ଜ୍ୟୋତିଷ

ଜୀବନରେ ସବୁବେଳେ ଦୁଃଖ ଆସୁଥିଲେ କଣ କରିବେ କେମିତି ହେବ ସମାଧାନ ଦେଖନ୍ତୁ କଣ କୁହନ୍ତି Shree Krushna।

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମ ଦୈନନ୍ଦିନ ଜୀବନରେ କିଛି ଭଲ କର୍ମ କରିବାକୁ ହେଲେ କିମ୍ବା ନିଜ ମନକୁ ଶାନ୍ତ୍ବନା ଦେବାକୁ ହେଲେ ଆମେ ସାଧୁ ବାଣୀ ଶୁଣି ଥାଉ। ଯାହାକୁ କି ଶୁଣିବା ଦ୍ଵାରା ଆମ ମନକୁ ସତ୍ୱନା ମିଳିଥାଏ ଓ ମାନସିକ ଚିନ୍ତା ମଧ୍ୟ ଦୂରୀଭୂତ ହୋଇଥାଏ।

ତେବେ ଚାଲନ୍ତୁ ଜାଣିବା ସେଭଳି କିଛି ସାଧୁ ବାଣୀ ସମ୍ପର୍କରେ ଯାହାକି ଆମ ବାସ୍ତବ ଜୀବନ ରେ ବେଶ୍ ଉପଯୋଗୀ ହେଇଥାଏ। ଯେପରି କି ଦୁଃଖରେ ରହିବା ବାଲା ଆଗକୁ ସୁଖୀ ହୋଇପାରେ କିନ୍ତୁ ଯିଏ ଦୁଃଖ ଦିଏ ସିଏ ଆଗକୁ କେବେବି ସୁଖୀ ହୁଏ ନାହିଁ।
ଆଜ୍ଞା ହଁ ଆପଣ ଯଦି ଏବେ ଦୁଃଖିତ ଅଛନ୍ତି ତେବେ ଦିନେ ଏପରି ସମୟ ଆସିବ ଭଗବାନ୍ ଆପଣଙ୍କ ସମସ୍ତ ଦୁଃଖ କୁ ଦୂର କରି ଆପଣକୁ ସୁଖୀ ଜୀବନ ଅତବାହିତ କରିବାରେ ସକ୍ଷମ କରାଇବେ। ଆପଣ ଭଲ କର୍ମ କରିଥିଲେ ହିଁ ଜୀବନ ରେ ସୁଖ ପାଇବେ। ଆପଣଙ୍କ ଜୀବନରୁ ଦୁଃଖ ସବୁଦିନ ପାଇଁ ଦୂରୀଭୂତ ହୋଇଯିବ।
ମାତ୍ର ଯିଏ ଆପଣ ଙ୍କୁ ଦୁଃଖ ଦେଇଥାଏ ସର୍ବଦା ମନେ ରଖିଥିବେ ସେ କଦାପି ସୁଖ ରେ ରହି ପାରିବ ନାହିଁ। ଏବେ ଆପଣଙ୍କୁ ଦୁଃଖ ଦେଇ ଯଦି ସେ ଖୁସି ରେ ଥିବେ ତେବେ ଭବିଷ୍ୟତ ରେ ଏଭଳି ସମୟ ଆସିବ ତାଙ୍କ ଉପରେ ଦୁଃଖ ର ପାହାଡ଼ ଭାଙ୍ଗି ପଡ଼ିବ। ସେଥିପାଇଁ କାହା ମନରେ ଦୁଃଖ ଦେବା ଉଚିତ୍ ନୁହେଁ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button