ଜ୍ୟୋତିଷ

ମିଠା ବାଣ୍ଟିବାକୁ ହୋଇ ଯାଆନ୍ତୁ ପ୍ରସ୍ତୁତ 20 ଜୁଲାଇ ରୁ 28 ଜୁଲାଇ ଏହି ରାଶିଙ୍କୁ ମିଳିବ ବଡ ଖୁସି ଖବର ।

ବନ୍ଧୁଗଣ ପ୍ରଭୁ ହନୁମାନ ଙ୍କ କୃପାରୁ ଅଚାନକ ଚମକିବ ଏହି ରାଶିଙ୍କର ଭାଗ୍ୟ । ମିଳିବାକୁ ଯାଉଛି ଅନେକ ପ୍ରକାରର ବଡ ବଡ ଖୁସି ଖବର । ପ୍ରଭୁ ହନୁମାନ 12ଟି ରାଶି ମଧ୍ୟରୁ କିଛି ରାଶିଙ୍କ ଉପରେ ବହୁତ ପ୍ରସନ୍ନ ହୋଇଛନ୍ତି । ଯାହା କାରଣରୁ ଏମାନଙ୍କ ଜୀବନରେ ଦୁଃଖ କଷ୍ଟ ଦୂର ହେବାକୁ ଯାଉଛି । ଏହି ରାଶିଙ୍କର ଜୀବନ ବଦଳିଯିବ । ଏହି ରାଶିଙ୍କର 20 ଜୁଲାଇ ସକାଳ 9:30 ରୁ 28 ଜୁଲାଇ ଯାଏଁ ଆକାଶ ଛୁଆଁ ହେବ ଏମାନଙ୍କର ଭାଗ୍ୟ । ଆସନ୍ତୁ ଜାଣିବା ବିସ୍ତାର ଭାବେ ।

ମେଷ ରାଶି : ଭଗବାନ ହନୁମାନ ଙ୍କ କୃପାରୁ ଏବେ ଆପଣଙ୍କ ଭାଗ୍ୟ ଚମକିବାକୁ ଯାଉଛି । କୌଣସି ନା କୌଣସି ମାଧ୍ୟମରେ ପଇସା ଆସିବାକୁ ଯାଉଛି । ଆପଣ ଅନୁଭବ କରିବେ ଆପଣଙ୍କର ନିଜ ଲୋକଙ୍କ ପ୍ରତି ପ୍ରେମବଢିଛି । ଆପଣଙ୍କର ଯାହା ବି ବାଧା ଆସୁଥିବ ତାହା ଦୂର ହେବ ।

କନ୍ୟା ରାଶି : ଭଗବାନ ହନୁମାନ ଆପଣଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ଅଛନ୍ତି । ଆପଣଙ୍କ ଜୀବନରେ ପଇସାର ବର୍ଷା ହେବାର ଯୋଗଅଛି । ବିଦ୍ୟାର୍ଥୀଙ୍କ ପାଇଁ ସମୟ ଅନୁକୂଳ ରହିବ । ପୁରୁଣା ସ୍ମୃତି ତାଜା ହୋଇପାରେ ।

ତୁଳା ରାଶି : ଭଗବାନ ହନୁମାନ ଜୀ ଆପଣଙ୍କ ଜୀବନରେ ବଡ ପରିବର୍ତ୍ତନ ଆଣିବାକୁ ଯାଉଛି । ବ୍ୟବସାୟ ସହ ଜଡିତ ଲୋକଙ୍କୁ ଅତ୍ୟନ୍ତ ଲାଭ ହେବ । ନୂଆ ଯୋଜନା ଲାଗୁ କରିବାକୁ ସମୟ ଅନୁକୂଳ ଅଛି । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ ।

ବୃଷ ରାଶି : ଆପଣଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ବଡ ଖୁସି ଖବର ମିଳିବ । ସମୟ ଅତ୍ୟନ୍ତ ଖାସ ରହିବ । ପ୍ରେମ ପ୍ରସଙ୍ଗ ମାମଲାରେ ସମୟ ଆପଣଙ୍କ ପାଖରେ ରହିବ । ବ୍ୟାପାରୀଙ୍କୁ ଭାରି ଧନ ଲାଭ ହେବ ।

ମକର ରାଶି : ସମାଜରେ ମାନ ସମାନ ବଢିବ । ଆପଣଙ୍କ ପାଇଁ ଶୁଭ ଯୋଗ ବନୁଛି । ଜୀବନରେ ବଡ ପରିବର୍ତ୍ତନ ହୋଇପାରେ । ହନୁମାନ ଜିଙ୍କ କୃପାରୁ ଆର୍ଥିକ ରୂପରେ ଖୁସି ରହିବେ । ବିଗିଡିଥିବା କାମ ପୁରା ହେବ ।

ବିଛା ରାଶି : ଭଗବାନ ହନୁମାନଙ୍କ ଅପାର କୃପା ଦ୍ରୁଷ୍ଟି ଆପଣଙ୍କ ଉପରେ ରହିବ । ଧନ ଜନିତ ସମସ୍ଯା ଦୂର ହେବ । କାର୍ଯ୍ୟ କ୍ଷେତ୍ରରେ ଅପାର ସଫଳତା ପ୍ରାପ୍ତ କରିବେ । ଧନ କମାଇବାର ମାର୍ଗରେ ଆସୁଥିବା ବାଧା ଦୂର ହେବ ।

କୁମ୍ଭ ରାଶି : ସମାଜରେ ମାନ ସମାନ ବଢିବ । ବ୍ୟାପାର ସମ୍ବଧିତ ଯାତ୍ରା ସଫଳ ହେବେ । ହନୁମାନ ଜୀ ଆପଣଙ୍କ ଉପରେ ମେହରବାନ ଅଛନ୍ତି । ଅତିଥିଙ୍କ ସତ୍କାରରେ ସମୟ ବ୍ଯତୀତ ହେବ । ଚାକିରି ଓ ବ୍ୟାପାରର କ୍ଷେତ୍ରରେ ସର୍ବୋତ୍ତମ ଅବସର ପ୍ରାପ୍ତ ହେବ ।

ମିଥୁନ ରାଶି : ଆପଣ ଆତ୍ମବିଶ୍ଵାସରେ ପରିପୂର୍ଣ୍ଣ ରହିବ । କାର୍ଯ୍ୟ କ୍ଷେତ୍ରରେ ଏହା ଆପଣଙ୍କ ପାଇଁ ଲାଭପ୍ରଦ ରହିବ । ପରିବାର ଓ ଧନ ସହ ଜଡିତ ମାମଲାରେ ବଡ ନିସ୍ପତି ନେବେ । ଅଚାନକ ଧନ ଲାଭ ହେବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button