ମିନାକ୍ଷୀକୁ ତକିଆ ହେଲା କାଳ ! ବାହାଘରକୁ 12 ଦିନ ନ ପୁରୁଣୁ ଘଟିଗଲା ଏଭଳି କାଣ୍ଡ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ତକିଆ ନେଇଗଲା ଜୀବନ ! ଥମୁନି ବଧୁ ହତୟଆ ! ଯୌତୁକ ଯୂଈରେ ଜଳିଗଲା ନବବଧୁ ! ତେବେ ହଁ ବନ୍ଧୁଗଣ ଏପରି କିଛି ଅଭାବନୀୟ ଘଟଣା ନରସିଂହପୁର ଥାନା ନିମସାହି ଗ୍ରାମରେ ଘଟିଯାଇଛି । ତେବେ ବାହାଘରକୁ ମାତ୍ର ୧୨ ଦିନ ପୁରୁ ପୁରୁ ଏପରି କିଛି ନୃ-ଋଶଂ-ଶ କା-ଣ୍ଡ ଘଟିଯାଇଛି । ତେବେ ବୋହୁ ଶୋଇଥିବା ବେଳେ ଶାଶୁ ଘର ଲୋକେ ବୋହୁକୁ ତକିଆ ପ-କେ-ଇ ହତୟଆ କରିଛନ୍ତି ବୋଲି ମୃ-ତ ଝିଅର ମା’ କହିଛନ୍ତି ।

ତେବେ ଝିଅ ମିନାକ୍ଷୀଙ୍କ ମା’ ଙ୍କ କହିବା ଅନୁଯାଇ ଗତ ୧୨ ଦିନ ତଳେ ଝିଅର ବାହାଘର ନିମସାହି ଗ୍ରାମର ବାପି ନାୟକଙ୍କ ସହ ହୋଇଥିଲା । ତେବେ ଯୌତୁକ ପାଇଁ ଝିଅକୁ ମଧ୍ୟ ନି-ଇର୍ଯା-ତ-ଅନା ଦେଉଥିଲେ । ତେବେ ଯେତେବେଳେ ଝିଅର ଭଲ ମନ୍ଦ ବୁଝିବା ପାଇଁ ମା’ ରାତିରେ ଝିଅ ପାଖକୁ ଫୋନ କରିଥିଲେ । ଶାଶୁ ଘର ଲୋକେ ଭଲ ମଜାରେ କହିଥିଲେ । ଯେ ଆମେ ବୋହୁକୁ ନେଇ ଯାତ୍ରା ବୁଲିବା ପାଇଁ ଆସିଛୁ ।
ତେବେ ଏହି ଘଟଣା ପରେ ଝିଅ ମିନାକ୍ଷୀଙ୍କ ଘର ଲୋକେ ଝିଅର ଶାଶୁ ଘରକୁ ଆସିଥିଲେ । ତାପରେ ଝିଅକୁ ହତୟଆ କରିଥିବା ଶାଶୁଘର ଲୋକଙ୍କ ନାମରେ ମଧ୍ୟ ନରସିଂହପୁର ଥାନାରେ ଅଭିଯୋଗ ଦେଇଥିଲେ । ତେବେ ଝିଅ ଉପରେ ମାନସିକ ନି-ଇର୍ଯା-ତ-ଅନା ଦେବା ସହ ଝିଅକୁ ତକିଆ ତଳେ ଚା-ପି ଦେଇ ଅତି ନୃ-ଋଶଂ-ଶ ଭାବରେ ଶାଶୁ ଘର ଲୋକେ ଏପରି କରିଛନ୍ତି ।

ବୋଲି ଝିଅ ଘର ଲୋକେ ଥାନାରେ ଜଣାଇବା ସହ ତାଙ୍କ ଝିଅ ମିନାକ୍ଷୀକୁ ନ୍ୟାୟ ମିଳୁ ବୋଲି ଦାବୀ କରିଛନ୍ତି । ତେବେ ପୋଲିସ ଘଟଣା ସ୍ତଳକୁ ଆସି ଘଟଣା ଉପରେ କଡାକଡି କରି ତଦନ୍ତ ଆରମ୍ଭ କରିଦେଇଛି ।




