ଘରେ ଏହି ଜାଗାରେ ଲୁଚେଇ ରଖି ଦିଅନ୍ତୁ ଲବଙ୍ଗ ତା ପରେ ଦେଖନ୍ତୁ ଚମତ୍କାର ଘରକୁ କେମିତି ମାଡ଼ି ଆସୁଛି ଧନ

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଅନେକ ପ୍ରକାରର ଜିନିଷ ବିଷୟରେ ଜାଣିନଥିବେ । ଆଉ ଏମିତି କିଛି ଉପାୟ ଅଛି ଯାହାକୁ ଅବଲମ୍ବନ କରିଲେ ଲୋକମାନେ ଧନଧାନ୍ୟ ଲାଭ ହୋଇଥାଏ । ଆଉ ଏମିତି କିଛି ଜିନିଷ ଅଛି ଯାହାକୁ ଘର ପାଖରେ କି ନିଜ ପାଖରେ ରଖିଲେ ଏହା ଚମତ୍କାରି ହୋଇଥାଏ ।
ଘରୁ ନକାରାତ୍ମକ ଊର୍ଯା ନଷ୍ଟ କରିବା ପାଇଁ କିଛି ଉପାୟ ମଧ୍ୟ ଅବଲମ୍ବନ କରାଯାଇଥାଏ । ଏହି ଚମତ୍କାରିତା ପାଇବା ପାଇଁ ଲବଙ୍ଗର ଏକ ଉପାୟ ଦିଆଯାଇଛି । ଶନିବାର ଦିନ ବା ରବିବାର ଦିନ ସନ୍ଧ୍ୟାରେ ଏକ ପାତ୍ରରେ ୫ଟି ଲବଙ୍ଗ ଆଉ ତିନୋଟି କର୍ପୁର ଆଉ ୩ଟି ବଡ ଅଳେଇଚ ଏକାଠି ନେଇ ତାକୁ ଜଳାଇ ଦିଅନ୍ତୁ । ଏହା ଧୁଆଁ ଉଠିବା ପରେ ଏହାକୁ ଘର ଭିତରେ ଚାରିପଟେ ବୁଲାଇଦିଅ । ଆଉ ଏହାର ପାଉଁଶକୁ ଶୁଦ୍ଧ ଜଳରେ ମିଶାଇ ଘରର ମୁଖ୍ୟ ଦ୍ଵାରରେ ଛିଞ୍ଚି ଦିଅନ୍ତୁ ।
ଏହା ଦ୍ବାରା ଘରର ନକାରାତ୍ମକ ଶକ୍ତି ଦୂର ହୋଇଯିବ। ଶୁକ୍ରବାର ଦିନ ୨ଟି ସବୁଜ ଗୁଜୁରାତିକୁ ଏକ ଜଳପାତ୍ରରେ ପକାନ୍ତୁ ଆଉ ଏହାକୁ ପବିତ୍ରତା ସହ ଗାଧୋଇବା ପାଣିରେ ମିଶାନ୍ତୁ । ଆଉ ଶୁକ୍ରଙ୍କ ମନ୍ତ୍ର ଜପ କରନ୍ତୁ । ଛୋଟ ଅଳେଇଚ ଆଉ ମିଶ୍ରି ମିଶାଇ ଏକ ପିପଲ୍ ସାମ୍ନାରେ ରଖନ୍ତୁ । ଏହା ଆପଣଙ୍କୁ ଚାକିରି ବା ପାଠ ବାଧାରୁ ମୁକ୍ତି ଦେବ । ସ୍ବାମୀ ସ୍ତ୍ରୀ ସମ୍ପର୍କରେ ଫାଟ ଆସୁଥିଲେ ଶୁକ୍ରବାର ଦିନ ତିନିଟି ଗୁଜୁରାତି ନିଜ ଦେହରେ ଲଗାଇ ଏକ ବସ୍ତ୍ରରେ ବାନ୍ଧି ରଖି ଦିଅନ୍ତୁ ।
ଆଉ ଏହାପରେ ତାର ପରଦିନ ଏହାକୁ ଗୁଣ୍ଡ କରି ଖାଇବାରେ ମିଶାଇ ନିଜ ପାର୍ଟନରକୁ ଦିଅନ୍ତୁ ସବୁ ପ୍ରକାରର ମନ ମାଳିନ୍ୟ ନଷ୍ଟ ହୋଇଯିବ । ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କର ପୂଜା ନିଶ୍ଚିତ କରନ୍ତୁ । ସକାଳେ ଗୁଜୁରାତିର ଦୁଇ ତିନିଟି ଦାନା ଖାଇଲେ ଆପଣଙ୍କର ମଙ୍ଗଳ ହେବ।




