ଜ୍ୟୋତିଷ

ଆଜିଠାରୁ ସାଢେ଼ ୭ ବର୍ଷ ପର୍ଯ୍ୟନ୍ତ ସନିଦେବ ଏହି ୫ ଟି ରାଶିରେ କରିବାକୁ ଯାଉଛନ୍ତି ଧନବର୍ଷା ବଞ୍ଚିବେ ରାଜାଙ୍କ ଜୀବନ

ନମସ୍କାର ପାଠକ ବନ୍ଧୁ। ବନ୍ଧୁ ଗଣ ଭଗବାନ ଶନିଦେଵଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। ଭଗବାନ ଶନିଦେବଙ୍କ କୃପା ଦୃଷ୍ଟି ପଡିଯାଏ ତେବେ ସେହି ବ୍ୟକ୍ତି ସର୍ବଦା ସୁଖର ଜୀବନ ଯାପନ କରିଥାଏ। ଜ୍ୟୋତିଷ ମାନଙ୍କ ଅନୁସାରେ ଗ୍ରହ ମାନଙ୍କ ଚଳନ ଯୋଗୁଁ ଏଭଳି ମହାସଂଯୋଗ ବନୁଅଛି। ମାତା ଲକ୍ଷ୍ମୀ ଓ ଭଗବାନ ଶନିଦେବ ଏକା ସହିତ କିଛି ରାଶି ଉପରେ ପ୍ରସନ୍ନ ହେବେ।

ଏହି ରାଶି ମାନଙ୍କର ଭାଗ୍ୟ ଏବେ ଖୋଲିବାକୁ ଯାଉଛି।ପ୍ରଥମ ରାଶି ମେଷ ରାଶି।ଏହି ରାଶିର ଖରାପ ସମୟ ଏବେ ଶେଷ ହୋଇ ସାରିଛି।
ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ଭଗବାନ ଶନିଦେବ ନିଜର କୃପା ଦୃଷ୍ଟି ରଖିବେ।ଏହି ରାଶିର ବ୍ୟକ୍ତି ମାନଙ୍କୁ ମାନ ସମ୍ମାନର ପ୍ରାପ୍ତି ହେବ।ତେବେ ଏହାପରେ ରହିଛି କର୍କଟ ରାଶି।ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ଭଗବାନ ଶନିଦେବ ମହାରାଜଙ୍କ କୃପା ଦୃଷ୍ଟି ଲଗାତାର ରହିବ।
 ଜୀବନରେ ଯାହା ସବୁ ସମସ୍ୟା ରହିଥିଲା ସେହି ସବୁ ସମସ୍ୟା ମାନଙ୍କର ଅନ୍ତ ହେବ।ଆଗାମୀ ରାଶି ହେଉଛି ବିଛା ରାଶି।ଏହି ରାଶିର ବ୍ୟକ୍ତି ମାନଙ୍କୁ ଆଗାମୀ ସମୟରେ ମନ ମୁତାବକ ଚାକିରି ମିଳିବ।ଏହା ସହିତ ଲୋକ ମାନଙ୍କର ଅଟକି ରହିଥିବା କାର୍ଯ୍ୟ ମଧ୍ୟ ଆଗାମୀ ସମୟରେ ପୁରଣ ହେବ। ଜୀବନରେ ଆଗାମୀ କଷ୍ଟ ସବୁ ଦୂର ହୋଇଯିବ।
Astrology
ଏହାପରେ ରହିଛି ଧନୁ ରାଶି।ଭଗବାନ ଶନିଦେବ ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ଖୁସି ପୂର୍ଣ୍ଣ ରହିବେ।ଯେଉଁମାନେ ବ୍ୟାପାରୀ ଅଟନ୍ତି ସେମାନଙ୍କୁ
ବ୍ୟାପାରରେ ଭଲ ଫଳ ମିଳିବ।ଆପଣଙ୍କୁ ଆଗାମୀ ସମୟରେ ସଫଳତାର ଅନେକ ପ୍ରକାରର ମାର୍ଗ ମିଳିବ।ଏହାପରେ ରହିଛି କୁମ୍ଭ ରାଶି।ଭଗବାନ ଶନିଦେବ ମହାରାଜ ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ଅତି ପ୍ରସନ୍ନ ରହିବେ।ଆପଣଙ୍କ ଜୀବନରେ ସବୁ ପ୍ରକାର ବାଧା ବିଘ୍ନ ଦୂର ହୋଇଯିବ।
ବନ୍ଧୁ ଗଣ ଆପଣଙ୍କ ର କେଉଁ ରାଶି ଆମକୁ କମେଣ୍ଟ ମାଧ୍ୟମ ରେ ନିଶ୍ଚିତ ଜଣାଇବେ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button