ଦେଶ- ବିଦେଶ

୮ ତାରିଖ ସାକାଳ ୬ ଟା ରୁ ୯ ତାରିଖ ସଂନ୍ଧ୍ୟ ପର୍ଯ୍ୟନ୍ତ ଭାରତ ବନ୍ଦ ଡାକରା, କାହିଁକି ଓ କଣ ପାଇଁ ଜାଣନ୍ତୁ

ଚଳିତ ଜାନୁଆରୀ ୮ ତାରିଖ ସାକାଳ ୬ ଟା ରୁ ୯ ତାରିଖ ସଂନ୍ଧ୍ୟ ପର୍ଯ୍ୟନ୍ତ ଭାରତ ବନ୍ଦ ରହିବ ବୋଲି ସୂଚନା ମିଳିଛି । ତେବେ ଏହା କାହିଁକି ହୋଇଛି ଓ କଣ ପାଇଁ ଏହି ଭାରତ ବନ୍ଦ ଡକରା ଦିଆଯାଇଛି ଆସନ୍ତୁ ଜାଣିବା। ଏବଂ ଓଡିଶା ଉପରେ ଏହାର କଣ ରହିବ ପ୍ରଭାବ?

ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ଆର୍ଥିକ ନୀତିକୁ ବିରୋଧ କରି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡ଼ିକ ଆସନ୍ତା ୮ ଓ ୯ ତାରିଖରେ ଦୁଇ ଦିନିଆ ଧର୍ମଘଟ କରିବେ । ଆପଣ ମାନଙ୍କୁ ଜଣେଇ ବା ପାଇଁ ଚାହିଁବୁ କି ଏହି ଧର୍ମ ଘଟ ରେ ଶ୍ରମିକ ଓ କର୍ମଚାରୀ ମାନେ ବିପୁଳ ସଂଖ୍ୟା ରେ ଯୋଗ ଦାନ କରିବେ ବୋଲି ଜଣା ପଡ଼ିଛି ।

ତେବେ ସେମାନଙ୍କ ଏହି ବିଷୟ ରେ ରହି ଥିବା ଗୁରୁତ୍ବ ପୂର୍ଣ୍ଣ ତଥ୍ୟ ହେଲା ବା ଅଭିଯୋଗ ହେଲା କି ଏହି ସମୟ ରେ ମୋଦି ସରକାର ଏବେ ଅର୍ଥ ନିତୀକ ବ୍ୟବସ୍ଥା ରେ କେବଳ ପୁଞ୍ଜି ପତିଙ୍କ ସ୍ୱାର୍ଥ ରକ୍ଷା କରିବା ପାଇଂ ସେମାନେ ବର୍ତମାନ ସମୟ ରେ କାର୍ଯ୍ୟ କରୁ ଥିବା ବେଳେ ଏହି ବିରୋଧ ରେ ସେମାନେ 8 ତାରିଖ ଓ 9 ତାରିଖ ରେ ବି ଏହି ଧର୍ମ ଘଟ କରିବେ ବୋଲି ଜଣା ପଡ଼ିଛି ।

ତଥା ଏହି ଧର୍ମ ଘଟ ରେ ସେମାନେ ନିଶ୍ଚିତ ଭାବେ ମୋଦି ସରକାର ଙ୍କୁ ସତର୍କ କରାଇ ଦେବେ କି ତେବେ ଏହି ଧର୍ମ ଘଟ ରେ ପ୍ରାୟ 10 ଟି ଯେପରି କି ଆଇ ଏନଟିୟୁସି, ଏଆ ଇଟିୟୁସି, ଏଚ ଏମ ଏସ, ସିଟୁ, ଏଆ ଇୟୁଟିୟୁସି ଭଳି ସଂସ୍ଥା ମାନ ନିଜ ଯୋଗ ଦାନ କରିବେ ବୋଲି ଜଣା ପଡ଼ିଛି ।

ତେବେ ଏହି ନେଇ ସେମାନଙ୍କ କହିବା କଥା ଏହା କି ଏହି ଭାରତ ବନ୍ଦ ନିଶ୍ଚିତ ରୂପେ ହେବ ତଥା ଏହି ଧର୍ମ ଘଟ ରେ ଯେକାୈଣସି ବି ଲୋକ ମାନେ ସାମିଲ ହୋଇ ପାରିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button