ଜ୍ୟୋତିଷ

ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଏହି 2ଟି ଗଛ ଘରେ ଲଗେଇଲେ ଧନ ହାନି ହୁଏ, ମା ଲକ୍ଷ୍ମୀ ଗୃହରୁ ଚାଲି ଯାଇଥାନ୍ତି!

ବନ୍ଧୁଗଣ ଭଗବାନ ଶ୍ରୀ କୃଷ୍ଣ ବାସ୍ତୁ ଶାସ୍ତ୍ରର ଜ୍ଞାନ ରଖୁଥିଲେ । ସେ ସମୟ ସମୟରେ ଧର୍ମରାଜ ଯୁଧିଷ୍ଠିର ଙ୍କୁ ଜ୍ଞାନ ଦେଉଥିଲେ । ଏହି ଜ୍ଞାନ ସବୁ ମାନବ ଜାତି ପାଇଁ ଅତ୍ୟନ୍ତ କଲ୍ୟାଣକାରୀ ଓ ଉତ୍ତମ ଅଟେ । ଭଗବାନ କୃଷ୍ଣ କହିଛନ୍ତି ଏମିତି 2ଟି ଗଛ ବିଷୟରେ ଯାହା ଘରର ସାମନାରେ ଏହାବା ଦ୍ଵାରା ଘରେ ନିବାସ କରୁଥିବା ଲୋକଙ୍କର କେବେ ବି ଉନ୍ନତି ହୋଇ ନ ଥାଏ । ଏଭଳି ବ୍ୟକ୍ତିଙ୍କି ଶବଦା ପରାଜୟ ଓ ନିରାଶର ସାମ୍ନା କରିବାକୁ ପଡିଥାଏ ।

ବାସ୍ତୁ ଅନୁଯାୟୀ ଗଛର ଗୃହର ସୁନ୍ଦରତାର ବଢାଇଥାନ୍ତି । ଏବେ ଆସନ୍ତୁ ଜାଣିବା ସେହି 2ଟି ଗହ ବିଷୟରେ ଯାହାକୁ ଘର ଆଗରେ ଲଗାଇବା ଅନୁଚିତ । 1- ଓସ୍ତ ଗଛ : କୌଣସି ଜଳାଶୟ ପାଖରେ ଓସ୍ତ ଗଛ ଲଗାଇଥିବା ବ୍ୟକ୍ତିଙ୍କୁ ଯେଉଁ ଫଳ ମିଳିଥାଏ ତାହା 100 ଯଜ୍ଞ ସହଜ ସମାନ ହୋଇଥାଏ । ଯେବେ ଓସ୍ତ ଗଛର ପାତ୍ର ସେହି ଜଳାଶୟରେ ପଡିଥାଏ ତାହା ପିଣ୍ଡ ସମାନ ହୋଇ ପିତୃପୁରୁଷଙ୍କୁ ତୃପ୍ତି ପ୍ରଦାନ କରିଥାଏ ।

2- ଅଁଳା ଗଛ : ଏହି ଗଛ ବହୁତପବିତ୍ର ହୋଇଥାଏ । ଏହି ଗଛ ଲଗାଇବା ଦ୍ଵାରା ସ୍ତ୍ରୀ ଓ ପୁରୁଷ ଜନ୍ମ ବନ୍ଧନରୁ ମୁକ୍ତ ହୋଇଥାନ୍ତି । ଏହି ପବିତ୍ର ଗଛ ଭଗବାନ ବିଶୁଣୁଙ୍କୁ ପ୍ରସନ୍ଦ ହୋଇଥାଏ । ଏହାର ଜଳ ପିଇବା ଦ୍ଵାରାରରୋଗର ନାସ ହୋଇଥାଏ । ଅଁଳା କୁ ଜଳରେ ମିଶାଇ ସ୍ନାନ କରିବା ଦ୍ଵାରା ଅପବିତ୍ରତା ଦୂର ହୋଇଥାଏ । ସବୁ ପ୍ରକାରର ଐଶ୍ଚର୍ଜ୍ୟ ପ୍ରାପ୍ତ ହୋଇଥାଏ ।

3- ଅଶୋକ ଗଛ : ଏହି ଗଛ ଶୋକକୁ ନାସ କରିଥାଏ । ଏହି ଗଛକୁ ଘର ପାଖରେ ଲଗାଇବା ଦ୍ଵାରା ସୁଖ ଶାନ୍ତି ପ୍ରତିଷ୍ଠା ହୋଇଥାଏ । ଏହି ଗଛ ଶୀତଳତା ଓ ଯୌବନ ପ୍ରଦାନ କରିଥାଏ । ଯେଉଁ ସ୍ଥାନରେ ଏହି ଗଛ ଥାଏ ସେଠାରେ ମା ସୀତା ଙ୍କ ବାସ ରହିଥାଏ ।

4- ଡିମିରି ଗଛ : ବାସ୍ତୁ ଅନୁଯାୟୀ ପ୍ରତେକ ବ୍ୟକ୍ତିଙ୍କୁ ଡିମିରି ଗଛ ଅବଶ୍ୟ ଲଗାଇବା ଉଚିତ । ଏହି ଗଛ ଲଗାଇବା ଦ୍ଵାରା ଯେଉଁ ଫଳ ମିଳିଥାଏ ତାହା ମହା ଯଜ୍ଞ ସହ ସମାନ ହୋଇଥାଏ ।

5- ନିମ୍ବ ଗଛ : ପଦ୍ମ ପୁରାଣ ଅନୁଯାୟୀ ଏହି ଗଛ ଲଗାଇବା ଦ୍ଵାରା ସୂର୍ଯ୍ୟଦେବା ପ୍ରସନ୍ନ ହୋଇଥାଏ ଓ ଏହା ଆୟୁଷ ପ୍ରଦାନ କରିଥାଏ । ଏହାକୁ ଘର ପାଖରେ ଲଗାଇବା ଦ୍ଵାରା ନାନା ରୋଗରୁ ମୁକ୍ତି ମିଳିଥାଏ ।

6- ତାଳ ଗଛ : ମନୁଷ୍ୟ କୁ କେବେ ବି ତାଳ ଗଛ ଲଗାଇବା ଅନୁଚିତ । ଯେଉଁ ଘରେ ଏହି ଗଛ ରହିଥାଏ ସେଠାରେ ସନ୍ତାନ ଙ୍କ କ୍ଷତି ହୋଇଥାଏ ଓ ସେହି ଘରର ସନ୍ତାନମାନଙ୍କର ଉନ୍ନତି କେବେ ହୁଏ ନାହିଁ ।

7- ବାହାଡା ଗଛ  ମନୁଷ୍ୟ କୁ କେବେ ବି ଘରର ଆଖ ପାଖରେ ବାହାଡା ଗଛ ନ ଲଗାଇବା ଉଚିତ । ଏହି ଗଛରେ ନେଗେଟିଭ ଶକ୍ତି ବାସ କରିଥାଏ । ଏହାର ତଳେ ବସିକି ପୂଜା ପାଠ କରିବା ଅନୁଚିତ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button