ରାଜ୍ୟ

ବାହୁଡା ପର ଠାରୁ ଜଗନ୍ନାଥଙ୍କ କୃପା ରୁ ଏହି 6 ରାଶିରେ ରାଜଯୋଗ, ଆପଣଙ୍କର ରାଶି ଅଛି କି ?

ବନ୍ଧୁଗଣ ସରିଯାଇଛି ପବିତ୍ର ରଥଯାତ୍ରା ପର୍ବ । ଆଉ ଆସନ୍ତା 28 ତାରିଖ ବୁଧବାର ଦିନ ପଡୁଛି ପବିତ୍ର ବାହୁଡା ଯାତ୍ରା । ଏଇ ବାହୁଡା ଯାତ୍ରା ପର ଠାରୁ କିଛି ରାଶିରେ ବନିବାକୁ ଯାଉଛି ରାଜଯୋଗ । ଯାହା ଫଳରେ 12ଟି ରାଶି ମଧ୍ୟରୁ 5ଟି ରାଶିଙ୍କ ଭାଗ୍ୟ ଅଚାନକ ବଦଳିବାକୁ ଯାଉଛି । ଏହି ରାଶିଙ୍କୁ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ମିଳିବାକୁ ଯାଉଛି ବଡ ଖୁସି ଖବର । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

ତୁଳା ରାଶି : ଆପଣଙ୍କ ଦ୍ଵାରା କାହାକୁ ଦିଆଯାଇଥିବା ଟଙ୍କା ଏବେ ଫେରି ପାଇବାର ନଜର ଆସୁଛି । ଆପଣ ହରାଇଥିବା ଜିନିଷ ଫେରି ପାଇବେ । ଘର ପରିବାରରେ ଶାନ୍ତିରେ ଲହରୀ ଲାଗି ରହିବ । ପରିବାରର ଲୋକେ ହୃଦୟରୁ ସହଯୋଗ କରିବେ । ଧନ କମାଇବାର ନୂଆ ଅବସର ପ୍ରାପ୍ତ ହେବ ।

ବୃଷ ରାଶି : ଆପଣଙ୍କର ଆଗାମୀ ସମୟ ବହୁତ ଶୁଭ ରହିବ । ବ୍ୟାପାର ବାଣିଜ୍ୟ କ୍ଷ୍ତେରରେ ଲାଭବାନ ହେବେ । ଜୀବନରେ ଥିବା ଦୁଃଖ କଷ୍ଟ ଦୂର ହେବ । ବାହୁଡା ପର ଠାରୁ ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ ତାହା ନିଶ୍ଚୟ ସଫଳ ହେବ । ରୋଜଗାର ପାଇଁ ପ୍ରସ୍ତୁତ କରୁଛନ୍ତି ତାହା ନିଶ୍ଚୟ ହେବ ।

ସିଂହ ରାଶି : ଆପଣଙ୍କ ଉପରେ ମା ଲକ୍ଷ୍ମୀ ଓ ପ୍ରଭୁ ଜଗନ୍ନଥଙ୍କ କୃପା ବର୍ଷା ହେବାକୁ ଯାଉଛି । ସଫଳତା ମିଳିବାର ଯୋଗ ଅଛି । ଆର୍ଥିକ ସଙ୍କଟ ଠାରୁ ମୁକ୍ତି ମିଳିବ । ଆପଣ ଦିନ ରାତି ପରିଶ୍ରମ କରି ଉନ୍ନତି କରି ନୂଆ ପରିଚୟ ସୃଷ୍ଟି କରିବେ । କାର୍ଯ୍ୟ କ୍ଷେତ୍ରରେ ଦକ୍ଷତାର ପରିଚୟ ଦେବେ । ଅଫିସରଙ୍କ ସହଯୋଗ ମିଳିବ । ଜରୁରୀ କାମରେ ନିସ୍ପତି ନେବାରେ ସଫଳ ହୋଇପାରନ୍ତି ।

କନ୍ୟା ରାଶି : ଏହି କିଛି ମାସ ପୂର୍ବରୁ ମାନସିକ ଅସାନ୍ତି ଦେଇ ଆପଣ ଭୋଗ କରୁଛନ୍ତି । କିନ୍ତୁ ବାହୁଡା ପର ଠାରୁ ପାରିବାରିକ ଅସାନ୍ତି ଦୂର ହେବ । ସାମାଜିକ ପ୍ରତିଷ୍ଠା ସ୍ଥାପନ ହେବ । ବାଣିଜ୍ୟ କ୍ଷେତ୍ରରେ ଲାଭ ମିଳିବାର ସମ୍ଭାବନା ଅଛି । ଚାକିରି କ୍ଷେତ୍ରରେ ଖୁସି ଖବର ମିଳିପାରେ । ଅଚାନକ ଧନ ଲାଭ ହୋଇପାରେ ।

ମେଷ ରାଶି : ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆପଣଙ୍କ ଜୀବନରେ ସବୁ ପ୍ରକାରରେ ଖୁସି ଆସିବାକୁ ଯାଉଛି । ଏହି ସମୟରେ କଠିନ ରୁ କଠିନ କାମ ସହଜରେ କରିପାରନ୍ତି । ବାହୁଡା ପର ଠାରୁ ଅଧିକ ଧନ ପ୍ରାପ୍ତିର ଯୋଗ ରହୁଛି । ଯାହା ଫଳରେ ପରିବାର ଲୋକଙ୍କ ପାଇଁ ନୂଆ ଜିନିଷ କିଣିପାରନ୍ତି । ପୂଜା ପର୍ବ ରେ ଆପଣଙ୍କ ଦିନ ବ୍ଯତୀତ ହେବ ।

କୁମ୍ଭ ରାଶି : ଆପଣଙ୍କର ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି । ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ବାହୁଡା ପର ଠାରୁ ଅଧିକ ଲାଭ ହେବ । ଆପଣଙ୍କ ସଫଳତା ଦେଖି ନିଜ ଲୋକ ଈର୍ଷା କରିବେ । ଏଥିପ୍ରତି ସତର୍କ ରୁହନ୍ତୁ । ଦାମ୍ପତ୍ୟ ଜୀବନ ମଧୁମୟ ରହିବ । ଶତ୍ରୁ ଆପଣଙ୍କର କ୍ଷତି କରିପାରିବେ ନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button