ମନୋରଞ୍ଜନ

KBC 11: ‘ହନୁମାନ, ସଞ୍ଜିବନୀ ବୁଟୀ କାହା ପାଇଁ ଆଣିଥିଲେ’ ସୋନାକ୍ଷୀ ସିନ୍ହା ଦେଇ ପାରିଲେ ନାହିଁ ଏହି ପ୍ରଶ୍ନର ଉତ୍ତର, ଉଡିଲା ବହୁତ ମଜାକ

ବର୍ତ୍ତମାନ ଦିନରେ ସୋନି ଟିଭିରେ ‘କୌନ ବନେଗା କରୋଡ଼ ପତି ୧୧’ ବହୁତ ଚର୍ଚ୍ଚାରେ ଅଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଶୋରେ ଦୁଇ ଜଣ ଲୋକ କୋଟିପତି ହୋଇ ଯାଇଛନ୍ତି । ଏହିଭଳି ଏହି ଶୋରେ ଆହୁରି ବି କେତେକ ଲୋକମାନେ ଅଲଗା ଅଲଗା ସ୍ଥାନରୁ ଆସିଥାନ୍ତି ଓ ନିଜର ପ୍ରତିଭା ଓ ବୁଦ୍ଧି ଦ୍ଵାରା ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛନ୍ତି । ପୁଣି ଏହା ମଧ୍ୟରେ ଆସନ୍ତି ବଲୀଉଡର ଅଭିନେତ୍ରୀ ସୋନାକ୍ଷୀ ସିନ୍ହା ଯିଏକି ଏହାର ଏକ ଏପିସୋଡରେ ବହୁତ ସହଜ ପ୍ରଶ୍ନର ଉତ୍ତର ଦେଇ ପାରିଲେ ନାହିଁ ।

କହିବାକୁ ଗଲେ ଅମିତାଭ ବଚ୍ଚନ ଶୋ ରେ ସୋନାକ୍ଷୀଙ୍କୁ ରାମାୟଣ ସମ୍ବନ୍ଧିତ ଏକ ବହୁତ ସହଜ ପ୍ରଶ୍ନ ପଚାରିଲେ । କିନ୍ତୁ ସୋନାକ୍ଷୀ ଏହାର ଜବାବ ଦେବାରେ ଅସଫଳ ରହିଲେ । ଏହି ପ୍ରଶ୍ନ ଟି ଥିଲା ‘ରାମାୟଣ ଅନୁସାରେ, ହନୁମାନ ସଞ୍ଜିବନୀ ବୁଟୀ କାହା ପାଇଁ ଆଣିଥିଲେ ?’ ଏହାର ବିକଳ୍ପ ଥିଲା ‘ଏ- ସୁଗ୍ରୀୱ, ବୀ- ଲକ୍ଷ୍ମଣ, ସୀ- ସୀତା ଓ ଡି- ରାମ” ।

ସୋନାକ୍ଷୀ ଏହି ଶୋରେ ନିଜର ଏକ ସହଯୋଗୀଙ୍କ ସହ ଖେଳୁ ଥିଲେ । ଯେତେବେଳ ସୋନାକ୍ଷୀ ରାମାୟଣ ସହିତ ଜଡିତ ଏକ ପ୍ରଶ୍ନର ଉତ୍ତର ଦେଇ ପାରିଲେ ନାହିଁ ତେବେ ମିଡିଆ ଓ ସୋସିଆଲ ନେଟୱର୍କିଂଗ ସାଇଟ୍ସରେ ଲୋକମାନେ ତାଙ୍କର ଥଟ୍ଟା କରିବାକୁ ଲାଗିଲେ । କହିଦେଉଛୁ ଯେ ସୋନାକ୍ଷୀ ଏହି ପ୍ରଶ୍ନର ଉତ୍ତର ଦେବା ପାଇଁ ଲାଇଫ ଲାଇନର ସାହାରା ନେଇଥିଲେ । ଏହି କାରଣରୁ ତାଙ୍କର ବହୁତ ଥଟ୍ଟା ବି କରାଯାଉଛି ।

ଜଣେ ୟୁଜର ଲେଖିଲା କି’ ତାଙ୍କ ପିତାଙ୍କର ନାମ ଶତ୍ରୁଘନ, ଦାଦାଙ୍କର ନାମ ରାମ, ଲକ୍ଷ୍ମଣ ଓ ଭରତ, ଦୁଇ ଭାଇଙ୍କର ନାମ ଲଭ ଓ କୁଶ, ତଥା ବଙ୍ଗଳାର ନାମ ରାମାୟଣ ଅଟେ । ଏହା ସହିତ ଏହି ମହିଳା ଗର୍ଲ ଏଜୁକେଶନ ଓ ଝିଅ ବଞ୍ଚାଅ, ଝିଅ ପଢାଅର ଧ୍ୱଜବାହକ ଅଟେ । ତଥାପି ତାଙ୍କୁ ଏହି କଥାର ସୂଚନା ନାହିଁ କି ରାମାୟଣରେ ହନୁମାନ ସଞ୍ଜିବନୀ ବୁଟୀ କାହା ପାଇଁ ଆଣିଥିଲେ ।“

 

ଏହା ପରେ ଅନ୍ୟ ଏକ ୟୁଜର ଲେଖିଲା କି “ମୁଁ ବର୍ତ୍ତମାନ ହିଁ ସୋନାକ୍ଷୀର ଏହି କେବିସି ବାଲା କ୍ଲିପ ଦେଖିଲି । ଯେଉଁ ଏକ୍ସପର୍ଟ ଏହି ପ୍ରଶ୍ନର ଉତ୍ତର ଦେଲା ତାଙ୍କୁ ମାନିବାକୁ ପଡିବ । ଯେଉଁ ପ୍ରକାରରେ ସେ ବହୁତ ପ୍ରେମରେ ସୋନାକ୍ଷୀଙ୍କର ଚେହେରା ଉପରେ ମୂର୍ଖତାର ପରିଚୟ ଦେଇ ଚାପୁଡା ମାରିଲେ ତାହା ବହୁତ ପ୍ରଶଂସନୀୟ ଅଟେ । ଏହିଭଳି ଭବାରେ ବହୁତ ଲୋକମାନେ ସୋନାକ୍ଷୀଙ୍କର ମନ୍ଦ ବୁଦ୍ଧିର ଥଟ୍ଟା ଉଡାଉଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button