ଜ୍ୟୋତିଷ

ଯେତେବେଳେ ଶିରିଡ଼ି ସାଇ ବାବାଙ୍କ ପାଖରେ ବାହାରିଲେ ସ୍ଵୟଂ ଶେଷ ନାଗ ସେତେବେଳେ ହେଲା ଏମିତି ଆଶ୍ଚର୍ୟ୍ଯ ଜନକ ଘଟଣା

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ସୋସିଆଲ ମିଡ଼ିଆ ରେ ତ ପ୍ରାୟ ସମୟ ଆକ୍ଟିଭ୍ ରହୁଥିବେ । ଏବଂ ଅତ୍ୟଧିକ ମାତ୍ରା ରେ ଭାଇରାଲ୍ ଭିଡିଓ ମାନ ମଧ୍ୟ ଦେଖିଥିବେ।
ସେଥି ମଧ୍ୟରୁ କିଛି ଭିଡିଓ ଦେଖି ଆପଣଙ୍କୁ ମଜା ଲାଗୁ ଥିବା ବେଳେ ଅନ୍ୟ କିଛି ଭିଡ଼ିଓ ଦେଖି ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ମଧ୍ଯ ହୋଇଯାଉଥିବେ। ଠିକ୍ ସେହି ପରି ଏକ ଭିଡିଓ ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ।
ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସାପ ହେଉଛନ୍ତି ମହାଦେବ ଙ୍କ ବାହାନ ଓ ସାପ ମାନେ ପ୍ରାୟତଃ ଭଗଵାନ ଙ୍କ ପୀଠ ରେ ଦେଖାଦେଇ ଥାନ୍ତି। ଏବଂ ସେମାନଙ୍କ ଉପସ୍ଥାନ କୁ ଭଗବାନ୍ ଙ୍କ ଉପସ୍ଥାନ ବୋଲି ମନା ଯାଇଥାଏ। ଠିକ୍ ଏହି ପରି ଏକ ସାପ ସାଇବାବାଙ୍କ ମନ୍ଦିରରେ ଦେଖା ଦେଇଛନ୍ତି।
ଆଜ୍ଞା ହଁ ସାଇବାବା ଙ୍କ ମନ୍ଦିରରେ ଏକ ବିରାଟ କାୟ ନାଗସାପ ଦେଖା ଦେଇଛନ୍ତି। ସେହି ସାପଟି ସେଠାରେ ଥିବା ସାଇ ବାବାଙ୍କ ସମାଧି ଚାରି ପଟେ ପ୍ରଥମେ ଘୁରିବାକୁ ଲାଗିଲେ ଓ ତାହାପରେ ସେଠାରୁ ଜାଇ ସେ ସାଇବାବା ଙ୍କ ଚରଣ ତଳକୁ ଗଲେ ଓ ସେଠାରେ ମଧ୍ୟ ବାବାଙ୍କ ଚରଣ ଚତୁର୍ପାର୍ଶ୍ୱ ରେ ଘୂରିବାକୁ ଲାଗିଲେ।
ଏହାପରେ ସାପଟି ବାବାଙ୍କ ଚରଣ ତଳେ ଶୋଇ ରହିଲେ। ଏହି ଦୃଶ୍ୟ ଟି ସେହି ସମୟରେ ଏକ ଲୋମ ଟାଙ୍କୁରା ଦୃଶ୍ୟ ଥିଲା । ଯାହାକି ସେଠାରେ ଥିବା ସାଇବାବା ଙ୍କ ଉପସ୍ଥିତି ସମ୍ପୂର୍ଣ ଭାବରେ ପରି ଲକ୍ଷିତ ହୋଇ ପାରୁଥିଲା। ସେଥି ପାଇଁ ତ ସାପଟି ଯାଇ ସାଇ ବାବାଙ୍କ ଚରଣସ୍ରିତ ହୋଇଥିଲା। ଓ ଏହି ଦୃଶ୍ୟ ଟି ଦେଖିବାକୁ ଖୁବ ଭଲ ଲାଗିଥିଲା।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button