ଅପରାଧ

ବିବାହର ପ୍ରଥମ ରାତିରେ ହିଁ କନିଆଁ ବରଙ୍କୁ ପହଞ୍ଚାଇ ଦେଲେ ହସ୍ପିଟାଲ, ବର କହିଲା- ସେ ବହୁତ ବଡ ଅଲଜ୍ୟା ସେ ମୋ…

ଆଜି ଆମେ ସେହିପରି ଏକ ବିବାହକୁ ନେଇ ଆଲୋଚନା କରିବାକୁ ଯାଉଛେ ଯେଉଁଥିରେ କନିଆଁ ବାହାଘରର ରାତିରେ ଘରର ସମସ୍ତ ଲୋକଙ୍କୁ ବେହସ କରି ପରିଶେଷରେ ହସ୍ପିଟାଲ ପହଞ୍ଚିାଇଲା । ତାପରେ ସ୍ବାମୀ କଣ କହିଲେ ତାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ତେବେ ଆସନ୍ତୁ ଜାଣିବା ଏ ବାହାଘରର ସପୂର୍ଣ୍ଣ ରହସ୍ୟ ।

ବାସ୍ତବିକ କହିବାକୁ ଗଲେ ବୈବାହିକ ଜୀବନ କୁ ନେଇ ସ୍ବାମୀ ଓ ସ୍ତ୍ରୀ ଅନ୍ତରେ ଭଲପାଇବା ଦରକାର । କାରଣ ବାହାଘର ଏକ ପବିତ୍ର ବନ୍ଦନ ଯେଉଁଥିରେ ଉଭୟ ଅଗ୍ନିକୁ ସାକ୍ଷି ରଖି ବାହାହୋଇଥାନ୍ତି ଏବଂ ଉଭୟ ସାରାଦିନ ଏକ ହୋଇ କୈଣସି ବି ବାଧାବିଘ୍ନ କୁ ସାମ୍ମନା କରି ରହିବାର ପ୍ରତିଶୃତି ଦେଇଥାନ୍ତି । ସାମାଜିକ ନୀତି ନିୟମ ପରମ୍ପରା ଅନୁଯାୟୀ ଘରର ପୁଅ ଅଥବା ଝିଅ ଙ୍କର ବିବାହ ହୋଇଥାଏ । କନିଆଁ ପକ୍ଷ ବର ପକ୍ଷକୁ କିଛି ଯୌତୁକ ଆକାରରେ ଟଙ୍କାବା ଗାଡି ପ୍ରଦାନ କରିଥାନ୍ତି ।

 

ଉତ୍ତର ପ୍ରଦେଶ ର ସିକୋହାବାଦ ରେ 15 ଫ୍ରେବୁଆରି ଦିନ ବିବାହ ହେଇଥିଲା

ବର କନିଆଁ କୁ ବନ୍ଧାପନା କରି ଉଭୟଙ୍କୁ ଆର୍ଶିବାଦ ଦେଇ ଘରଲୋକ ସେମାନଙ୍କୁ ଘର ଭିତରକୁ ଆଣିଥିଲେ । ଶାଶୁଘରେ ଘରେ ଧର୍ମେନ୍ଦ୍ର ଙ୍କ ଛଡା ତାଙ୍କ ପିତା ମାତା, ଭାଇ ଭଉଣୀ ଓ ଭାଣିଜି ଇତ୍ୟାଦି ସଦସ୍ୟ ରହୁଥିଲେ । ମାର ମୃତ୍ୟୁ ପରେ ସୁନିତା ତାଙ୍କ ମାଉସୀଙ୍କ ସହିତ ରହୁଥିଲେ ଏବଂ ମାଉସୀ ସୁନିତାଙ୍କର ବିବାହ ଧର୍ମେନ୍ଦ୍ର ଙ୍କ ସହ କରାଇଥିଲା, ସମସ୍ତେ ବହୁତ ଖୁସି ଥିଲେ ଏହି ବିବାହରେ । କିନ୍ତୁ ତାହା କେବଳ ଅଳ୍ପସମୟର ଖୁସିଥିଲା ।

ବିବାହ ସମୟରେ ଝିଅଘର ତରଫରୁ ପୁଅ ଘରକୁ ଭାର ବା  ମିଠା ଆଦି ଖାଦ୍ଯ ସାମଗ୍ରୀ ଆସିଥାଏ ଠିକ୍ ସେହିପରି ସୁନିତା ତାଙ୍କ ଘରୁ କିଛି ମିଠା ଆଣିଥିଲେ ହେଲେ ସେହି ମିଠାରେ ସେ ନିଶାଭଳି ଔକ୍ଷଧ ମିଶାଇ ଆଣିଥିଲେ , ଯାହା କାହାରିକି ଜଣା ନଥିଲା । ବାହାଘର ରାତିରେ ସୁନିତା ସମସ୍ତଙ୍କୁ ସେହି ନିଶାମିଶା ହୋଇଥିବା ମିଠା ଖାଇବାକୁ ଦେଲେ ତାପରେ ସମସ୍ତେ ଏହି ମିଠା ଖାଇବା ଦ୍ବାରା ବେହୋସ ହୋଇଗଲେ । ବେହୋସ ହେବା ପରେ ସୁନିତା  ଘରୁ ଟଙ୍କା 20.000 ହଜାର ଓ ଗହଣା ଚୋରି କରି ଫେରାର ହୋଇ ଗଲେ ।

 

ପରେ ପଡୋଶୀ ଲୋକ ଆସି ଦେଖିବାପରେ ଜଣାଗଲା କି ସମସ୍ତେ ବହୋସ ହୋଇ ପଡିରହିଛନ୍ତି, ତାହା ଦେଖି ସେମାନଙ୍କୁ ନିକଟବର୍ତ୍ତୀ ଡାକ୍ତରଖାନା ରେ ଏଡମିଟ୍ କରାଇଲେ ଏବଂ ପୁଲିସକୁ ସୂଚନା ଦିଆଗଲା,  ପୁଲିସ ଘରଲୋକଙ୍କର ବୟାନ ନେଇ ଆରୋପି ସୁନିତାଙ୍କୁ ଗିରଫ କରାଯାଇଛି । କିନ୍ତୁ ପତୀ ସୁନିତାଙ୍କୁ ନିନ୍ଦା କରିକହିଛନ୍ତି ଯେ ସେ ଜଣେ ବହୁତ ଚରିତ୍ରହୀନ ଓ ଅଲଜ୍ୟା ସେ ମୋ ପାଇିଁ ଗୋଟେ ପାପ ହୋଇ ଆସିଥିଲା ଯାହାର ଫଳ ଆଜି ମୋ ପରିବାର ଭୋଗୁଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button