ରାଜ୍ୟ
ଆସ ବୁଲିଯିବା ପୁରୁଣା ପୁରୀ ଦେଖନ୍ତୁ ସେତେବେଳେ କେମିତି ଥିଲା Jaganatha Puri ମନ୍ଦିର ବେଳର ଦୃଶ୍ୟ

ନମସ୍କାର ପାଠକ ବନ୍ଧୁ ଗଣ। ବନ୍ଧୁ ଗଣ ଆଜି ଆପଣ ମାନେ ମହା ପ୍ରଭୁ ଜଗନ୍ନାଥ ଙ୍କ ର ୨୦୦ ବର୍ଷ ତଳ ର ପୁରୁଣା ଫୋଟୋ ଦେଖିବେ ଯାହାକୁ ଦେଖିଲେ ଆପଣଙ୍କୁ ଆଖି ରୁ ଶ୍ରଦ୍ଧା ଓ ଭକ୍ତି ଅଶ୍ରୁ ନିର୍ଗତ ହେବ
କୋଟି ଓଡ଼ିଆ ର ନାଥ ପ୍ରଭୁ ଜଗତ ର ନାଥ ଜଗନ୍ନାଥ ହେଉଛନ୍ତି ଆମ ପ୍ରତି ଓଡ଼ିଆ ଙ୍କ ର ମଉଡ ମଣି।
ତାଙ୍କ ବିନା ଏ ଜଗତ ରେ ସୃଷ୍ଟି ହେବା ସମ୍ଭାବନା ନ ଥାଏ। ସେ ହେଉଛନ୍ତି ରକ୍ଷା କର୍ତ୍ତା ସେ ହେଉଛନ୍ତି ପ୍ରଭୁ ନାରାୟଣ ତାଙ୍କ ବିନା ଏ ମନୁଷ୍ୟ ଜନ୍ମ୍ ର କିଛି ସାର୍ଥକ ତା ନାହିଁ ତାଙ୍କ ଗୋଚୋର ଯାହା ଉପରେ ପଡ଼େ ସେ ଏହି ଭବ ସାଗର ରୁ ତରି ହୋଇ ମୋକ୍ଷ ପ୍ରାପ୍ତିର ମାର୍ଗ ରେ ଅଗ୍ରସର ହୁଏ।
ପୁର୍ବ ୨୦୦ ବର୍ଷ ତଳ ର ପୁରି ର ସେହି ଜଗନ୍ନାଥ ଙ୍କ ମନ୍ଦିର କୁ ଦେଖିଲେ ସତେ ଯେମିତି ଲାଗେ ପୁଣି ସେହି ସମୟ ଅର୍ଥାତ୍ ସେହି ଦୁଇ ସହ ବର୍ଷ ତଳ କୁ ଫେରି ଯାଇ ପୁଣି କାଳିଆ ସାଆନ୍ତ କୁ ଦର୍ଶନ କରିବା ପାଇଁ। ତାଙ୍କ ସେହି ସମାନ ଅପଳକ ନୟନ କୁ ଦେଖି କେତେ ଲୋକ ତାଙ୍କ ଦୁଖ କୁ ଲାଘବ କରିବାପାଇଁ ପୁରୀ ମନ୍ଦିର କୁ ଯାଇ ଥାଆନ୍ତି।
ଦୁଇ ଶହ ବର୍ଷ ପୁରୁଣା ଜଗନ୍ନାଥ ମନ୍ଦିର ରେ ଫୋଟ କୁ ଦେଖିଲେ ଆଉ ଏବେ ର ଜଗନ୍ନାଥ ମନ୍ଦିର ଦେଖିଲେ ଆପଣ ମାନେ ଜାଣିବେ କେତେ କଣ ପରିବର୍ତନ ହୋଇ ଗଲାଣି। କିନ୍ତୁ ପରିବର୍ତନ ହୋଇ ନାହିଁ ଭକ୍ତ ଙ୍କ ର ମହା ପ୍ରଭୁ ଙ୍କ ପ୍ରତି ଭକ୍ତି ଓ ଶ୍ରଦ୍ଧା। ଦୁଇ ସହ ବର୍ଷ ତଳ ର ପୁରୁଣା ମନ୍ଦିର ଫୋଟ ଏବେ ଆମ ପାଇଁ ଦୁର୍ଲଭ।