Love Quiz-ଯଦି ଆପଣ ବି ଚାହୁଁଥାନ୍ତି ସେ ହୃଦୟରୁ କାହାକୁ ଅଧିକ ଭଲ ପାଇଛନ୍ତି ଜାଣିବା ପାଇଁ… Choose an alphabet.

ଯଦି ଆପଣ ବି କାହାର ମନର କଥା ଜାଣିବାକୁ ଚାହୁଁଛନ୍ତି । ତାଙ୍କ ମନରେ ସବୁଠାରୁ ଅଧିକ ପ୍ରେମ କାହା ପାଇଁ ରହିଛି ? ଜାଣିବା ପାଇଁ ଇଛା କରୁଥାନ୍ତି । ତେବେ a,b,c ଓ d ଏହି 4ଟି ଆଲଫାବେଟ୍ ମଧ୍ୟରୁ କୌଣସି ଏକ ଲେଟରକୁ ଚୟନ କରନ୍ତୁ । ଏହାପରେ ଆପଣ ଜାଣିବାକୁ ଚାହୁଁଥିବା ପର୍ଶନଙ୍କ ମନରେ ସବୁଠାରୁ ଅଧିକ କାହା ପାଇଁ ପ୍ରେମ ରହିଛି ଜାଣିପାରିବେ ? ତେବେ ଚାଲନ୍ତୁ ଆଉ ସମୟ ବିଳମ୍ବ ନକରି ଆପଣ ବାଛିଥିବା ନମ୍ବର ଅନୁଯାଇ ତାଙ୍କ ହୃଦୟରେ ସବୁଠାରୁ ଅଧିକ ଭଲ ପାଇବା କାହା ପାଇଁ ରହିଛି ? ତାହା ବ୍ବିଶୟରେ ଆଲୋଚନା କରିନେବା ।

a-ଯଦି ଆପଣ ଏହି ଲେଟରକୁ ଚୟନ କରିଛନ୍ତି । ତେବେ ଏଠାରେ ଆମେ ଆପଣଙ୍କୁ କହିବା ପାଇଁ ଚାହୁଁଛୁ । ଏହି ବ୍ୟକ୍ତିଙ୍କ ମନରେ ସବୁଠାରୁ ଅଧିକ ଭଲ ପାଇବା ତାଙ୍କ ପ୍ରଥମ ପ୍ରେମ ପ୍ରତି ରହିଛି । ଯାହାକୁ ସେ ନିଜର ହୃଦୟରୁ ଭଲ ପାଉଛନ୍ତି ।
b-ଯଦି ଆପଣ ଏହି b ଲେଟରକୁ ଚୟନ କରିଛନ୍ତି । ତେବେ ଏଠାରେ ଆମେ ଆପଣଙ୍କୁ କହିବ ପାଇଁ ଚାହୁଁଛୁ । ସବୁଠାରୁ ଅଧିକ ପ୍ରେମ ଏହି ବ୍ୟକ୍ତିଙ୍କ ମନରେ ଆପଣଙ୍କ ପାଇଁ ରହିଛି । କାରଣ ସେ ଆପଣଙ୍କୁ ବହୁତ ହିଁ ପସନ୍ଦ କରିବା ସହ ଭଲ ମଧ୍ୟ ପାଇଥାନ୍ତି । ଆପଣଙ୍କୁ ସେ ନିଜ ଠାରୁ କେବେ ଦୂରେଇ ଦେବାକୁ ଚାହାନ୍ତି ନାହିଁ ।

c-ଯଦି ଆପଣ c ଲେଟରକୁ ଚୟନ କରିଛନ୍ତି । ତେବେ ଆପଣଙ୍କୁ କହିବା ପାଇଁ ଚାହୁଁଛୁ । ଯେ ଏହି ବ୍ୟକ୍ତିଙ୍କ ମନରେ ସବୁଠାରୁ ଅଧିକ ପ୍ରେମ କାହା ବି ନାହିଁ । ସମସ୍ତଙ୍କୁ ସେ ସମାନ ଦ୍ରୁଷ୍ଟିରେ ହିଁ ଦେଖିଥାନ୍ତି । ସମସ୍ତଙ୍କ ପ୍ରତି ତାଙ୍କର ସମାନ ଭଲ ପାଇବା ଓ ସମ୍ମାନ ରହିଛି ।
d-ଏହି ବ୍ୟକ୍ତିଙ୍କ ମନରେ ତାଙ୍କର ଫ୍ରେଣ୍ଡ ମାନଙ୍କ ପାଇଁ ହିଁ ବହୁତ ସାରା ଭଲ ପାଇବା ରହିଛି । କାରଣ ସେ ନିଜର ବନ୍ଧୁ ମାନଙ୍କୁ ବହୁତ ଭଲ ପାଇଥାନ୍ତି । ନିଜର ପ୍ରିୟ ବନ୍ଧୁ ମାନଙ୍କ ସହ ଅଧିକ ରୁ ଅଧିକ ସମୟ ବିତେଇବା ପାଇଁ ଚାହାନ୍ତି ।





