପଷ୍ଠ ହୋଇନାହିଁ । ତେବେ ଚୌଦାର ବିଧାୟକଙ୍କ ଉପରେ କିଛି ବିରୋଧୀ ଲୋକଙ୍କର ଟାର୍ଗେଟ ରହିଛି ବୋଲି କଥା ଜୋରସୋର ଚର୍ଚା ହେଉଛି ।




