15+ GK Quiz- ସ୍ତ୍ରୀ ନିଜର ସ୍ଵାମୀ କୁ ନିଜର ସବୁ କିଛି ଦେଇଥାଏ କିନ୍ତୁ ଗୋଟେ ଜିନିଷ କେବେ ବି ଦିଏ ନାହିଁ , କୁହ କଣ ?

ବନ୍ଧୁଗଣ ଆମେ ସମସ୍ତେ ସର୍ବଦା ନୂଆ ନୂଆ ବିଷୟ ଶିଖିବା ପାଇଁ ଉଦଯୋଗୀ ହୋଇଥାଉ । ସାଧାରଣ ଜ୍ଞାନ ମଣିଷ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଯାଏ ସମସ୍ତେ ପ୍ରାପ୍ତ କରିଥାନ୍ତି । ଜ୍ଞାନର ବିକାଶ ମଣିଷର ସଫଳତା ପ୍ରତି ପ୍ରଥମ ପାଦ ଅଟେ । ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ଜଣେ ବ୍ୟକ୍ତିର ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସରି ନ ଥାଏ । ଏହି ଯେପରି ଆମେ ଯେତେ ମଧ୍ୟ ଜ୍ଞାନ ଜାଣିଥାଊ । ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ଆଜିର ଦୁନିଆରେ ବହୁ ଗୁଡିଏ କଥାମାନ ରହିଅଛି । ତେବେ ଚାଲନ୍ତୁ ସେହିପରି କିଛି ଆପଣ ମାନଙ୍କ ନିକଟରେ ଜଣା ଓ ଅଜଣାର କଥା ଆଲୋଚନା କରିବା ।

1- ଏମିତି କେଉଁ ଜିନିଷ ଅଛି ଯାହାକୁ କାଟିବା ପରେ ଲୋକେ ଗୀତ ଗାଇଥାନ୍ତି ?
ଉତ୍ତର- ଜନ୍ମଦିନ କେକ ।
2- କେଉଁ ଦେଶରେ ଗାଳି ଦେଲେ 5 ବର୍ଷ ଯାଏଁ ଦଣ୍ଡ ମିଳିଥାଏ ?
ଉତ୍ତର- କ୍ୟୁବା ।
3- ସୁନାର ପାହାଡ କେଉଁ ଦେଶକୁ କୁହାଯାଏ ?
ଉତ୍ତର- କଙ୍ଗୋ ।
4- ସବୁଠୁ ଅଧିକ ଦିନ ବଞ୍ଚୁଥିବା ଜୀବ ର ନାଁ କଣ ?
ଉତ୍ତର- କଇଁଛ ।
5- କେଉଁ ଦେଶରେ ବିବାହ କରିବା ଅନିବାର୍ଯ୍ୟ ?
ଉତ୍ତର- ଆଇସଲ୍ୟାଣ୍ଡ ।
6- ମାରିବା ପରେ ମଣିଷର ମସ୍ତିସ୍କ କେତେ ସମୟ ଯାଏଁ ଜୀବିତ ରହିଥାଏ ?
ଉତ୍ତର- 10 ମିନିଟ ।
7- ଭାରତର ଦ୍ଵିତୀୟ ତାଜମହଲ କାହାକୁ କୁହାଯାଏ ?
ଉତ୍ତର- ବିବି କା ମକବାରା ।
8- ଏମିତି କେଉଁ ପ୍ରାଣୀ ଅଛି ଯାହାର 3ଟି ହୃଦୟ ଓ 9ଟି ମସ୍ତିସ୍କ ଅଛି ?
ଉତ୍ତର- ଅକ୍ଟୋପସ ।
9- ବିଶ୍ବରେ କଳା ହଂସ କେଉଁ ଠାରେ ଦେଖାଯାଏ ?
ଉତ୍ତର- ଅଷ୍ଟ୍ରେଲିୟା ।

10- ଏମିତି କେଉଁ ଜିନିଷ ଅଛି ଯାହା ଖାଇବା ପୂର୍ବରୁ ଦେଖାଯାଏ ନାହିଁ ?
ଉତ୍ତର- ଧୋକା ।
11- ଗରିବର ବାଦାମ କାହାକୁ କୁହାଯାଏ ?
ଉତ୍ତର- ମୁଙ୍ଗଫଲି ।
12- ଭାରତର ସବୁଠାରୁ ଉଚ୍ଚ ଇମାରତ କଣ ଅଟେ ?
ଉତ୍ତର- ପ୍ଲେ ରୟାଲ ।
13- କଳ୍ପନା ଚାୱଲା ଅନ୍ତରିକ୍ଷରେ କେତେ ସମୟ ବିତାଇଥିଲେ ?
ଉତ୍ତର- 31 ଦିନ 14 ଘଣ୍ଟା 54 ମିନିଟ ।
14- ଏମିତି କଣ ଯାହା ନିମ୍ବ ଓ କଲରା ଠାରୁ ପିତା ଲାଗେ ?
ଉତ୍ତର- ସତ କଥା ।
15- ତାଜମହଲ ତିଆରି କରିବାରେ ସେହି ସମୟରେ କେତେ ଟଙ୍କା ଖର୍ଚ୍ଚ ହୋଇଥିଲା ?
ଉତ୍ତର- 32 କୋଟି ।
16- ଭାରତର ସବୁଠୁ ଲମ୍ବା ଟ୍ରେନର ନାଁ କଣ ?
ଉତ୍ତର- ଶେଷନାଗ ।
17- ଭାରତର ଐତିହାସିକ ସ୍ମାରକ ଚାରମିନାର କେଉଁ ଠାରେ ଅଛି ?
ଉତ୍ତର- ହାଇଦ୍ରାବାଦ ।
18- ନେପାଳର ସବୁଠୁ ଧନୀ ବ୍ୟକ୍ତି କିଏ ?
ଉତ୍ତର- ବିନୋଦ ଚୌଧୁରୀ ।
19- ସ୍ତ୍ରୀ ନିଜର ସ୍ଵାମୀ କୁ ନିଜର ସବୁ କିଛି ଦେଇଥାଏ କିନ୍ତୁ ଗୋଟେ ଜିନିଷ କେବେ ବି ଦିଏ ନାହିଁ । କୁହ କଣ ?
ଉତ୍ତର- ନିଜର ନାମ ।





