ଜ୍ୟୋତିଷ

ମାଡ଼ି ଆସୁଛି ବିପଦ ଓଡ଼ିଶାର ଏହି ୭ଟି ଜିଲ୍ଲା ହେବ ଜଳ ମଗ୍ନ ଦେଖନ୍ତୁ କଣ କହୁଚି Malika Bachana କେଉଁ କେଉଁ ଜିଲ୍ଲାରେ ହେବ ଏମିତି ଦେଖନ୍ତୁ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଲିଉଡ ର ଅଭିନେତା ଅଶ୍ୱିନୀ ଓ ଅଭିନେତ୍ରୀ ପ୍ରେରଣା ଙ୍କୁ ନିଶ୍ଚୟ ଜାଣିଥିବେ ଏହି ଦୁଇଜଣ ଖୁବ ସୁନ୍ଦର ଅଭିନୟ କରନ୍ତି ଓ ବହୁତ ଲୋକପ୍ରିୟତା ମଧ୍ୟ ହାସଲ କରି ପାରିଛନ୍ତି।

ଏବେ ଏହି ଦୁଇଜଣଙ୍କ ଙ୍କୁ ନେଇ ଗୋଟିଏ ଖବର ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି । ଯାହାକି ହେଉଛି ଅଶ୍ଵିନୀ ଓ ପ୍ରେରଣା ଙ୍କ ନିର୍ବନ୍ଧ ହୋଇ ସାରିଛି।

ବନ୍ଧୁଗଣ ଆପଣ ମାନେ ଜାଣି ଥିବେ କି ଏହି ଚର୍ଚ୍ଚିତ ଯୋଡ଼ି ଦୁଇ ଜଣ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ରେ ଥିଲେ। ଅଶ୍ଵିନୀ ଏବଂ ପ୍ରେରଣା କପଲ୍ ହିସାବରେ ବହୁତ ସୁନ୍ଦର ମଧ୍ଯ ଦେଖା ଯାଇଥାନ୍ତି।
ପ୍ରାୟ ସମୟରେ ସେ ଦୁହେଁ କୌଣସି ନା କୌଣସି କଥା କୁ ନେଇ ଏକ ଚର୍ଚ୍ଚାର ବିଷୟ ପାଲଟିଥାଆନ୍ତି। ତାଙ୍କୁ ଲୋକମାନେ ମଧ୍ୟ ଅଧିକା ଭଲ ପାଇଥାନ୍ତି।
ସେଥି ପାଇଁ ତ ତାଙ୍କର ଯେଉଁ ସବୁ ଗୀତ ଆସିଥାଏ ତାହା ସୁପର ଡୁପର ହିଟ୍ ହୋଇଥାଏ। ଦୁହେଁ ଅନେକ ଆଲବମ୍ ସାଥିରେ କରିଛନ୍ତି ନିକଟରେ କରିଥିବା ଆଲବମ୍ “ଫଗୁଣରେ ଫଗୁଣ ଦେଇ ଯାରେ ସିନ୍ଦୁର” ଦର୍ଶକ ମାନଙ୍କ ନିକଟରୁ ବେଶ ଭଲ ପାଇବା ସାଉଁଟି ଥିଲା। ଲୋକ ମାନେ ଏହି ଗୀତ ଟିକୁ ପଶନ୍ଦ କରିବା ସହ ଲାଇକ, ସେୟାର, କମେଣ୍ଟ ମଧ୍ୟ କରିଛନ୍ତି।
ହେଲେ ଏହି ଚର୍ଚ୍ଚିତ ଯୋଡ଼ି ଦୁଇ ଜଣଙ୍କ ଏବେ ନିର୍ବନ୍ଧ ହୋଇ ସାରିଛି। ଏବଂ ନିର୍ବନ୍ଧ ମଧ୍ୟ ପୂରା ଗ୍ରାଣ୍ଡ ୱେ ରେ ହୋଇଛି। ଏହି ଚର୍ଚ୍ଚିତ ଯୋଡ଼ି ଏବେ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।
ଏବଂ ଏହି ନିର୍ବନ୍ଧ ର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆ ରେ ମଧ୍ଯ ଖୁବ୍ ଭାଇରାଲ ହେବାରେ ଲାଗିଛି। ଦର୍ଶକ ମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button