ମନୋରଞ୍ଜନ

Funny Quiz Game-ଆପଣଙ୍କର ଜନ୍ମ ମାସ ଏଥିରେ ଅଛି କି ! ଜାଣନ୍ତୁ Top 7 lucky Birthday Month

ବ୍ୟକ୍ତିର ଆଚାର, ବିଚାର, ସ୍ଵଭାବ ତଥା ସେହି ପିଲା ଭାଗ୍ୟଶାଳୀ କି ନାହିଁ । ତାହା ଜାଣିବା ପାଇଁ ବ୍ୟକ୍ତିର ଅଙ୍ଗଭଙ୍ଗୀ, ନାମର ପ୍ରଥମ ଅକ୍ଷର ଏହିଭଳି କିଛି ମାଧ୍ୟମରୁ ଜାଣି ନିଆଯାଇଥାଏ । ତେବେ ଆମେ ଆଜି ଆପଣଙ୍କୁ ଆପଣ ଜନ୍ମ ହୋଇଥିବା ମାସଟି ଆପଣଙ୍କ ପାଇଁ ଲକି କି ନୁହେଁ । ତାହା କହିବା ପାଇଁ ଯାଉଛୁ । ତେବେ ଆପଣ ମାନେ ନିଜର ଜନ୍ମ ମାସ ଭାବିକି ରଖିଥାନ୍ତୁ । ଆମେ 7 ଟି ଲକି ଜନ୍ମମାସର ନାମ କହିବା ପାଇଁ ଯାଉଛୁ । ଦେଖିବା ସେହି ମାସ ଗୁଡିକରେ ଆପଣଙ୍କ ଜନ୍ମମାସ ଅଛି କି ନାହିଁ ।

ଡିସେମ୍ବର- ଯେଉଁ ପିଲା ମାନେ ଏହି ମାସରେ ଜନ୍ମ ଗ୍ରହଣ କରିଛନ୍ତି । ସେମାନଙ୍କ ଜନ୍ମ ମାସକୁ ବହୁତ ଲକି ବୋଲି ମନା ଯାଇଥାଏ । ତେଣୁ ଏହି ମାସରେ ଜନ୍ମିତ ପିଲା ମାନେ ମଧ୍ୟ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

ସେପ୍ଟେମ୍ବର-ଏହି ମାସଟି ମଧ୍ୟ ଜନ୍ମମାସ ପାଇଁ ବହୁତ ଭଲ ମାସ ବୋଲି ବିବେଚନା କରାଯାଇଥାଏ । ତେଣୁ ଯେଉଁ ମାନେ ମଧ୍ୟ ସେପ୍ଟେମ୍ବରରେ ଜନ୍ମ ଲାଭ କରିଥାନ୍ତି । ସେହି ମାସକୁ ତଥା ସେହି ମାସରେ ଜନ୍ମିତ ପିଲା ମାନେ ଭାଗ୍ୟବାନ ହୋଇଥାନ୍ତି ।

ଅଗଷ୍ଟ-ଅଗଷ୍ଟ ମାସକୁ ମଧ୍ୟ ଲକି ଜନ୍ମମାସ ମାନଙ୍କ ମଧ୍ୟରେ ବହୁତ ଲକି ମାସଟି ବୋଲି ଶ୍ରେଷ୍ଠ ବିବେଚନା କରାଯାଇଥାଏ । ଏହି ମାସରେ ଜନ୍ମ ହୋଇଥିବା ପିଲା ମାନେ ବହୁତ ଧନବାନ ହୋଇଥାନ୍ତି ।

ଫେବୃଆରି-ଲକି ବାର୍ଥ ମନ୍ଥ ମଧ୍ୟରେ ଫେବୃଆରି ମାସ ମଧ୍ୟ ରହିଛି । ତେଣୁ ଯେଉଁ ପିଲା ମାନେ ଏହି ମାସରେ ଜନ୍ମ ଗ୍ରହଣ କରିଛନ୍ତି । ସେମାନେ ବହୁତ ଭାଗ୍ୟବନ୍ତ ହେବା ସହ ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି ।

ଜୁନ-ଜୁନ ମାସଟି ଜନ୍ମ ମାସ ପାଇଁ ଲକି ହେବା ସଙ୍ଗେ ସଙ୍ଗେ ଏହି ମାସରେ ଜନ୍ମିତ ପିଲା ବି ବହୁତ ଲକି ସାବ୍ୟସ୍ଥ ହୋଇଥାନ୍ତି । ଏହି ମାସରେ ଜନ୍ମ ଲାଭ ହୋଇଥିବା ପିଲା ନିଜ କ୍ଯାରିଅରରେ ବହୁତ ଶୀଘ୍ର ସଫଳତା ପାଇଥାନ୍ତି । ଯଦିଓ ଏମାନେ ନିଜର ଲକ୍ଷ ପାଇଁ ବହୁତ ଅଧିକ ପରିଶ୍ରମ ମଧ୍ୟ କରିଥାନ୍ତି ।

ନଭେମ୍ବର-ଏହି ବାର୍ଥ ମନ୍ଥଟି ଲକି ବାର୍ଥ ମନ୍ଥ ଅଟେ । ତେଣୁ ଏହି ମାସରେ ଜନ୍ମିତ ପୁଅ ହେଉ ଅବା ଝିଅ ଉଭୟ ହିଁ ଲକ୍ଷ୍ମୀମନ୍ତ ହୋଇଥାନ୍ତି । ଏମାନଙ୍କ ମା’ ଲକ୍ଷ୍ମୀଙ୍କ ବିଶେଷ କୃପାଦ୍ରୁଷ୍ଟି ରହିଥାଏ ।

ମେ-ଏହି ମାସକୁ ମଧ୍ୟ ଲକି ମାସ ଭାବରେ ବିବେଚନା କରାଯାଇଥାଏ । ଏହି ମାସର ଜନ୍ମିତ ପିଲା ବି ବହୁତ ଲକି ଅଟନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button