ମନୋରଞ୍ଜନ

ରସିକିଆ କ୍ରିକେଟର ସୁନିଲ ନାରିନ୍‌ଙ୍କ ପ୍ରେମ କାହାଣୀ..IPL ଖେଳୁ ଖେଳୁ ଝିଅଙ୍କ ସହ ଖେଳ, ଭାରତୀୟ ଯୁବତୀଙ୍କୁ ପ୍ରେମ ଜାଲରେ ଫସେଇ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ IPL  ମ୍ଯାଚ ଖେଳୁ ଖେଳୁ ଭାରତୀୟ ଯୁବତୀଙ୍କ ସହ ଖେଳିଲେ ଖେଳ ! ପ୍ରେମ ଓ ତାପରେ ହୋଇଗଲା ବିବାହ ! ତେବେ ସୂଚନା ମୁତାବିକ ୱେଷ୍ଟନ୍ଡିଜ କ୍ରିକେଟର ସୁନୀଲ ନାରିନଙ୍କ ପ୍ରେମ କାହାଣୀ ଏବେ ଚର୍ଚାରେ ! ତେବେ ଥରେ ନୁହେଁ ବଂର ଦୁଇ ଦୁଇ ଥର ବିବାହ କରିଛନ୍ତି କ୍ରିକେଟର ସୁନୀଲ ନାରିନ । ବିଦେଶୀ କ୍ରିକେଟର ହୁଅନ୍ତୁ ବା ଅନ୍ୟ କିଏ ଆମ ଭାରତୀୟ ସୁନ୍ଦରୀ ଝିଅଙ୍କ ପ୍ରେମରେ ପଡି ପରେ ତାଙ୍କ ସହ ବାହାଘର ହେବା । ଏହି କଥା କିଛି ନୂଆ ନୁହେଁ ।

ହେଲେ କିଛି ବିଦେଶୀଙ୍କ ଭାରତୀୟ ଝିଅଙ୍କ ସହ ପ୍ରେମ ବିବାହ ସଫଳ ହୋଇ ଉଦାହରଣ ସୃଷ୍ଟି କରୁଥିବା ବେଳେ ଅନ୍ୟ ଜଣଙ୍କର କିଛି ବର୍ଷ ପରେ ସମ୍ପର୍କରେ ଫାଟ ଆସିଯାଇଥାଏ । ତେବେ କଲିକତା ନାଇଟ ରାଇଡ଼ର ପାଇଁ ୱେଷ୍ଟନ୍ଡିଜରୁ ଆସିଥିବା ବିଦେଶୀ ଖେଳାଳୀ ହେଉଛନ୍ତି ସୁନୀଲ ନାରୀନ । T -20 ମ୍ଯାଚ ସମୟରେ ସବୁଠାରୁ ସଫଳ ସ୍ପିନର ଭାବେ ନିଜର ନାମ କରିଥିବା ୱେଷ୍ଟଇଣ୍ଡଯର କ୍ରିକେଟର ସୁନୀଲ ଙ୍କର ପ୍ରେମ ବିବାହକୁ ଯଦିଓ ବହୁ ବର୍ଷ ବିତିଯାଇଛି ।

ହେଲେ ତାଙ୍କର ବିବାହକୁ ନେଇ ବହୁତ ଲୋକ ଏପରି କିଛି ସୂଚନା ଜାଣିବାକୁ ପାଇନାହାନ୍ତି । ଭାରତୀୟ ମୂଳ ବାସିନ୍ଦା ନନ୍ଦିତାଙ୍କୁ ପ୍ରଥମେ ସୁନୀଲ ପ୍ରେମ ବିବାହ କରିଥିଲେ । ତେବେ ଉଭୟଙ୍କର ୨୦୧୩ ମସିହାରେ ବାହାଘର ହୋଇଥିଲା । ହେଲେ ଏହି ବିବାହ ସାରା ଜନ୍ମ ପାଇଁ ଚିରସ୍ଥାୟୀ ହୋଇ ରହିପାରିନଥିଲା । ୩ ବର୍ଷ ପରେ ଉଭୟଙ୍କର ଛାଡପତ୍ର ହୋଇଯାଇଥିଲା । ତାପରେ ନିଜର ଏକୁଟିଆପଣକୁ ଦୂର କରିବା ପାଇଁ ପୁଣି ଥରେ ବିବାହ ବନ୍ଧନରେ ସୁନୀଲ ବାନ୍ଧିହୋଇଯାଇଥିଲେ ।

ତେବେ ସୁନୀଲ ଆଞ୍ଜେଳିଆ ନାମକ ଜଣେ ସୁନ୍ଦରୀ ଝିଅଙ୍କୁ ପୁଣି ଥରେ ପ୍ରେମ ଜାଲରେ ବାନ୍ଧି ୨୦୨୦ ମସିହାରେ ବିବାହ କରିଦେଇଥିଲେ । ତାପରେ ଉଭୟ ବିବାହ ମଧ୍ୟ ଖୁବ ଶୀଘ୍ର କରିଦେଇଥିଲେ । ଏବେ ଉଭୟଙ୍କର ଗୋଟିଏ ପୁତ୍ର ସନ୍ତାନ ମଧ୍ୟ ରହିଛି । ତେବେ ସେବେ ଠାରୁ ଆଜି ପର୍ଯ୍ୟନ୍ତ ଉଭୟଙ୍କର ଦାଂପତ୍ଯ ଜୀବନ ବହୁତ ଭଲ ଭାବରେ ଚାଲିଛି।

ତେବେ ନିଜର ବ୍ୟସ୍ତବହୁଳ ସମୟ ମଧ୍ୟରୁ ସମୟ ବାହାର କରି କ୍ରିକେଟର ସୁନୀଲ ନାରିନ ନିଜର ତଥା ପରିବାର ସହ ଫୋଟ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button