ଜ୍ୟୋତିଷ

ନ୍ୟାୟ ଦେବତା ଶନିଦେବ ଙ୍କ ବିଶେଷ କୃପା ପାଇଥାନ୍ତି ଏହି ୫ ଟି ରାଶି ଶୀଘ୍ର ହୁଅନ୍ତି କୋଟିପତି Jay Shanidev

ନମସ୍କାର ପାଠକ ବନ୍ଧୁ ଗଣ। ଆଜି ଆପଣ ମାନେ ଜାଣିବେ ଶନିଦେବ ଙ୍କ ପ୍ରିୟ ରାଶି ମାନ ଙ୍କ ବିଷୟ ରେ । ଏହି ତିନି ଟି ରାଶି ଶନିଦେବ ଙ୍କ କୃପା ରୁ ଶୀଘ୍ର ଧନୀ ହୋଇ ଥାଆନ୍ତି। ତେବେ ବନ୍ଧୁଗଣ ଆଜି ଆମେ ଜାଣିବା କେଉଁ ରାଶି ରେ ଭଗବାନ ଶନିଦେବ

ଙ୍କ କୃପା ରହିଥାଏ ଓ କେଉଁ ରାଶି ଉପରେ ଶନି ଦେବ ଅଧିକ ପ୍ରସନ୍ନ ହୁଅନ୍ତି।
ଯଦି କୁଣ୍ଡଳି ରେ ଭଗବାନ ଶନିଦେବ ମଜବୁତ ରହି ଥାଆନ୍ତି ତେବେ ସେହି ବ୍ୟକ୍ତି ଜନ୍ମ ରୁ ଯେତେ ଗରିବ ଥାଉ ନା କାହିଁ ତାକୁ କେହି ବି ଧନୀ ହେବା ରୁ ଅଟକାଇ ପାରନ୍ତି ନାହିଁ। ଏଥି ପାଇଁ ଲୋକ ମାନେ ଭଗବାନ ଶନି ଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ଉପାୟ ମଧ୍ୟ କରନ୍ତି।
ପ୍ରଥମ ହେଉଛି ତୁଳା ରାଶି ଏହା ଶନି ଦେବ ଙ୍କ ପ୍ରିୟ ରାଶି । ଏମାନେ ବହୁତ ସଚ୍ଚୋଟ ମଧ୍ୟ ଓ ବହୁତ ପରିଶ୍ରମୀ ହୋଇଥାନ୍ତି। କୁହାଯାଏ ଯେ ଭଗବାନ ଶନି ଙ୍କ କୃପା ଦୃଷ୍ଟି ପଡ଼ିବା ରୁ ଏମାନେ ଖୁବ୍ ଶୀଘ୍ର ନିଜ ପରିଶ୍ରମ ବଳରେ ଉଚ୍ଚ ଲକ୍ଷ୍ୟ ରେ ପହଞ୍ଚି ଥାନ୍ତି।
୨ ୟ ରାଶି ଟି ହେଉଛି କୁମ୍ଭ ରାଶି ଯୋତିଶ ଶାସ୍ତ୍ର ଅନୁଯାୟୀ କୁମ୍ଭ ରାଶି ର ସ୍ବାମୀ ଗ୍ରହ ହେଉଛନ୍ତି ପ୍ରଭୁ ଶନିଦେବ ଏମାନଙ୍କ ଉପରେ ଭଗବାନ ଶନି ଦେବ ଙ୍କ କୃପା ରହିଥାଏ। ୩ୟ ରାଶି ହେଲା ମକର ରାଶି । ଏହା ଛଡା ବୃଷ ଏବଂ କନ୍ୟା ରାଶି ମାନେ ମଧ୍ୟ ଶନିଦେବ ଙ୍କ ବିଶେଷ କୃପା ପାଇଥାନ୍ତି ।
Astrology
ଏମାନେ ଭଗବାନ ଶନିଦେବ ଙ୍କ କୃପା କାରଣ ରୁ
ଅନେକ ସଫଳତା ହାସଲ କରନ୍ତି । ଯେ ବି ଠିକ ବାଟ ରେ ଚାଲେ ସେମାନଙ୍କୁ ଶନିଦେବ ଙ୍କ କୃପା ମିଳିଥାଏ।
ଆପଣ ଙ୍କ ର କେଉଁ ରାଶି ଆମକୁ କମେଣ୍ଟ ମାଧ୍ୟମ ରେ ନିଶ୍ଚିତ ଜଣାଇବେ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button