ଜ୍ୟୋତିଷ

ସ୍ଵର୍ଗରୁ ଗଢା ହୋଇଥାଏ ଏହି ୩ଟି ଯୋଡ଼ି- ଭଗବାନ ସ୍ଵୟଂ ଗଢିଥାନ୍ତି ଏହି ଅକ୍ଷରରେ ଥିବା ବ୍ୟକ୍ତିଙ୍କ ଯୋଡ଼ି

ଲୋକମାନେ କହିବାର ଆପଣ ଶୁଣିଥିବେ ଯେ ଯୋଡ଼ି ଉପରେ ଭଗବାନ ବନେଇକି ପଠେଇ ଥାଆନ୍ତି। ଭଗବାନ ଯାହା ଭାଗ୍ୟରେ ଯାହାକୁ ଲେଖି ଥାଆନ୍ତି ତାକୁ ସେ ଯେ କୌଣସି ପରିସ୍ଥିତି ରେ ମିଳିଥାଏ। ଏହି କଥା ର ପୁରା ସତ୍ୟତା ଅଛି । ବର୍ତ୍ତମାନ ଆସନ୍ତୁ ଦେଖିବା ସେହି ଭଳି କିଛି ଯୋଡ଼ି ମାନଙ୍କ ବିଷୟରେ, ଏମାନେ ବହୁତ୍ ଭାଗ୍ୟଶାଳୀ ହୋଇଥାନ୍ତି।

P ଓ S ଅକ୍ଷରରେ ନାମ ଥିବା ବ୍ୟକ୍ତିଙ୍କ ଯୋଡି

ଏବେ ଆସନ୍ତୁ ଜାଣିବା P ଓ S ଅକ୍ଷର ନାମ ଥିବା ଯୋଡ଼ି ମାନଙ୍କ ବିଷୟରେ,ଏହି ଅକ୍ଷର ଥିବା ନାମ ବ୍ୟକ୍ତିଙ୍କ ଉପରେ ମାତା ଆଦିଶକ୍ତି ଓ ପିତା ଶିବଙ୍କ ଆଶୀର୍ବାଦ ଥାଏ। ଏହି ଯୋଡ଼ି ମାନେ ଜୀବନରେ ସର୍ବଦା ସାଙ୍ଗ ହୋଇ ଚାଲି ଥାଆନ୍ତି, ଦୁହେଁ ଦୁହିଁଙ୍କ ଉପରେ ଅତୁଟ ବିଶ୍ୱାସ ରଖିଥାନ୍ତି।  ଜୀବନର ଶେଷ ପର୍ଯ୍ୟନ୍ତ ନିଜ ଜୀବନସାଥି ର ଧ୍ୟାନ ରଖିଥାନ୍ତି, ସୁଖ ଦୁଃଖରେ ଭାଗି ହୋଇଥାନ୍ତି ଓ କିଛି ବି ପରିସ୍ଥିତି ର ସାମ୍ନା କରିବାକୁ ପଛେଇେ ନଥାନ୍ତି। ଏହି ଯୋଡ଼ି ମାନଙ୍କ ସମ୍ପର୍କ ଅତି ନିବିଡ଼ ହୋଇଥାଏ। ଏମାନଙ୍କ ପ୍ରେମ ଦେଖି ଲୋକେ ଈର୍ଷା କରିଥାଆନ୍ତି ଓ ତାକୁ ଭାଙ୍ଗିବା ପାଇଁ ଚେଷ୍ଟା କରିଥାନ୍ତି, କିନ୍ତୁ ଏହି ଯୋଡ଼ି ସର୍ବଦା ପ୍ରେମରେ ବାନ୍ଧି ହୋଇ ରହିଥାନ୍ତି।

D ଓ B ଅକ୍ଷରରେ ନାମ ଥିବା ବ୍ୟକ୍ତିଙ୍କ ଯୋଡି

ଏବେ ଆସନ୍ତୁ ଜାଣିବା D ଓ B ଅକ୍ଷର ଯୋଡିଙ୍କ ବିଷୟରେ। ଏହି ଅକ୍ଷର ଥିବା ଯୋଡ଼ି ସବୁଠୁ ସୁନ୍ଦର ଓ ବହୁତ୍ ଭଲ ଥାଆନ୍ତି। ଏହି ମାନଙ୍କ ଭିତରୁ କିଛି ପ୍ରେମ ବିବାହ କରିଥାନ୍ତି ଓ ଦୁହେଁ ଦୁହିଁଙ୍କ ଉପରେ ଅନ୍ଧ ଭାବରେ ବିଶ୍ୱାସ ରଖିଥାନ୍ତି, ବିପଦ ସମୟରେ ଏମାନଙ୍କ ପତ୍ନୀ ଧର୍ଯ୍ୟ ର ସହିତ ପାଦରେ ପାଦ ମିଳାଇ ଚାଲି ଥାଆନ୍ତି। ଏହି ଯୋଡ଼ି ଦୁହେଁ ଦୁହିଁଙ୍କୁ ସମ୍ମାନ, ପ୍ରେମ, ଓ ଭରଷା ଦେଇଥାନ୍ତି। ଏମାନଙ୍କ ଯୋଡ଼ି ସୀତା ରାମଙ୍କ ଯୋଡ଼ି ସହିତ ତୁଳନା କରାଯାଇଛି।

K ଓ L ଅକ୍ଷରରେ ନାମ ଥିବା ବ୍ୟକ୍ତିଙ୍କ ଯୋଡି

ଏବେ ଆସନ୍ତୁ ଜାଣିବା K ଓ L ଅକ୍ଷରର ଯୋଡ଼ି ମାନଙ୍କ ବିଷୟରେ।  ଏହି ଅକ୍ଷର ଯୋଡ଼ି ମାନଙ୍କ ଉପରେ ରାଧା କୃଷ୍ଣଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ଓ ଏମାନଙ୍କର ଯୋଡ଼ି ସ୍ୱର୍ଗରେ ଗଢା ହୋଇ ଆସିଥାଏ। ଅଧିକନ୍ତୁ ଏହି ଯୋଡ଼ି ମାନେ ପ୍ରେମ ବିବାହ କରିଥାନ୍ତି ଓ ଦୁହେଁ ଦୁହିଁଙ୍କୁ କେବେ ଧୋକା ଦିଅନ୍ତି ନାହିଁ। ଏମାନଙ୍କ ଜୀବନରେ ଯେତେ ବି ବାଧା ବିଘ୍ନ ଆସୁ ସର୍ବଦା ପ୍ରେମରେ ବାନ୍ଧି ହୋଇ ରହିଥାନ୍ତି ଓ ଦୁହେଁ ଦୁହିଁଙ୍କର ଯତ୍ନ ରଖି ଥାଆନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button