ଜ୍ୟୋତିଷ

ଶନିବାର ଦିନ ଏହି ୫ ଟି କାମ କରନ୍ତୁ ନାହିଁ, ସମସ୍ୟା ମାଡି ଆସିବ

ବନ୍ଧୁଗଣ ଯଦି ଆପଣଙ୍କ ଜୀବନରେ ବହୁତ ଅଧିକ ସଂ-ଘ-ର୍ଷ ବଢି ଯାଇଛି ତ ଆପଣଙ୍କୁ କିଛି ଜିନିଷର ବହୁତ ଧ୍ୟାନ ରଖିବା ଉଚିତ। ଆପଣଙ୍କୁ ଲାଗେ କି ଜୀବନରେ କେବଳ ସଂ-ଘ-ର୍ଷ ହିଁ ସଂ-ଘ-ର୍ଷ ଅଛି। ଜୀବନ ଆପଣଙ୍କର ଭଲରେ ଚାଲୁନାହିଁ ଆପଣ ଲକ୍ଷେ ଚେଷ୍ଟା କଲେ ମଧ୍ୟ କିଛି କରି ପାରୁନାହାନ୍ତି ଏହାର କାରଣ ଏହା ଅଟେ କି କେଉଁଠି ନାଁ କେଉଁଠି ଆପଣଙ୍କର ଶନିଦେବ କପିତ ଅଛନ୍ତି। ତ ଏମିତିରେ ଶନିବାର ଦିନ କିଛି ଏମିତି କାର୍ଯ୍ୟ ହୋଇଥାଏ ଯାହାକୁ ଭୁଲରେ ବି ନକରିବା ଉଚିତ। କାହିଁକିନା ସେହି କାର୍ଯ୍ୟ ଗୁଡିକୁ କରିବା ଦ୍ୱାରା ଜଣା ଅଜଣାରେ ଶନିଦେବ ରୁଷ୍ଟ ହୋଇଯାଇଥାନ୍ତି। ଏବଂ ଜୀବନରେ ଦୁଃଖ ଏବଂ ପୀ-ଡା ବଢିଯାଇଥାଏ। ଆଜି ଆମେ ଆପଣଙ୍କୁ ଜଣେଇବୁ କି ଶାସ୍ତ୍ର ଅନୁସାରେ କଣ ସେହି ସବୁ କାର୍ଯ୍ୟ ଅଟେ। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

