ମନୋରଞ୍ଜନ

ମଜେଦାର ଫଟୋ : ୧୦ଟି ଫଟୋ କହିଥାଏ କି ଖରାପ ସମୟ କେତେବେଳେ ବି ଆସି ପାରେ, ସବୁବେଳେ ପ୍ରସ୍ତୁତ ରହିବା ଦରକାର

କେବେ କେବେ ମଣିଷ ସହିତ ଏତେ ଖରାପ ହୋଇଥାଏ କି ଯାହା ବିଷୟରେ ସେ କେବେ ଭାବି ବି ନଥାଏ । ମାନି ନିଅନ୍ତୁ ଆପଣ ନିଜର ପାର୍ଟନର ଉପରେ ରାଗୀ ତାଙ୍କ ସହିତ ବ୍ରେକଅପ କରିବାକୁ ଯାଇଛନ୍ତି କିନ୍ତୁ ବ୍ରେକଅପର ନାମ ନେବା ସଙ୍ଗେ ସଙ୍ଗେ ଆପଣଙ୍କର ପାର୍ଟନର କାନ୍ଦିବାକୁ ଲାଗିଲା ଏବଂ ଆଖ ପାଖରେ ଥିବା ଲୋକମାନେ ଏହା ଭାବି ତାଳି ମାରିବାକୁ ଲାଗିଲେ କି ଆପଣ ତାଙ୍କୁ ପ୍ରପୋଜ କରିଛନ୍ତି ।

ଏହା ଠାରୁ ଖରାପ କିଛି ହୋଇ ପାରେ ? କେବେ କେବେ ଆପଣ କରିବାକୁ କିଛି ଚାହାନ୍ତି କିନ୍ତୁ କିଛି ଅଲଗା ହୋଇଯାଏ । ଆଜି ଆମେ ଏହି ପୋଷ୍ଟରେ ଆପଣଙ୍କ ପାଇଁ କିଛି ଖରାପ ଅବସ୍ଥାର ଥିବା ଫଟୋ ଆଣିଛୁ । ଏହି ଫୋଟକୁ ଦେଖି ଆପଣ ହସିବେ ନା କାନ୍ଦିବେ ଜାଣି ପାରିବେ ନାହିଁ ।

ଭାବନ୍ତୁ ସକାଳୁ ସକାଳୁ କେଉଁଠି ପହଞ୍ଚିବାର ଅଛି କିନ୍ତୁ ଗଡି ଖରାପ ହୋଇଯାଏ ।

କଲମର ବ୍ୟବହାର କେବଳ ଲେଖିବା ପାଇଁ ହୋଇ ନଥାଏ

ବିଚାର ବର୍ତ୍ତମାନ ଘରକୁ କେମିତି ଯିବ

ଆରେ ଭାଇ ଏହି ମହିଳାଙ୍କର ତ ରହସ୍ୟ ଖୋଲିଗଲା

ଭାବୁଥିଲି ଫଟୋ ଫେସବୁକରେ ଦେବୀ

 

ସେଥିପାଇଁ ଡେଲିବେରୀ ଡେରି ହୋଇଥାଏ

କାଶ୍ମୀର ମଜା ଏଠି ନେଇ ପାରିବେ

ଲାଗୁଛି କି ପାର୍ଟି ପରେ ରୋଷେଇ ଘରେ ଝଗଡା ହୋଇଛି

 

ଜିରାଫକୁ କିଛି ଖାଇବାକୁ ଦେଇ ଥିଲେ ତେବ ଏହା ହୋଇ ନଥାନ୍ତା

ଏହି ପକ୍ଷୀକୁ ଘର ପସନ୍ଦ ଆସି ଯାଇଛି

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button