ଜଣେ ଯୁବକ କୁକୁରକୁ ଧର୍ଷଣ କରି ଫେରାର – ଥାନାରେ ଏତଲା, ଜାଣନ୍ତୁ ପୁରା ଘଟଣା କଣ

ସକାଳୁ ସକାଳୁ ପେପର ପଡିଲା ବେଳକୁ ନିଶ୍ଚୟ ସେଥିରେ ଗୋଟେ କିମ୍ବା ଦୁଇଟା ବଳତ୍କାର ଖବର ମିଳୁଛି । ଏମିତିକି ଶିଶୁ ମାନଙ୍କୁ ମଧ୍ୟ ଛାଡୁ ନାହାନ୍ତି ଏହି ଲୋକମାନେ । ତେବେ ଆଜି ଆମେ ଏକ ଏଭଳି ଲୋକ ବିଷୟରେ କହିବୁ ଯିଏ କି କୌଣସି ଝିଅ ବା ଶିଶୁକୁ ନୁହେଁ ବରଂ ଗୋଟେ କୁକୁରକୁ ଧର୍ଷଣ କରିଛି । ଏହି କଳିଯୁଗରେ ଏମିତି ବି ହେଉଛି ଏହା ଶୁଣି ଆପଣଙ୍କୁ ଝଟକା ଲାଗୁଥିବ । ଆଜିଯାକେ ଆପଣ କେବଳ ନାରୀ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିଷୟରେ ଶୁଣିଥିଲେ । କିନ୍ତୁ କଣ କେବେ ଶୁଣିଥିଲେ କି ଗୋଟେ କୁକୁରକୁ ବି ଧର୍ଷଣ କରାଯାଇପାରେ? କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଜେନ ଯୁବକ ଏହି କାମ କରି ଫେରାର ଅଛନ୍ତି ।

ଏହି ଯୁବକ ଜଣଙ୍କ କେଉଁ ଧାତୁରେ ଗାଢା କେବଳ ଭଗବାନଙ୍କୁ ଜଣା । ସେ ଗୋଟେ ଛୋଟ କୁକୁର ଛୁଆକୁ ଏଭଳିଭାବେ ଧର୍ଷଣ କରି ନିଜ ନାମକୁ ସତେ ଯେମିତି ୱୋର୍ଲ୍ଡ ରେକର୍ଡରେ ସ୍ଥାନ ଦେବେ ବୋଲି ଭାବି ଛନ୍ତି । ତେବେ ଚଲାନ୍ତୁ ଜାଣିବା ଏହି ଘଟଣା କେଉଁଠି ହୋଇଛି ଓ ସେହି ବ୍ୟକ୍ତି ଜଣଙ୍କ କିଏ ? ଚେନ୍ନାଇରେ ରହୁଥିବା ଓ୍ବାରସୀ ନାମକ ମହିଳା ଗୋଟେ ଛୋଟ କୁକୁର ପାଳିଥିଲେ । ଦିନେ ସେ କିଛି କାମରେ ବାହାରକୁ ଯାଇଥିଲେ ଓ ସେ କୁକୁର ଛୁଆଟିକୁ ଅଗଣାରେ ବାନ୍ଧି ଦେଇଯାଇଥିଲେ । କିନ୍ତୁ ସେ ଯେବେ ଏରିଲେ ଦେଖିଲେ କି କେହି ଜେନ ତାକୁ ଧରି ତା ସହ ଦୁଷ୍କର୍ମ କରିବାରେ ଲାଗିଛି । ସେ ବଡ ପାଟି କରି କିଏ କିଏ କହିବାରୁ ସେହି ଯୁବକ ଜଣଙ୍କ ଦୌଡିପଳାଇଲେ । ଏହା ପରେ ସେହି ମହିଳା ଜଣଙ୍କ ସେ ଯୁବକ ନାମରେ ପୁଲିସ ରେ ଏତଲା ଦେଇଛନ୍ତି ଓ ପୁଲିସ ଏବେ ସେହି ଯୁବକକୁ ଖୋଜୁଛି । ଏବଂ ଖୁବ ଶୀଘ୍ର ସେ ଅପରାଧୀକୁ ଧରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।