Google

ବନ୍ଧୁଗଣ ଜ୍ୟୋତିଷ କହିଥାଏ କି ଶନିବାର ଦିନ ଦାନ ଅବଶ୍ୟ କରିବା ଉଚିତ। ଅସ୍ତ ଗଛ ମୂଳରେ ଦୀପ ନିଶ୍ଚୟ ଜ-ଳା-ଇବା ଉଚିତ। କିନ୍ତୁ ପ୍ରତ୍ୟକ ମଣିଷ ପାଇଁ ଏହି ଜିନିଷ ସମ୍ଭବ ହୋଇନଥାଏ।ଦାନ ତ ଆପଣ କରିପାରିବେ କିନ୍ତୁ କଣ ନକରିବା ଉଚିତ। ତାହା କେଉଁ କାର୍ଯ୍ୟ ଅଟେ। ଗୋଟେ କଥା ସବୁବେଳେ ମନେରଖନ୍ତୁ ଯେ ଶାସ୍ତ୍ର କହିଥାଏ କି ଶନିବାର ଦିନ ଯେବେ ଆପଣ ଝାଡୁ ପୋଛା ଲଗାଉଛନ୍ତି ତେବେ ଲୁଣ କିମ୍ବା ଫିଟିକିରି ପକେଇ ପୋଛା ଲଗାନ୍ତୁ। ଶାସ୍ତ୍ର ଏହାବି କହିଥାଏ କି ରସୁଣ ପିଆଜ ଶନିବାର ଦିନ ନଖାଇବା ଉଚିତ। ଆପଣଙ୍କର ଶନି କମଜୋର ହୋଇଯାଇଥାଏ। ଏବଂ ଶନିଦେବ ରୁ-ଷ୍ଟ ହୋଇଯାଇଥାନ୍ତି। ମାନ୍ୟତା ଅଛି କି ଏହି ଦିନ ଯଦି ଆପଣ ତେଲ କିଣୁଛନ୍ତି ସେ ସୋରିଷ ହେଉ, ନଡିଆ ତେଲ ହେଉ କିମ୍ବା କୌଣସି ବି ତେଲ ହେଉ ଏହା ଦ୍ୱାରା ଘରେ ନା-କାରା-ତ୍ମ-କତା ବଢିଥାଏ। ଘରେ ଅଶୁଭ ଘ-ଟ-ଣା ଘଟିବାକୁ ଲାଗିଥାଏ। ଶନିବାର ଦିନ ତେଲ କିଣିବା ଠାରୁ ଦୁରେଇ ରୁହନ୍ତୁ। ଶନିବାର ଦିନ ଲୁହାର ଜିନିଷ ନକିଣିବା ଉଚିତ। ଏହା ଦ୍ୱାରା ବି ଶନିଦେବ ରୁଷ୍ଟ ହୋଇଯାନ୍ତି। କିନ୍ତୁ ଖାସ କରି ଲୁହା ଦ୍ୱାରା ନିର୍ମିତ ବିଶେଷ ବସ୍ତୁ ଗୁଡିକୁ ଦାନ କରିବା ବହୁତ ଶୁଭ ଦାୟକ ହୋଇଥାଏ। ଶନିବାର ଦିନ କାହା ଠାରୁ ବି ଉ-ଦ୍ଧା-ର ନିଅନ୍ତୁ ନାହିଁ। ଋ-ଣ ନିଅନ୍ତୁ ନାହିଁ। ଶନିବାର ଦିନ କାହାକୁ ହି କ-ର-ଜ ଦିଅନ୍ତୁ ନାହିଁ। କାହାକୁ ଯଦି ଆପଣ ଉ-ଦ୍ଧା-ର ବା କ-ର-ଜ ଦେଉଛନ୍ତି ତ ଲମ୍ବା ସମୟ ଧରି ଆପଣଙ୍କୁ ଏହା ରିଟନ ମିଳିପାରିବ ନାହିଁ। ଏବଂ ଯଦି ନେଉଛନ୍ତି ତ ସୁଝି ପାରିବେ ନାହିଁ। ଶନିବାର ଦିନ ଲୁଣ ମଧ୍ୟ ନକିଣିବା ଉଚିତ। ମାନ୍ୟତା ଅଛି କି ଶନିବାର ଦିନ ଲୁଣ କିଣିବା ଦ୍ୱାରା ଶନିଦେବ ରୁଷ୍ଟ ହୋଇଯାନ୍ତି। ଏବଂ କ-ରଜ-ର ବୋଝ ବଢି ଯାଇଥାଏ। କେତେ ବିମାରି ବି ଆପଣଙ୍କୁ ସମସ୍ୟାରେ ପକାଇପାରେ। ଶନିବାର ଦିନ ଆ-ମି-ଷ, ନି-ଶା ଦ୍ର-ବ୍ୟ ସେ-ବ-ନ କରିବା ଦ୍ୱାରା ଶନିଦେବ ରୁ-ଷ୍ଟ ହୋଇଯାନ୍ତି। ଏବଂ ଜୀବନରେ ସମସ୍ୟା ବଢିଯାଇଥାଏ। ଏମିତିରେ ତ କଳା ରଙ୍ଗର ଜୋତା ବି ଶନିବାର ଦିନ କିଣନ୍ତୁ ନାହିଁ। ଏବଂ କଳା ରଙ୍ଗର କୌଣସି ବି ଜିନିଷ ଯେମିତି ପର୍ସ, ବେଲ୍ଟ ଇତ୍ୟାଦି କିଣନ୍ତୁ ନାହିଁ। ତେବେ ବନ୍ଧୁଗଣ ଏହା ଥିଲା ଶନିବାର ଦିନ ଆପଣ ମାନଙ୍କ ପାଇଁ କେଉଁ କାର୍ଯ୍ୟ ନକରିବା ଉଚିତ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button